ରାମମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ତଳେ ସଂକଳ୍ପ କରିଥିଲେ ଏହି ମହିଳା: ଆଜି ଯାଏ ଗ୍ରହଣ କରିନାହାନ୍ତି ଅନ୍ନ
ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ରାମମନ୍ଦିର ନିର୍ମାଣ ଲାଗି ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଅନେକ ଲୋକ ବର୍ଷ ବର୍ଷ…
ବନ୍ଧୁତ୍ୱ ଦିବସରେ ଦିଅନ୍ତୁ ଏମିତି ଉପହାର, ସମ୍ପର୍କ ହେବ ଆହୁରି ନିବିଡ଼
ବନ୍ଧୁ ଏମିତି ଏକ ଶବ୍ଦ ଯାହାର ତୁଳନା ନାହିଁ। ଜଣେ ବନ୍ଧୁ ହିଁ ସୁଖଦୁଃଖ ସବୁ ପରିସ୍ଥିତିରେ ପାଖରେ ଠିଆ ହୋଇଥାନ୍ତି। ଏହି ବନ୍ଧୁତାକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଫ୍ରେଣ୍ଡ୍ସିପ୍ ଡେ’…
ମାଡ଼ି ଆସୁଛି ସଙ୍କଟ: ୬ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ଛୁଇଁବା ଆଶଙ୍କା
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨।୮: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳରେ ଆମେରିକାର ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଦାବୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।…
ପ୍ରଥମ ଜିଲା ଭାବେ ମୃତ୍ୟୁରେ ଶତକ ଛୁଇଁଲା କରୋନା
ଭୁବନେଶ୍ୱର,୨।୮(ବ୍ୟୁରୋ): ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ଚିହ୍ନଟ ହେବାଠାରୁ ଆରମ୍ଭ କରି ମୃତକଙ୍କ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଛି। ଇତି ମଧ୍ୟରେ ଜିଲାରେ ମୋଟ ୧୦୯୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ…
ପହଞ୍ଚିଲାନି ଆମ୍ବୁଲାନ୍ସ୍ ଅନ୍ତିମ ସଂସ୍କାର ପାଇଁ ଟ୍ରଲିରେ ଗଲା ମୃତଦେହ
ଚେନ୍ନାଇ,୨।୮: ଦେଶରେ କରୋନା ମହାମାରୀ ଆତଙ୍କଯୋଗୁ ଠିକ୍ ସମୟରେ ସମସ୍ତଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହୋଇ ପାରୁନି। କେଉଁଠି ଆମ୍ବୁଲାନ୍ସ୍କୁ ଫୋନ୍ କରିବାର ଦିନେ ଦୁଇଦିନ ପରେ ମଧ୍ୟ ଏହା ଲୋକଙ୍କ ପାଖରେ ପହଞ୍ଚିପାରୁନି। ଏହାର ସଦ୍ୟତମ ଉଦାହରଣ…
ଆଜି ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୯୭କୁ ବୃଦ୍ଧି
ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ସୁନ୍ଦରଗଡ଼ ଜିଲାର ୭୩ ବର୍ଷୀୟ ବ୍ୟକ୍ତି(ମଧୁମେହ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତି(ମଧୁମେହରେ ପୀଡ଼ିତ), ଗଞ୍ଜାମର ୫୭ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୭୮ ବର୍ଷୀୟ ବୃଦ୍ଧା(ଅନ୍ୟାନ୍ୟ ରୋଗରେ…
ଅଗଷ୍ଟ ଆରମ୍ଭରୁ ଡରାଇଲାଣି କରୋନା: ଆଜି ୨୯ ଜିଲାରୁ ଚିହ୍ନଟ ହେଲେ ୧୪୩୪ ଆକ୍ରାନ୍ତ; ମୋଟ ସଂଖ୍ୟା ୩୪ ହଜାର ଟପିଲା
ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮୯ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୫୪୫ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ…
ଆଉ ଗୋଟିଏ ଦିନପରେ ୧୮ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !
ନୂଆଦିଲ୍ଲୀ,୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଉ ଗୋଟିଏ ଦିନ ପରେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସୁଦ୍ଧା ଦେଶରେ ମୋଟ…
କରୋନା ଭୟରେ ଓ୍ବାଶିଂ ମେଶିନ୍ରେ ଧୋଇଲେ ୧୪ ଲକ୍ଷ, ଓଭାନ୍ରେ ଶୁଖାଇଲେ: ଆଉ ତା ପରେ..
ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ ଡରି ବାହାରୁ କିଣୁଥିବା ଖାଦ୍ୟସାମଗ୍ରୀ ହେଉ ଅଥବା ପନିପରିବା ଆଦି ଧୋଇବାକୁ ପଛାଉ ନାହାନ୍ତି।…
କରୋନାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ପରଲୋକ
ଲକ୍ଷ୍ନୌ,୨।୮: କରୋନାରେ ଆକ୍ରାନ୍ତଙ୍କ ହୋଇ ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କମଳା ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏକାଦଶ ଏବଂ ଦ୍ୱାଦଶ ଲୋକସଭାରେ…
ଗୁଣି ଗାରେଡ଼ି ପୂଜାପାଠ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟ୍ ଖାଲି କରିଦେଇଛନ୍ତି ଗର୍ଲ ଫ୍ରେଣ୍ଡ ରିୟା
ମୁମ୍ବାଇ, ୨।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସୁଶାନ୍ତଙ୍କ ଆକାଉଣ୍ଟ ତାଙ୍କ ଗର୍ଲ ଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଖାଲି କରିଦେଇଥିବା କୁହାଯାଉଛି। ରିୟା ଗୁଣି ଗାରେଡ଼ି ଏବଂ ପୂଜାପାଠ କରିବାକୁ କହି…
ମହାପ୍ରଭୁଙ୍କ ଏକାଦଶୀ: ଗଡ଼ଖୋର୍ଦ୍ଧାରୁ ଯାଏ ତୁଳସୀ
ଖୋର୍ଦ୍ଧା ଅଫିସ,୨।୮: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତୁଳସୀକୁ ନେଇ ପ୍ରାଚୀନ କାଳରୁ ବିଶେଷ ମହତ୍ତ୍ୱ ରହି ଆସିଛି। ମହାପ୍ରଭୁଙ୍କ ମଇଲମ ନୀତି, ଭୋଗ ନୀତି, ଶ୍ରୀଅଙ୍ଗ ଭଳି ପ୍ରତିଟି କାର୍ଯ୍ୟରେ ତୁଳସୀ ବ୍ୟବହାର ହୋଇଥାଏ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁଳସୀ…

