ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ

ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍‌ଷ୍ଟ୍ରା ମେରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଭାରତୀୟଙ୍କୁ ନେଇ ନିକଟରେ ଏକ ସର୍ଭେ କରିଛି। ଏହି ସର୍ଭେରେ ୩୪ରୁ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଏଥିରେ ଦିଲ୍ଲୀ, ଏନ୍‌ସିଆର୍‌, ଚେନ୍ନାଇ, ବେଙ୍ଗାଲୁରୁ, ପୁନେ ଏବଂ ହାଇଦ୍ରାବାଦ୍‌ର ଲୋକେ ସାମିଲ ହୋଇଥିଲେ। ସର୍ଭେରେ ସାମିଲ କେତେକ ଲୋକ ପ୍ରତାରଣାକୁ ଅପରାଧ ବୋଲି ମାନିଥିଲେ। ସେମାନଙ୍କ କହିବା ଅନୁସାରେ ପ୍ରତାରଣାକାରୀ ଲୋକଙ୍କୁ କ୍ଷମା କରିବା ଅନୁଚିତ୍‌। ତେବେ ଅଧିକାଂଶ ଲୋକଙ୍କ ହିସାବରେ ଧୋକା ଖାଇବା ପରେ ମଧ୍ୟ ନିିଜ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବା ଉଚିତ୍‌ ବୋଲି ମନେ କରିଛନ୍ତି।
ସର୍ଭେ ଅନୁଯାୟୀ, ୩୬.୯ ପ୍ରତିଶତ ଲୋକ ପ୍ରତାରଣା ପାଇବା ପରେ ବିନା କିଛି ପ୍ରତିଜ୍ଞାରେ ନିଜ ପାର୍ଟନରଙ୍କୁ କ୍ଷମା କରିବାକୁ ଚାହିଁଥିଲେ। ୨୩ ପ୍ରତିଶତ ଲୋକ ପ୍ରତାରଣା ପରେ ସେହି ସମ୍ପର୍କରୁ ପୁରା ବାହାରିଯିବାକୁ ଉଚିତ୍‌ ମନେ କରିଥିଲେ। ୪୮.୧ ପ୍ରତିଶତ ଲୋକ ପୂର୍ବ ସମ୍ପର୍କକୁ ଛିନ୍ନ କରିବା ପରିବର୍ତ୍ତେ ଆଉ ଏକ ସମ୍ପର୍କରେ ଖୁସି ଖୋଜିବାକୁ ଚେଷ୍ଟା କରିଥାନ୍ତି। ତେଣୁ ସେମାନେ ଏକା ସମୟରେ ୨ ଭିନ୍ନ ଭିନ୍ନ ଲୋକଙ୍କୁ ଭଲ ପାଇଥାନ୍ତି। ସେହିପରି ୪୪.୫ ପ୍ରତିଶତ ଲୋକ ଏହାକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri