୪ଶହ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ
ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ହେଉଛନ୍ତି ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ପାଦେ ଆଗକୁ ଯାଇ ୪ଶହ ଶ୍ରମିକଙ୍କ ପରିବାରକୁ ଆର୍ଥୀକ ସହାୟତା ପାଇଁ ଅଣ୍ଟାଭିଡିଛନ୍ତି।…
ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା
ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଥିଲେ। ତେବେ ଏହି…
କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍
ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ମହମ୍ମଦ କୈଫଙ୍କ ସମାନ ଅବସ୍ଥା। ବିରାଟ କୋହଲି, ଶିଖର ଧାୱନ, ରୋହିତ…
ସୁଶାନ୍ତ ସିଂଙ୍କ ମୃତ୍ୟୁର ଏକ ମାସ ପରେ ଏପରି କଲେ ରିୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ବାନ୍ଦ୍ରା ପୋଲିସ ଅନେକ ସମୟରେ ରିୟାଙ୍କୁ ଷ୍ଟେଶନକୁ ଡକାଇ ଅଭିନେତାଙ୍କ ଆତ୍ମହତ୍ୟା ମାମଲାର ବୟାନ ରେକର୍ଡ କରୁଛି। ତେବେ ସୁଶାନ୍ତଙ୍କ…
ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…
ଲଣ୍ଡନ, ୧୪।୭: ଫ୍ରାନ୍ସ୍ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍ ବ୍ଲାଙ୍କ୍ ପର୍ବତଶ୍ରେଣୀର ବୋସନ୍ସ୍ ହିମନଦୀରୁ ନ୍ୟାଶନାଲ୍ ହେର୍ଲାଡ୍, ଇକୋନୋମିକ୍ସ୍ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସ୍ ମ୍ୟାନ୍ ଆଦି ସମେତ ୧୨ରୁ ଅଧିକ…
ଆଉ ୪ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏହା…
ବନ୍ୟା ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବିଧାୟକ
ଗୁଆହାଟୀ,୧୪।୭:ଆସାମରେ ପ୍ରବଳ ବନ୍ୟା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଜଣେ ବିଧାୟକ। ବନ୍ୟା ପାଣିରେ ପଶି ସେ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ବିଧାୟକ ମୃଣାଳ ସାଇକିଆ ଟୁଇଟରେ ଏକ…
ଗଙ୍ଗାପାଣି ପିଇଲେ କାହିଁକି ହୁଏ ରୋଗନାଶ…
ନୂଆଦିଲ୍ଲୀ, ୧୪।୭: ଗଙ୍ଗାନଦୀ ଜଳରେ ରୋଗ ନାଶକାରୀ ଏକ ପ୍ରକାର ଭୂତାଣୁ ରହିଛନ୍ତି। ଏହି ଭୂତାଣୁ ଦ୍ୱାରା ଗଙ୍ଗାନଦୀ ଜଳର ଔଷଧୀୟ ଗୁଣ ବଜାୟ ରହିଥିବା ଗବେଷକ କହିଥାନ୍ତି। ୧୩୦ ବର୍ଷ ତଳେ ୧୮୯୦ରେ ବ୍ରିଟିଶ୍ ବୈଜ୍ଞାନିକ ଅର୍ନେଷ୍ଟ୍ ହେକି୍ନନ୍ ଗଙ୍ଗାନଦୀ…
CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ; ୧୪ ହଜାର ଟପିଲା ମୋଟ ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜର ଟପି ୧୪,୨୮୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
୬୨ ବର୍ଷ ଏକାଠି ରହିଲେ, ଜୀବନର ଶେଷ ଭେଟ ଦେଖିଲେ ଆଖିରୁ ଆସିବ ଲୁହ
ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।ଏହି ଫଟୋରେ ୯୨ ବର୍ଷୀୟ ଜନ ଓି୍ବଲସନ୍ ନିଜ ସ୍ତ୍ରୀ ୮୮ ବର୍ଷୀୟ ମାରଜୋରିଙ୍କ ସହ ନଜର ଆସୁଛନ୍ତି। ଦୁହେଁ ହାତ ଧରାଧରି ହୋଇ ହସ୍ପିଟାଲରେ ଶୋଇଥିବା ଦେଖାଯାଇଛି। ଗତ ମେ…
୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ ହୋଇଯାଇଛି। ଏହି ଘଟଣା ଜାଣିବା ପରେ ଜିଲାପାଳ ସି କାଥିରାଭାନ ବ୍ୟକ୍ତିଗତ ପାଣ୍ଠିରୁ ୨୫,୦୦୦ଟଙ୍କା…
୯ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭାରତରେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା
ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ଧୀରେଧୀରେ ଅଣାୟତ୍ତ ହେଉଥିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୪୯୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…
Archives


