Home

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ ପାଇଁ କାମ କରୁଥିବା ଖବରଦାତା ଅଦନାମ ତାରିକ ପେଶାଓ୍ବାର ସହରରେ ଏକ ପେଟ୍ରୋଲ ପମ୍ପ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୧ ଲକ୍ଷ

ନୂଆଦିଲ୍ଲୀ, ୨୦।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୭ ହଜାର ୪୯୭ ଛୁଇଁଛି। ଗତ ୨୪…

CORONAVIRUS UPDATE: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦୦୦ ଟପିଲା, ଆଜି ଚିହ୍ନଟ ହୋଇଛନ୍ତି ୬୭୩

ଭୁବନେଶ୍ୱର,୨୦ା୭(ବ୍ୟୁରୋ) : ସୋମବାର ପୁଣି ୬୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୪୬ ଚିହ୍ନଟ ହୋଇଥିବା…

ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ରାଞ୍ଚି, ୨୦।୭: ପ୍ରଶାସନିକ ଅବହେଳାର ଉଦାହରଣ ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ସିଲାଗାଇ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଅସରାଏ ବର୍ଷା ହେଲେ ଗାଁ ରାସ୍ତା କାଦୁଅରେ ବୁଡ଼ିଯାଏ। ଦୀର୍ଘଦିନ ଧରି ଗାଁ ଲୋକେ ଅଭିଯୋଗ କଲାପରେ କୌଣସି ସୁଫଳ ନ ମିଳିବାରୁ…

ନର୍ସଙ୍କ ପ୍ରେମରେ ଏହି କ୍ରିକେଟ୍‌ ଅଧିନାୟକ

ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ଜାଣି ହୁଏ ନାହିଁ। ଏମିତି କିଛି ଘଟିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିମସନଙ୍କ କ୍ଷେତ୍ରରେ। ଚିକିତ୍ସା ପାଇଁ ଯାଇଥିବାବେଳେ ନର୍ସକୁ ପ୍ରେମ କରି ବସିଥିଲେ କେନ୍‌। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ହେଉଛି…

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ଖେଳାଳି

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କମ୍‌ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦର ରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ…

୫୫ ପ୍ରତିଶତ ପରିବାରଙ୍କୁ ମିଳୁଛି ଦୁଇବେଳା ଖାଦ୍ୟ

ନୂଆଦିଲ୍ଲୀ, ୨୦।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଅନ୍‌ଲକ୍‌ର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଜାରି ରହିଛି। ତେବେ ବି କାମ ଧନ୍ଦାର ଘୋର ଅଭାବ…

ନିୟମିତ ବିଶୋଧନ କରାଯିବାକୁ କହିଲେ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସତ୍ୟଜିତ୍‌ ମହାନ୍ତି

କଟକ ଅଫିସ,୨୦ା୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବ୍ୟାପକ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶୋଧନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୫ଟି କୋଭିଡ୍‌ ହସ୍ପିଟାଲ, ୨୨ଟି କୋଭିଡ୍‌ ପରୀକ୍ଷା କେନ୍ଦ୍ର…

ପ୍ରବଳ ବର୍ଷାରେ ବିଲରେ ହଳ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତ୍ରୀ ଅଭିନେତାମାନେ ପରିବାର ସହ ସମୟ ବିତାଉଛନ୍ତି। କିଏ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ୍‌ ରଖୁଛନ୍ତି ତ ଆଉ କିଏ ଘରେ ଯୋଗ କରୁଛନ୍ତି। ଏସବୁ ଭିତରେ ବଲିଉଡ ସୁପରଷ୍ଟାର…

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀଙ୍କ ରାଜ୍‌ ଖୋଲିବ ୨ ହଜାର ବର୍ଷ ପୁରୁଣା ମୁଦ୍ରା

କ୍ଲିଓପାଟ୍ରାଙ୍କୁ ମିଶରର ସବୁଠାରୁ ପ୍ରସିଦ୍ଧ ରାଣୀ ମଧ୍ୟ କୁହାଯାଏ। ତାଙ୍କ ସୌନ୍ଦର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। କିନ୍ତୁ ହଜାର ହଜାର ବର୍ଷ ଧରି ଲୋକମାନେ ତାଙ୍କ ସମାଧି ପାଇଲେ ନାହିଁ। କାରଣ ତାଙ୍କ ମୃତ୍ୟୁ ଏକ ରହସ୍ୟ ଥିଲା। ୨୦୦୦…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଜାଳିଦେଲେ!

ଯାଜପୁର ଅଫିସ,୨୦ା୭: ଯାଜପୁର ଜିଲା କଳିଙ୍ଗନଗର ଥାନା ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମରେ…

ଗର୍ଭବତୀ ସ୍ତ୍ରୀଙ୍କୁ କରୋନା ହେବାରୁ ସ୍ବାମୀ କଲେ ଏପରି…

ଲକ୍ଷ୍ନୌ, ୨୦।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଲୋକଙ୍କ ମନରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏହା କରୋନା ସଂକ୍ରମଣ ପ୍ରତି ଭୟ ଯୋଗୁ ସୃଷ୍ଟି ହେଉଥିବା କୁହାଯାଉଛି। ଏହାର ସଦ୍ୟତମ ଉଦାହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?