Home

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର

କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ମାଣିକଘୋଷ ବଜାରରୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ଚିହ୍ନଟ…

କରୋନା ଭାଇରସ୍‌: ଆରମ୍ଭରୁ ଏ ଯାଏ

କରୋନା ଭାଇରସ୍‌ର ଇତିହାସ ଯେତିକି ରହସ୍ୟମୟ, ସେତିକି ପ୍ରଶ୍ନବାଚୀ। ଏହି ଭାଇରସ୍‌ ପ୍ରଥମେ ୧୯୩୦ ମସିହାର ଆବିଷ୍କୃତ ହୁଏ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ଡାକୋଟାଠାରେ କୁକୁଡ଼ାଛୁଆଙ୍କଠାରେ ଏକ ଭୟଙ୍କର ଶ୍ବାସନଳୀ ସଂକ୍ରମଣଜନିତ ରୋଗ ଲକ୍ଷ୍ୟ କରାଯାଇଥିଲା I ଏହା ଏକ…

ଚିନ୍ତା ବଢାଉଛି ରାଜଧାନୀ: ପୁଣି ୧୭ କରୋନା ଆକ୍ରାନ୍ତ, ୨ କରୋନା ଯୋଦ୍ଧା ସାମିଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫ ଜଣଙ୍କ, ଲୋକାଲ…

ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍‌ ଅପ୍‌ ଦି ଇଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରହିଥିବା ଅବୈଧ ମାଂସ ବଜାର ଯୋଗୁ ଆଗାମୀ ଦିନରେ…

ପୁରୁଷୋତ୍ତମପୁର ଏନ୍‌ଏସିର ୩ ୱାଡ୍‌କୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା, ରାସ୍ତା ସିଲ୍

ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍‌ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଏହାପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୩ଟି ଓ୍ବାଡ୍‌କୁ କଣ୍ଟେଟମେଣ୍ଟ ଜୋନ୍‌…

୨ ଡାକ୍ତର, ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୨ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତ କର୍ମଚାରୀଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏହି ୩ ଜଣଙ୍କ ସ୍ବାବ୍‌ ରିପୋର୍ଟରେ ପଜିଟିଭ୍‌ ଆସିବା…

ସଂସ୍କୃତିରେ ପରିବର୍ତ୍ତନ, ଫିଟ୍‌ନେସ୍‌ର ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲିଂରେ ଉନ୍ନତି ହୋଇଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬।୭: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦ୍ରୁତ ବୋଲିଂରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌ ଆଟକ ଭାବେ ବିବେଚିତ ହେଉଛି। ତବେ ଏହା ପଛର ରହସ୍ୟ ଖେଳିଛନ୍ତି ଭାରତୀୟ କ୍ରିକେଟ…

ଅଲିମ୍ପିକ୍ସ ଆୟୋଜନ ହେବନି ବୋଲି ୭୭ ପ୍ରତିଶତ ଜାପାନୀ ଭାବୁଛନ୍ତି

ଟୋକିଓ,୬।୭: ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହୋଇପାରିବ ନାହିଁ ବୋଲି ଜାପାନର ୭୭ ପ୍ରତିଶତ ବ୍ୟକ୍ତି ଭାବୁଛନ୍ତି। ଏକ ସର୍ଭେରୁ ଏହା ଜଣାପଡିଛି। ଜାପାନ ନ୍ୟୁଜ୍‌ ନେଟଓ୍ବର୍କ (ଜେଏନ୍‌ଏନ୍‌) ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଟୋକିଓ ୨୦୨୦ ଅଲିମ୍ପିକ୍ସ ପ୍ରଥମେ ଚଳିତ…

ବିରଳ ରେଲଓ୍ବେ ଷ୍ଟେଶନ: ଏପର୍ଯ୍ୟନ୍ତ ମାତ୍ର ୨ଟି ରାଜ୍ୟରେ

ଭାରତୀୟ ରେଲଓ୍ବେ ଇତିହାସ ବହୁ ପୁରୁଣା। ରେଲଓ୍ବେ ବିଷୟରେ ଅନେକ ମଜାଦାର କାହାଣୀ ରହିଛି, ଯାହା ବିଷୟରେ ବହୁ କମ୍‌ ଲୋକଙ୍କୁ ଜଣା। ଆପଣ ଜାଣିଛନ୍ତି କି ଦେଶରେ ଏଭଳି ଏକ ରେଲଓ୍ବେ ଷ୍ଟେଶନ ରହିଛି, ଯାହା ୨ ରାଜ୍ୟରେ ଅବସ୍ଥିତ।…

ଚାଇନାକୁ ବୁଦ୍ଧି ଶିଖାଇବେ ଡୋଭାଲ୍

ନୂଆଦିଲ୍ଲୀ,୬।୭: ପାକିସ୍ତାନ ପରେ ଏବେ ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଯୋଜନା କରୁଛନ୍ତି। ସୀମା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଅଜିତ୍‌ଙ୍କୁ ସ୍ବତନ୍ତ୍ର ପ୍ରତିନିଧି ଭାବେ ଚାଇନାର…

ମୋଦିଙ୍କ ଗସ୍ତରେ ଛାନିଆ ଡ୍ରାଗନ: ୨ କିମି ପଛକୁ ହଟିଲେ ସୈନ୍ୟ

ଲଦାଖ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖର ଲେହ ଗସ୍ତର ଦୁଇ ଦିନ ପରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ଶିବିର ପକାଇଥିବା ଅଞ୍ଚଳରୁ ୨ କିମି ପଛକୁ ହଟିଯାଇଛନ୍ତି। ଦୀର୍ଘ ୨୦ ଦିନ ପରେ ଚାଇନା ସୈନ୍ୟ ପଛକୁ ହଟିଯାଇଥିବା କୁହାଯାଉଛି।…

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୭(ଡି.ଏନ୍‌.ଏ.): ସପ୍ତାହକ ମଧ୍ୟରେ କେତେକ କେସ୍‌ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର ଏକ ଭିଡିଓ ବାର୍ତ୍ତାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri