Home

କୋଭିଡ୍‌-୧୯, ଗୋଷ୍ଠୀ ପ୍ରତିପିଣ୍ଡ ଓ ଟିକା

କରୋନା (କୋଭିଡ୍‌-୧୯) ଆକ୍ରାନ୍ତରେ ଭାରତ ବିଶ୍ୱକୁ ଅତିକ୍ରମ କଲାଣି। ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଅନ୍ୟପକ୍ଷରେ ଏହି ମହାମାରୀ ଗୋଷ୍ଠୀ ସଂକ୍ରମଣରେ ପରିଣତ ହେଲାଣି। ଅନେକ ସୁସ୍ଥ ଯୁବକଙ୍କ ଦେହରେ…

କାର୍‌ ଚକାରେ ଥିଲା ବିରାଟକାୟ ଅଜଗର..ଆଉ ତା’ପରେ

ନ୍ୟୁମେକ୍ସିକୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ କାର ଚକାରେ ଅଜଗର ଦେଖି ଚକିତ ହୋଇପଡିଥିଲେ। ସେ ତୁରନ୍ତ ପୋଲିସରେ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ କାର ଚକାରୁ ୩ ଫୁଟ ଲମ୍ବର…

ନିଷ୍ପତ୍ତି ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନରେ ଅପରେସନ ପରି ଗୁରୁତ୍ୱପୂର୍ଣ୍ଣ କାମରେ ଏହା ସହାୟତା କରିପାରୁଛି। ବିଶେଷଭାବରେ ବିଶେଷଜ୍ଞଙ୍କ ଆଦେଶାନୁସାରେ ରୋବୋ କାମ କରିଥାଏ। ହେଲେ ନିକଟରେ ଏପରି ଏକ ରୋବୋ ପ୍ରସ୍ତୁତ ହୋଇଛି,…

ସ୍ମରଣ ଶକ୍ତିକୁ ସକ୍ରିୟ କରେ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଅଣ୍ଡା ଖାଇବା ଦ୍ୱାରା ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ ଶକ୍ତି ଓ ଅଣ୍ଡା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର ମନୋବିଜ୍ଞାନୀମାନେ ଏକ…

୨୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୪ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୪ ହଜାର ୩୮୬ ଛୁଇଁଛି। ଗତ ୨୪…

ମଙ୍ଗଳ ଅଭିମୁଖେ ତିନୋଟି ଅଭିଯାନ

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଚତୁର୍ଥ ଗ୍ରହ। ଏହା ମଧ୍ୟ ହେଉଛି ସୌରଜଗତର ଦ୍ୱିତୀୟ କ୍ଷୁଦ୍ରତମ ଗ୍ରହ। ଏହା ପୃଷ୍ଠରେ ପ୍ରଚୁର ପରିମାଣର ଲୁହା ଅନିସାଇଡ୍‌ ଥିବାରୁ ଏହା ଆମକୁ ଲାଲ ଦେଖାଯାଏ। ଏଣୁ ଏହାକୁ ‘ଲୋହିତ ଗ୍ରହ’ ମଧ୍ୟ…

ଧାନ ବିଲ ଭ୍ରମ ସୃଷ୍ଟି କରୁଛି ସ୍ବାସ୍ଥ୍ୟକେନ୍ଦ୍ର ଛାତ

ଖଣ୍ଡପଡା,୧୦ା୮(ସ୍ବ.ପ୍ର.): ସରକାରୀ ବାସଭବନଗୁଡ଼ିକର ମରାମତି ବାବଦରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏଠାରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବାସଭବନଗୁଡ଼ିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଯାହାର ଉଦାହରଣ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ବାସଭବନ ଛାତକୁ…

ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି। ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ…

ଖତ ଖାଉଛି ଉଦ୍ଧାରକାରୀ ବୋଟ୍‌

ବରୀ,୧୦ା୮(ଡି.ଏନ.ଏ): ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବାକୁ ବ୍ୟବହୃତ ସରକାରୀ ବୋଟ୍‌ଗୁଡ଼ିକ ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ଅଯତ୍ନ ଭାବେ ପଡ଼ିରହିଛି। ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଦୁଧେଇ ନଦୀରେ ବନ୍ୟାଜଳ ପ୍ରବେଶ କରିସାରିଥିବା ବେଳେ ଏ…

ମହାତ୍ମାଙ୍କ ଚଷମା ହେଉଛି ନିଲାମ, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଲଣ୍ଡନ, ୧୦।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯିବ। ଏନେଇ ଅନ୍‌ଲାଇନ୍‌ରେ ୫ ଲକ୍ଷ ୮୮ ହଜାର ୧୦ ଟଙ୍କା(୬ ହଜାର ପାଉଣ୍ଡ) ପର୍ଯ୍ୟନ୍ତ ଏହାର ଦାମ ଯାଇଛି। ମହାତ୍ମାଙ୍କ ଏହି ଗୋଲାକାର ଚଷମା କିଣିବା ପାଇଁ ଲୋକଙ୍କ…

ଜମ୍ମୁ-କଶ୍ମୀରର ୪ ଭାଜପା ନେତାଙ୍କ ଇସ୍ତଫା

ଜମ୍ମୁ, ୧୦।୮: ଜମ୍ମୁ-କଶ୍ମୀରର ବଡ୍‌ଗାମ ଜିଲାର ଭାଜପା କର୍ମୀ ଅବଦୁଲ୍‌ ହମିତ ନାଜାର ରବିବାର ସକାଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର କିଛି ଘଣ୍ଟା ପରେ ଉକ୍ତ ଜିଲାର ୪ ଜଣ ଭାଜପା ନେତା…

ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କରୋନା କଟକଣା ପାଇଁ ଯଦିଓ ବର୍ତ୍ତମାନ ଏହି ରାଜପଥରେ ଗାଡ଼ି ଚଳାଚଳ ସଂଖ୍ୟା କମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?