Home

ସେପ୍ଟେମ୍ବର ପହିଲାରୁ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କ’ଣ ପ୍ରଭାବ

ନୂଆଦିଲ୍ଲୀ,୨୮।୮: ମହାମାରୀ କରୋନା କାଳରେ ସେପ୍ଟେମ୍ବର ପହିଲାରୁ ଅନ୍‌ଲକ୍‌-୪ ଆରମ୍ଭ ହେବାକୁ ଯାଉଛି। ଏହାପରଠାରୁ ଅନେକ ପରିବର୍ତ୍ତନ ହେବ, ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ। ଏଥିରେ ରହିଛି ଏଲ୍‌ପିଜି ସିଲିଣ୍ଡର, ମହଙ୍ଗା ବିମାନଯାତ୍ରା, ଜିଏସ୍‌ଟି ଦାଖଲ ଆଦି। ଏଲ୍‌ପିଜି…

ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ ପାଇବା ପରେ ରିୟା ମୁମ୍ବାଇସ୍ଥିତ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ଏହି ମାମଲାରେ ଜଡିତ…

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ ଜଳ: ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମକୁ ୮ ଲକ୍ଷ କ୍ୟୁସେକ ଜଳ ପଶୁଛି। ଏ ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ପ୍ରଦୀପ ଜେନା ଶୁକ୍ରବାର ସୂଚନା ଦେଇଛନ୍ତି। ସେ…

୫ଷ୍ଟାର ହୋଟେଲରୁ କିଛି କମ୍‌ ନୁହେଁ: ଜିମ୍‌, ସ୍ପା ସହିତ ଏଭଳି ସୁବିଧା ରହିଛି ଏହି ଟ୍ରେନ୍‌ରେ

ବିଳାସପୂର୍ଣ୍ଣ ଟ୍ରେନ୍‌ର ନାଁ ଆସିଲେ ପ୍ରଥମେ ମନରେ ଦୁରନ୍ତୋ, ଶତାବ୍ଦି ଓ ରାଜଧାନୀ ଟ୍ରେନ୍‌ର ନାଁ ମନକୁ ଆସିଥାଏ। କିନ୍ତୁ ଏଭଳି ଏକ ଭାରତୀୟ ଟ୍ରେନ୍‌ର ନା ଶୁଣିଛନ୍ତି, ଯେଉଁଠାରେ ୫ଷ୍ଟାର ହୋଟେଲ ଭଳି ସମସ୍ତ ସୁବିଧା ମିଳିଥାଏ। ହେଲେ ଏହାର…

ଏହି ୪ଟି ଜିନିଷ ସର୍ବଶକ୍ତିମାନ; ଜୀବନର ମହତ୍ୱ ସହ ବଢ଼ାଏ ଶକ୍ତି: ଜାଣିରଖନ୍ତୁ…

ନିଜର ନୀତିଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ କିଛି ବିଷୟ ଉଲ୍ଲେଖ କରିଛନ୍ତି। ସେଭଳି ଏକ ଶ୍ଳୋକରେ ଚାଣକ୍ୟ ଏଭଳି ୪ଟି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାର ସ୍ଥାନ ସର୍ବୋପରେ। ଆସନ୍ତୁ ଜାଣିବା.. नात्रोदक…

ହୋମ୍‌ ଆଇସୋଲେଶନ୍‌ରେ ତେଜସ୍ବୀ

ପାଟନା,୨୮।୮: ବିହାରରେ କରୋନା ମହାମାରୀ ପ୍ରକୋପ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ବିପଦ ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘର ମୁହାଁ ହୋଇଛି। କରୋନା ସଂକ୍ରମଣ ହେବା ଆଶଙ୍କାରେ ଲାଲୁଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିଜକୁ ହୋମ୍‌…

୯ ମାସ ଗର୍ଭବତୀ ରହି ପ୍ଲାଷ୍ଟିକ ଶିଶୁକୁ ଜନ୍ମ ଦେଉଛନ୍ତି ଏହି ମହିଳା ! ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍‌। ଯେତେବେଳେ ସେ ନିଜ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥାନ୍ତି, ସେହି ସମୟରେ ସେମାନଙ୍କ ଖୁସି କହିଲେ ନ ସରେ। ହେଲେ ୨୫ ବର୍ଷୀୟା କ୍ୟାଥରିନ୍‌ ବାର୍ନେସ ତାଙ୍କର…

କୋଲକାତାର ଏହି କଲେଜରେ ପଢ଼ିବେ ସନ୍ନି ଲିଓନି ! କହିଲେ ‘ଆଶାକରେ ତୁମେମାନେ ମୋ କ୍ଲାସରେ ଥିବ’

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି। କୋଲକାତାର ଏକ କଲେଜରେ ବିଏ ଆଡମିଶନ୍‌ ପାଇଁ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ପ୍ରଥମ ମେରିଟ୍‌ ଲିଷ୍ଟରେ ତାଙ୍କ ନାମ ଥିବା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ସେ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ସେମିଷ୍ଟାରରେ ତୁମମାନଙ୍କ…

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ନେଇ ସୁପ୍ରିମକୋର୍ଟ ଗଲେ ୬ରାଜ୍ୟର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮: ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ମେନ ଓ ଏନ୍‌ଇଇଟି ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିରୋଧୀ ୬ଟି ରାଜ୍ୟର ଶିକ୍ଷାମନ୍ତ୍ରୀ। ଏହି ୬ଟି ରାଜ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଓ ମହାରାଷ୍ଟ୍ର ସାମିଲ…

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଟେଲି ଅଭିନେତା କରନ୍‌ଭିର୍‌ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍‌ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ ଉଭୟ ନିଜର ସୋସିଆଲ ପୃଷ୍ଠାରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କର ଦୁଇଟି ଝିଅ…

କାନ୍ଦୁଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଝିଅ: ଜାଣନ୍ତୁ କାହିଁକି…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ କୌଣସି ସୁପରଷ୍ଟାରଙ୍କଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା…

ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ। କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଶୁକ୍ରବାର ୧୯ତମ ଦରବାରି ସେଠ୍‌ ମେମୋରିଆଲ ଲେକଚର୍‌ ଅବସରରେ ନିଜ ଭାଷଣରେ କିଛି ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?