Home

ଆରମ୍ଭ ହେଲା ରଥ ଖୋଲା

ପୁରୀ ଅଫିସ,୨୯ା୭: ଚଳିତବର୍ଷ ୩ ରଥ ଭଙ୍ଗାଯିବ ନାହିଁ। ରଥଗୁଡ଼ିକୁ ସଂରକ୍ଷଣ କରି ରଖାଯିବ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି ତିନିରଥକୁ ସଂରକ୍ଷଣ କରି ରଖାଯିବ। ଏନେଇ ବୁଧବାରଠାରୁ ରଥ ଖୋଲା କାମ ଆରମ୍ଭ ହୋଇଛି।…

CORONAVIRUS UPDATE: ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ

ଫରିଦାବାଦ୍‌, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି ଯୋଗଦେବେ ବୋଲି କୁହାଯାଉଛି। ତେବେ ରାମମନ୍ଦିର ନିର୍ମାଣ ନେଇ ଫରିଦାବାଦ୍‌‌ର ରାବଣମାନେ ଅଧିକ ଖୁସି…

ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାର ୭୮.୭୬ ପ୍ରତିଶତ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପାସ୍‌ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍‌ କରିଛନ୍ତି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…

୭୦ ପିଲାଙ୍କୁ ଟିକା ଖୁଆଇଥିବା ମହିଳା କରୋନା ପଜିଟିଭ୍‌, ଗାଁରେ ଆତଙ୍କ

ଭୋପାଳ,୨୯।୭: ମଧ୍ୟପ୍ରଦେଶର ଖରଗୋନରେ ୭୦ ପିଲାଙ୍କୁ ଟିକା ଖୁଆଇବାକୁ ଦେଇଥିବା ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏକ ଟିମ୍‌ ୫ ବର୍ଷରର ୭୦ ପିଲାଙ୍କୁ ଭିଟାମିନ୍‌ ଏ ଔଷଧ ଖୁଆଇବାକୁ ଦେଇଥିଲେ। ସେହି ଟିମ୍‌ରେ ସାମିଲ ଥିଲା…

ଭାଇର ସୁରକ୍ଷା ପାଇଁ ‘କୋଭିଡ୍‌ ରାଖୀ’

କରୋନା ମହାମାରୀ ଯୋଗୁ ପୂଜା, ପର୍ବପର୍ବାଣିରେ କଟକଣାର ଟ୍ୟାଗ୍‌ ଝୁଲୁଛି। ଉତ୍ସବ ପାଳିବାକୁ ବି ସୁଯୋଗ ମିଳୁନି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗକୁ ଆସୁଥିବା ରାଖୀ ପୂର୍ଣ୍ଣିମା ପାଇଁ କଟକର ଜଣେ ଯୁବକ ଭିନ୍ନ ଧରଣର ପ୍ରୟାସ କରି ଚର୍ଚ୍ଚାକୁ…

ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି

ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢୁଛି। ଏ ପର୍ଯ୍ୟନ୍ତ କରୋନାଠୁ ରକ୍ଷା ପାଇବା ପାଇଁ କୌଣସି…

ବସ୍ତିରୁ ବଢୁଛି ସଂଖ୍ୟା, ଚିନ୍ତାରେ ବିଏମ୍‌ସି

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୫ଦିନ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଉପରେ ଥିବାବେଳେ ଦୁଇଥର ୨୦୦ ଅତିକ୍ରମ କରିଛି। କେବଳ ଜୁଲାଇରେ ଏଯାବତ୍‌ ୨୦୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୫୬…

ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ ସରପଞ୍ଚ ଜମିକୁ ଯେପରି ହେଲେ ପାଣି ନେବେ ବୋଲି ପ୍ରୟାସ ଆରମ୍ଭ କରି ସେଥିରେ…

କରୋନାରେ ପ୍ରାଣ ହରାଇଲେ ସେନକୋ ଗୋଲ୍ଡ ଚେୟାରମ୍ୟାନ୍‌

କୋଲକାତା,୨୯।୭: ଅଳଙ୍କାର ରିଟେଲିଂ କମ୍ପାନୀ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନ ଶଙ୍କର ସେନଙ୍କର ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କମ୍ପାନୀ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।…

ବିଧାୟକ-ପୋଲିସ ମୁହାଁମୁହିଁ

ସମ୍ବଲପୁର,୨୯।୭(ବ୍ୟୁରୋ): କରୋନା କଟକଣା ଯୋଗୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ହେଲେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ପାଇଁ…

ଖୁସି ବାଣ୍ଟୁଛି ଆବିଲିଟି ବଜାର

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ପବିତ୍ର ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିବର୍ଷ ପାଳନ କରାଯାଇଥାଏ ରାଖୀ ପୂର୍ଣ୍ଣିମା। ଭଉଣୀ ହାତରୁ ଭାଇ ରାଖୀ ପିନ୍ଧି ତା’ର ସୁରକ୍ଷା ଓ ଦୁଃଖସୁଖରେ ସାଥିରେ ଛିଡ଼ାହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥାଏ। ଏହି ପର୍ବକୁ ପ୍ରତିବର୍ଷ ଧୁମ୍‌ଧାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?