ରାତି ପାହିଲେ ସାବିତ୍ରୀ: ଫଳ ଦୋକାନରେ ଅସମ୍ଭାଳ ଭିଡ଼, ଦର ଆକାଶଛୁଆଁ
ପାଟଣା,୨୧ା୫(ସ୍ବ.ପ୍ର.): ରାତି ପାହିଲେ ସାବିତ୍ରୀ ବ୍ରତ। ଏନେଇ କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ତୁରୁମୁଙ୍ଗା ଓ ସାହାରପଡ଼ା ବଜାରସ୍ଥିତ ଫଳ ଦୋକାନଗୁଡିକରେ ଗୁରୁବାର ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ଚଳିତବର୍ଷ ଜ୍ୟୋଷ୍ଠ ମାସରେ ଗୁଳୁଗୁଳି ବଢ଼ି ନ…
ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣା: ତଦନ୍ତ ଦାବିକଲେ ଅଞ୍ଚଳବାସୀ
ପାଟଣା,୨୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ୨୨ ବର୍ଷୀୟ ମୁଦାଲାଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋମବାର ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଘଟଣା ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି। ଏନେଇ…
ଶ୍ରୀଜିଉଙ୍କ ସ୍ନାନଯାତ୍ରା ନେଇ ଆରମ୍ଭ ହେଲା ବୈଠକ: ୧୦ ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର ପ୍ରଶାସନ
ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିଭଳି ଭାବେ ଶୃଙ୍ଖଳିତ ଭାବେ କରାଯିବ ସେ ନେଇ ଗୁରୁବାର ୧୦ଟି ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର…
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍
ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି କରୋନା ପିଜିଟିଭ୍ ଆସିବାର ଆଶଙ୍କା ରହିଛି। ସୁସ୍ଥ ହୋଇଥିବା…
ଓଲଟି ପଡ଼ିଲା ପ୍ରବାସୀ ଶ୍ରମିକଙ୍କ ବସ୍: ୪ ଗୁରୁତର
ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ୫୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଗେଟ୍ ନିକଟରେ କେରଳରୁ ପଶ୍ଚିମବଙ୍ଗକୁ ୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ବେଳେ ଏକ ବସ୍ ଗୁରୁବାର ପୂର୍ବାହ୍ନରେ ଓଲଟି ପଡ଼ିଛି। ଏଥିରେ ୪…
ଅମ୍ଫନ ସମୟରେ ଜନ୍ମିତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ବାତ୍ୟା ଅମ୍ଫନ୍ ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଓଡ଼ିଶାର ଅଗ୍ନିଶମ ବାହିନୀର ଉତ୍ସର୍ଗୀକୃତ ତଥା ମାନବୀୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଗୁରୁବାର ଟୁଇଟ୍ କରି ଏକ ନବଜାତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ…
ଲକ୍ଡାଉନ୍ ପ୍ରଭାବ: ତାମିଲନାଡୁର ୮ ହଜାରରୁ ଅଧିକ ମନ୍ଦିରରେ ଗୋଟିଏ ବେଳା ପୂଜା
ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଛି। ସରକାରଙ୍କ ଲକ୍ଡାଉନ୍ ମାର୍ଗଦର୍ଶିକା ଅନୁସାରେ ସମସ୍ତ ଧାର୍ମିକସ୍ଥଳକୁ ବନ୍ଦ ରଖାଯାଇଛି। ମନ୍ଦିରରେ କେବଳ କିଛି ପୂଜକ ଠାକୁରଙ୍କ ପୂଜା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି। ଏହାଯୋଗୁ…
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ଲକ୍ଷେ ୧୨ ହଜାର: ପ୍ରତି ୨ ଦିନରେ ୧୦ ହଜାରରୁ ଅଧିକ ନୂଆ ସଂକ୍ରମଣ
ନୂଆଦିଲ୍ଲୀ,୨୧।୫: ଭାରତରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଗୁରୁବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୨ ହଜାର ୪୪୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩ ହଜାର ୪୩୮ ଛୁଇଁଛି। ଅପରପକ୍ଷରେ ୪୫ ହଜାର…
ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ରେ ଜଣଙ୍କ ଜୀବନ ଗଲା
ଲଖନପୁର,୨୧ା୫(ଡି.ଏନ୍.ଏ.): ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଏକ ବସ୍ ଆସିକା ଅଭିମୁଖେ ଆସୁଥିବାବେଳେ ଝାରସୁଗୁଡ଼ା ଜିଲା ଲଖନପୁର ୪୯ ନମ୍ବର ଜାତୀୟ ରାଜପଥରେ ବସ୍ ଭିତରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରବାସୀ ଓଡ଼ିଆ ଜଣକ ଆସିକା ଅଞ୍ଚଳର…
ଜାହ୍ନବୀଙ୍କ ଘରେ କରୋନା
ମୁମ୍ବାଇ: ସାରା ଦୁନିଆକୁ ବର୍ତ୍ତମାନ ହଇରାଣ କରୁଛି କୋଭିଡ୍-୧୯ ଭୂତାଣୁ। ଭାରତକୁ ବି ଏଥିରୁ ତ୍ରାହି ମିଳିନି। ଗତ ୨ମାସ ହେଲା ଦେଶରେ ଲକ୍ଡାଉନ୍ ଚାଲିଥିବାବେଳେ ବଲିଉଡ୍କୁ ବି ଏଥିରୁ ନିସ୍ତାର ମିଳିନାହିଁ। ବଲିଉଡ୍ର ଅନେକ ତାରକା କରୋନା ସଂକ୍ରମିତ ହେବା…
କ୍ୱାରାଣ୍ଟାଇନ୍ ହବି
ନୂଆଦିଲ୍ଲୀ: ଲକ୍ଡାଉନ୍ ପାଇଁ ଏବେ ସମସ୍ତେ ଭିଡ଼ିଓ କନ୍ଫରେନ୍ସିଂ କଲ୍ ଉପରେ ନିର୍ଭରଶୀଳ। ଏ ସମୟରେ ଜୁମ୍ ବମ୍ବିଂରେ ଜଣେ ବ୍ୟକ୍ତି ଜୋକର ଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଲକ୍ଡାଉନ୍ ପାଇଁ ଘରେ ରହି ସେ ଏଭଳିଭାବେ ପୋଷାକ ପିନ୍ଧି…
ଗୋଲକିପର୍ ବିଲେଇ
ନୂଆଦିଲ୍ଲୀ: ବିଲେଇ ପୁଣି ଗୋଲ୍ କିପିଂ କିରପାରେ! ଏକଥା ଅନେକଙ୍କୁ ବିସ୍ମିତ କରିବା ସ୍ବାଭାବିକ। ହେଲେ ବିଲେଇର ଗୋଲ୍ କିପିଂ ଦକ୍ଷତାକୁ ଲୋକେ ଏବେ ସୋସିଆଲ୍ ମିଡିଆରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରୀସ୍ ଡିକ୍ସନ ନାମକ ଜଣେ ୟୁଟ୍ୟୁବର ନିଜର ଏକ…
Archives


