Home

ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ବିତିଲେ ବି ବଦଳିନି କଂଗ୍ରେସର ମାନସିକତା: ଶାହା

ନୂଆଦିଲ୍ଲୀ, ୨୫।୬: ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଇତିମଧ୍ୟରେ ୪୫ ବର୍ଷ ବିତିଛି। ୧୯୭୫ ଜୁନ୍‌ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମ୍ପର୍କରେ ଘୋଷଣା କରାଯାଇଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତା ହାସଲ ପାଇଁ ଏପରି କରିଥିଲେ। ତେବେ ବର୍ତ୍ତମାନ…

ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ ୨୫।୬: ବାଲେଶ୍ୱର ରେଳଷ୍ଟେସନ ନିକଟସ୍ଥ ଅଙ୍ଗାରଗଡିଆ ଗେଟ୍‌ ରେଳବାଇର ଏକ ବ୍ରିଜ୍‌ କାମ ବେଳେ ଅଘଟଣ। ଗୁରୁବାର ସକାଳେ ଏକ ସ୍ଲାବକୁ ଟ୍ରାକ୍ଟରଟି ନେଇକି ଯାଉଥିବା ବେଳେ ଓଲଟି ପଡିଥିଲା। ତେବେ ଉକ୍ତ ସ୍ଲାବ ତଳେ ଚାପି ହୋଇ…

ଜୀବନର ପ୍ରଥମ ପସନ୍ଦ ବିଷୟରେ ଖୁଲାସା କଲେ ବିରାଟ କୋହଲି: କହିଲେ, ମୁଁ ଭାଗ୍ୟଶାଳୀ

ଆଜିକାଲି ଯୁବ ଖେଳାଳିଙ୍କ ଧ୍ୟାନ ଟି-୨୦ କ୍ରିକେଟ ଉପରେ ରହୁଛି। କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବେଷ୍ଟ୍‌ ଫର୍ମାଟ୍‌ ଆଖ୍ୟା ଦେଇଛନ୍ତି। ଟେଷ୍ଟ କ୍ରିକେଟ ହିଁ ମୋର ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି।…

ଅଧାରାତିରେ ଥରିଲା ମିଜୋରାମ

ଆଇଜଲ, ୨୫।୬: ମିଜୋରାମରେ ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ଅନୁଭୁତ ହୋଇଛି। ରାତ୍ର ୧ଟା ୧୪ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଚମଫାଇର…

CORONAVIRUS UPDATE: ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨କୁ ବୃଦ୍ଧି

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୩୬ଜଣ ସ୍ଥାନୀୟ…

ବନ୍ଦ ହେବ ‘କ୍ରିକେଟ୍‌ ସମ୍ରାଟ୍‌’, ଲୋକେ ହେଲେ ଇମୋଶ୍‌ନାଲ୍‌

ଭାରତରେ କ୍ରିକେଟର ଲୋକପ୍ରିୟତା ସବୁଠୁ ଊର୍ଦ୍ଧ୍ୱରେ। ଏଠାରେ କ୍ରିକେଟରମାନଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। କ୍ରିକେଟ ଖବରର ଏହି ପାଗଳ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର ଅଛି। ୪୨ ବର୍ଷ ଧରି କ୍ରିକେଟ ବିଷୟରେ ପ୍ରତ୍ୟେକ ଖବର ଦେଉଥିବା ଲୋକପ୍ରିୟ…

୩୭ ବର୍ଷ ତଳେ ଭାରତ ହୋଇଥିଲା ବିଶ୍ୱ ବିଜେତା: ୧୪୦ ରନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ହୋଇଥିଲା ଅଲ୍‌ଆଉଟ୍‌

ନୂଆଦିଲ୍ଲୀ, ୨୫।୬: ଆଜିକୁ ୩୭ ବର୍ଷ ତଳେ ଭାରତ କ୍ରିକେଟ ବିଶ୍ୱ କପ୍‌ ହାସଲ କରିଥିଲା। ୧୯୮୩ ଜୁନ୍‌ ୨୫ରେ ଫାଇନାଲ୍‌ ମ୍ୟାଚ୍‌ରେ ଲଗାତାର ଦୁଇଥର ଚମ୍ପିୟନ ରହିଥିବା ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇଥିଲା। ମ୍ୟାଚ୍‌ ପ୍ରଥମରୁ ସମସ୍ତେ ଭାବୁଥିଲେ ଯେ, ଓ୍ବେଷ୍ଟଇଣ୍ଡିଜ୍‌ ପୁଣିଥରେ…

ଇରାନରେ ବଳି ପଡୁଛନ୍ତି ମହିଳା

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଇରାନରେ ‘ଓମେନ କିଲିଂ’ ବା ମହିଳାଙ୍କୁ ହତ୍ୟା ଏକ ସାଧାରଣ କଥା। ଗତ ମାସରେ ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ଦେଶର ଚେଇଁ ଶୋଇଥିବା ସଭ୍ୟ ସମାଜର ନିଦ ଭାଙ୍ଗିଛି। ଅଭିଯୁକ୍ତ…

ହାଜତରେ ବାପ-ପୁଅଙ୍କ ମୃତ୍ୟୁ

ତୁତିକୋରିନ୍‌ (ତାମିଲନାଡ଼ୁ), ୨୫ା୬: ତାମିଲନାଡ଼ୁର ସଥନକୁଲମ୍‌ ପୋଲିସଷ୍ଟେଶନରେ ବାପା-ପୁଅଙ୍କ ହାତଜ ମୃତ୍ୟୁକୁ ନେଇ ପରିସ୍ଥିତି ସରଗରମ୍‌ ହୋଇପଡ଼ିଛି। ଏହାକୁ ବିରୋଧ କରି ବୁଧବାର ଜିଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ ପକ୍ଷରୁ ଏନେଇ…

ଭର୍ତ୍ତୃହରିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

ଚେନ୍ନାଇ, ୨୫ା୬: ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୦ ସଦସ୍ୟଙ୍କୁ ୨୦୨୦ର ସଂସଦରତ୍ନ ପୁରସ୍କାର ଦିଆଯିବ। ସପ୍ତଦଶ ଲୋକ ସଭାର ପ୍ରଥମ ବର୍ଷରେ ସେମାନଙ୍କ ବିଭିନ୍ନ କାର୍ଯ୍ୟଦକ୍ଷତାକୁ ଭିତ୍ତିକରି ଏଭଳି ସମ୍ମାନ ପ୍ରଦାନ କରାଯାଉଥିବା ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ…

ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସୁଯୋଗ

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ମହାକାଶ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ଏହି ଅନୁମୋଦନ ଫଳରେ ମହାକାଶ ସମ୍ପତ୍ତି ସମସ୍ତଙ୍କ ପାଇଁ ମୁକ୍ତ ରହିବ ଏବଂ…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାହାଘର

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୫ା୬ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲିରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେଲେନପାଲି ସରପଞ୍ଚ କୁନ୍ତଳା ମାଝି ଓ ତାଙ୍କ ସ୍ବାମୀ ହେମସାଗର ମାଝି ମା’ବାପା ଭାବେ ଏହି ପ୍ରେମୀଯୁଗଳଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri