କାଲିଙ୍ଗା ପଞ୍ଚାୟତରେ ବାପା-ପୁଅଙ୍କୁ କରୋନା, ଗାଁ ହେଲା ସାନିଟାଇଜ୍
ଜି.ଉଦୟଗିରି,୨୦ା୭: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକର କାଲିଙ୍ଗା ପଞ୍ଚାୟତରୁ ୨ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ କାଲିଙ୍ଗା ପଞ୍ଚାୟତର ତାରାବାଡ଼ି ନଦୀସାହି ସମେତ ଆଖପାଖ ଗ୍ରାମକୁ ସାନିଟାଇଜ୍ କରାଯିବା ସହିତ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍…
କରୋନା ଓ ଡାଇବେଟିସ୍
”କରୋନା ଭାଇରସ ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ କାୟା ବିସ୍ତାର କରିଛି। ସାଧାରଣ ଲୋକଙ୍କ ତୁଳନାରେ ଡାଇବେଟିସ୍ ରୋଗୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କ୍ଷୀଣ ପାଉଥିବାରୁ ଏହି ଭୂତାଣୁ ଶୀଘ୍ର ସଂକ୍ରମିତ ହୋଇଥାଏ। ବୟସ୍କ ଡାଇବେଟିସ୍ ରୋଗୀ, ଅନିୟନ୍ତ୍ରିତ ରକ୍ତ ସର୍କରାରେ…
ଛତ୍ରପୁରରେ କରୋନା ସ୍ଥିତି ଅସମ୍ଭାଳ: ୩ ଦିନରେ ଚିହ୍ନଟ ହେଲେଣି ୮୭ ପଜିଟିଭ୍
ଛତ୍ରପୁର,୨୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବ୍ଲକ ଅଧୀନ ଗ୍ରାମାଞ୍ଚଳରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲା ହେଡକ୍ୱାର୍ଟରରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ…
କରୋନାକୁ ହରାଇଲେଣି ୯୫ ପୋଲିସ କର୍ମଚାରୀ: ହିରୋ କହି ପ୍ରଶଂସା କଲେ ଡିଜିପି ଅଭୟ
କଟକ ଅଫିସ,୨୦ା୭: କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ୯୫ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେଣି। ଏହି କରୋନା ଯୋଦ୍ଧାଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ଡିଜି ତଥା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଜନସେବା ପ୍ରତି…
ତୈମୁରଙ୍କୁ କପି କରୁଛନ୍ତି ଏହି ଷ୍ଟାର କିଡ୍ସ
ମୁମ୍ବାଇ: ଷ୍ଟାର କିଡ୍ସଙ୍କ ମଧ୍ୟରେ କରୀନା କପୁର ଖାଁ ଓ ସୈଫ ଅଲୀ ଖାଁଙ୍କ ପୁଅ ତୈମୁର ଅଲୀ ଖାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ଓ ଭିଡିଓକୁ ନେଇ ତ କେତେବେଳେ ନିଜ କାର୍ଯ୍ୟକଳାପକୁ ନେଇ। ସେହିପରି ସୋହା…
ବନ୍ଦ ଥିଲା କରୋନା ରୋଗୀଙ୍କ ଘର, ପରେ ଏମିତି କିଛି ଘଟିଲା
ରାଞ୍ଚି,୨୦।୭: ଦେଶରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଏବଂ ଶଟ୍ଡାଉନ୍ ଭଳି ନିୟମ ଲାଗୁ କରାଯାଇଛି। କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଘରକୁ ପ୍ରଶାସନ ସିଲ୍ କରିଦେଉଛି। ଏହାର ଫାଇଦା…
ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ
ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି ମହାପାତ୍ର(୫୦)ଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ସେ ନିଜେ ପୋଲିସ ନିକଟରେ ଏହା ସ୍ବୀକାର କରିଛନ୍ତି।…
ସୋନୁ ସୁଦ୍ ଗରିବ ପରିବାରକୁ ଯୋଗାଇ ଦେବେ ଘର
ମୁମ୍ବାଇ, ୨୦।୭: କରୋନା ମହାମାରୀ ସଙ୍କଟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଦେଶର ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ସୋନୁଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ଗରିବ ପରିବାରକୁ…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ହାବିଲଦାର: ପ୍ରଶଂସା କଲେ ଏସ୍ପି
ବାରିପଦା ଅଫିସ,୨୦ା୭: ମୟୂଭର ଜିଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ କରୋନାକୁ ହରାଇ ସୋମବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ଏସ୍୍ପି ପି. ସ୍ମିତ ପରମାର୍ ଟୁଇଟ୍କରି ତାଙ୍କର ପ୍ରଂଶସା କରିଛି। ପ୍ରକାଶ ଯେ, କାରୁହରୀ ଗତ…
ଲାଞ୍ଚ ନ ଦେବାରୁ ଷ୍ଟ୍ରେଚର ଠେଲିଲେ କୋମଳମତି ଶିଶୁ
ଦେଓରିଆ,୨୦।୭: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସେସବୁ ଯୋଜନା ବାଟବଣା ହେବାରେ ଲାଗିଛି। ପୁଣି କରୋନା କାଳରେ ସ୍ବାସ୍ଥ୍ୟ ସେବାର ଏଭଳି ଦୃଶ୍ୟ ସାମ୍ନାକୁ…
ବରଗଡ଼ରେ ଡାକ୍ତରଙ୍କ ସମେତ ୨୨ ଜଣଙ୍କୁ କରୋନା
ବରଗଡ଼ ଅଫିସ,୨୦ା୭: ବରଗଡ଼ ଜିଲାରେ ସୋମବାର ପୁଣି ୨୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ଜିଲା ପୌରାଞ୍ଚଳର ୭ଜଣ, ବରଗଡ଼ ବ୍ଲକ କଟାପାଲି ଗ୍ରାମର ୧୩ଜଣ, ଅତାବିରା ଓ ସୋହେଲା ଅଞ୍ଚଳର ଜଣେ ଲେଖାଏ ଅଛନ୍ତି।…
ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୮୧
ଭଦ୍ରକ ଅଫିସ, ୨୦।୭: ରାଜ୍ୟରେ ସୋମବାରୁ ୬୭୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲାରୁ ରହିଛନ୍ତି ୫୮ଜଣ। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲାରେ ମୋଟ ସଂଖ୍ୟା ପହଞ୍ଚିଛି ୩୮୧ରେ। ଜିଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା…

