Home

ମଉଳିଲା ରଜ ଉତ୍ସବ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଉ ଶୁଭିବ ନାହିଁ ରଜ ଗୀତ ଓ ଦୋଳିର କଟମଟ ଶବ୍ଦ। କାଂ ଭା ଦେଖିବାକୁ ମିଳିବ ଦୋଳି। କିନ୍ତୁ ପୂର୍ବଭଳି ରଜ ମହୋତ୍ସବ, ରଜ ସମାବେଶ, ମୀନା ବଜାର ଓ ରଙ୍ଗବେରଙ୍ଗ ପୋଷାକରେ ଦୋଳି ଖେଳ ଚଳିତ ଥର…

୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ

ଗୁଆହାଟୀ,୧୧ା୬(ଆଇଏଏନ୍‌ଏସ୍‌): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍‌ ଇଣ୍ଡିଆ ଲିଃ (ଓଆଇଏଲ୍‌)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା ବହୁ ଘର ଧ୍ୱଂସ ହୋଇଯାଇଛି। ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର…

ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜିଓଗ୍ରାଫିକାଲ ଆନାଲିସିସ୍‌ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି। ସଂକ୍ରମଣର ଅଧିକ…

ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ,୧୧ା୬:ସୁପ୍ରିମକୋର୍ଟ ବୁଧବାର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରାଧ ସମୟରେ ଅଭିଯୁକ୍ତା ଜନନୀ ମଣ୍ଡଳ ନାବାଳିକା ଥିଲେ ଓ ତାଙ୍କର ବର୍ଷକର ସନ୍ତାନ ଥିବା କଥାକୁ ବିଚାରକୁ ନେଇ…

ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍‌ ସେବାରୁ ବଞ୍ଚିତ

ଚିତ୍ରକୋଣ୍ଡା,୧୧।୬(ଡି.ଏନ୍‌.ଏ): କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ମାସ ୨୩ଠାରୁ ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଫଳରେ ଲୋକଙ୍କା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ କିଛି ଦିନ…

ହସ୍ପିଟାଲରେ ଓସ୍କାର ଫର୍ନାଣ୍ଡିଜ୍‌

ବେଙ୍ଗାଲୁରୁ, ୧୧ା୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜ୍‌ ବୁଧବାର ମାଙ୍ଗାଲୋର୍‌ର କୋଡିଆଲ୍‌ବେଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ଲାଗି ସେଠାରେ ଭର୍ତ୍ତି କରାଯାଇଛି। କିଡ୍‌ନୀ…

ସେନା ନିୟନ୍ତ୍ରଣରେ ବହୁ କାର୍ଯ୍ୟାଳୟ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ହ୍ରାସ ପାଇଚାଲିଛି। ଏହାର ସୁଯୋଗ ନେଇ ପାକ୍‌ ସୈନ୍ୟବାହିନୀର ଉଚ୍ଚ ଅଧିକାରୀମାନେ ଦେଶକୁ ନିୟନ୍ତ୍ରଣ କରିବା ଲାଗି ଆଗେଇ ଆସିଥିବା ଜଣାପଡ଼ିଛି। ସରକାରଙ୍କ ପ୍ରମୁଖ ଭୂମିକାରେ ସମ୍ପ୍ରତି ଅନେକ ପୂର୍ବତନ ତଥା ବର୍ତ୍ତମାନର…

ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରିଥିଲେ ଗ୍ରାଫିକ୍‌ ଡିଜାଇନର

ଷ୍ଟକ୍‌ହୋମ୍‌,୧୧।୬: ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଓଲ୍‌ଫ ପାମେଙ୍କ ହତ୍ୟାର ୩୪ବର୍ଷ ପରେ ଅଭିଯୁକ୍ତଙ୍କ ନାମ ପର୍ଦ୍ଦାଫାଶ ହୋଇଛି। ଏକ ବୀମା କମ୍ପାନୀରେ ଗ୍ରାଫିକ ଡିଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ନାମକ ଜଣେ ଯୁବକ ପାମେଙ୍କୁ ଗୁଳି କରି…

ଚାଇନା ସାମଗ୍ରୀ ବର୍ଜନ ବୁମେରାଂ ସାଜିବ

ନୂଆଦିଲ୍ଲୀ,୧୧ା୬ : ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ‘ଆମତ୍ନିର୍ଭର ଭାରତ’ ଗଠନର ଆହ୍ବାନ ଦେଇଥିଲେ। ସେବେଠୁ ଭାରତୀୟଙ୍କ ମନରେ ଆମେ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ବିରୋଧରେ ଏକ ଅନ୍ତଃକ୍ରୋଧ ଜାତ ହୋଇଛି। ଏହି ଉତ୍ତେଜକ…

ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟିର ଗହଣା ଜବତ

ନୂଆଦିଲ୍ଲୀ,୧୧।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟି ଟଙ୍କାର ଗହଣାକୁ ଜବତ କରିଥିବା ଜଣାପଡ଼ିଛି। ୨୩୦୦ କିଲୋ ଗ୍ରାମର ପଲିସ ହୋଇଥିବା ହୀରା ଏବଂ ପର୍ଲସକୁ ହଂକଂରୁ ଅଣାଯାଇଥିବା ଜଣାପଡ଼ିଛି। ଏହାର ଦାମ୍‌ ପ୍ରାୟ ୧୩୫୦…

ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ: ମିଳିତମଞ୍ଚ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପ୍ରତିବାଦ କରିଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ, ପବିତ୍ର…

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ବୁଧବାର ଫୁଲୁରି ତେଲ ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri