Home

କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି। କରୋନାରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଘରୋଇ ଉପଚାର ଆପଣାଇବାକୁ କହୁଛନ୍ତି।…

ଜାଣନ୍ତି ସମୁଦ୍ରରେ କାହିଁକି ବୁଡ଼ିଯାଏ ଜାହାଜ

ବେଳେବେଳେ ବଡ଼ ବଡ଼ ଜାହାଜ ସମୁଦ୍ରରେ ବୁଡ଼ି ଯାଉଥିବା ଜାଣିବାକୁ ମିଳିଥାଏ। ଏ ପର୍ଯ୍ୟନ୍ତ ସମୁଦ୍ରରେ ଅଗଣିତ ଜାହାଜ ବୁଡ଼ି ନଷ୍ଟ ହୋଇସାରିଛି। ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧୦ଟି ବଡ଼ କାର୍ଗୋ ଜାହାଜ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥାଏ।…

କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ମିଳୁଛି ଅଜବ ମାସ୍କ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏହି ମହାମାରୀ ପାଇଁ ସମଗ୍ର ବିଶ୍ୱବାସୀ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାର ଔଷଧ ଏ ପର୍ଯ୍ୟନ୍ତ ବାହାରି ନ ଥିବାରୁ ଏହାକୁ ପ୍ରତିହତ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।…

ପରିବାର ପୋଷିବା ପାଇଁ ଶ୍ରମିକ ଭାବେ ଖଟୁଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। କିଛି କ୍ରିକେଟର ଘରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଥିବା କେତେକ କ୍ରିକେଟରଙ୍କ କରୋନା ଭାଙ୍ଗି ଦେଇଛି। ଭାରତର ହ୍ବିଲ ଚେୟାର କ୍ରିକେଟ ଦଳର ଖେଳାଳି ରାଜେନ୍ଦ୍ର ସିଂ…

କରୋନା ଚିକିତ୍ସାରେ ଖର୍ଚ୍ଚ ହେଲା ୪୦ ଲକ୍ଷ ଟଙ୍କା: ଶେଷରେ ଘଟିଲା ଏମିତି କିଛି…

ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ କରୋନା ଚିକିତ୍ସା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମୂଲ୍ୟ ନିର୍ଦ୍ଧାରିତ…

ଝାଟିମାଟି ଘରେ ରହୁଥିବା ମହିଳାଙ୍କ ବିଲ୍‌ ଆସିଲା ୬୨ ହଜାର ଟଙ୍କା, ଆଉ ତା ପରେ..

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ରହୁଥିବା ଜଣେ ଗରିବ ମହିଳାଙ୍କ ବିଜୁଳି ବିଲ୍‌ ଆସିଛି ୬୨ହଜାର ଟଙ୍କା। ଏହାଦେଖି ମହିଳା ଚକିତ ହୋଇଯାଇଥିଲେ। କାରଣ କଷ୍ଟରେ ଗୁଜରାଣ ମେଣ୍ଟାଉଛନ୍ତି ସେ । ଏଭଳି ସ୍ଥିତିରେ ଏତେ ଟଙ୍କା କିଭଳି ପୈଠ କରିବେ ସେନେଇ…

ସାଇକେଲ ଚାଳକ ହେବାର ସ୍ବପ୍ନ ଦେଖିଥିଲେ, ଏମିତି ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇଛନ୍ତି। ରିୟାଜ୍‌ ନାମକ ଜଣେ ସ୍କୁଲ ଛାତ୍ର ସାଇକେଲିଷ୍ଟ ହେବାକୁ ସ୍ବପ୍ନ ଦେଖିଥିଲେ। ରାଷ୍ଟପତି ମହାନତା ପ୍ରଦର୍ଶନ କରି ରିୟାଜଙ୍କୁ ଏକ ରେସିଂ ସାଇକେଲ ପ୍ରଦାନ କରିଛନ୍ତି। କଠିନ…

ପାଣିରେ ମରିପାରନ୍ତି କରୋନା ଭାଇରସ୍‌!

ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା ପାଇବା ପାଇଁ ସଫାସୁତୁରା ରହିବା ସହ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ…

କେତେ ଜଣଙ୍କୁ କରିବେ ପ୍ରେମ, କେତେଥର ହେବ ବିବାହ: ହସ୍ତରେଖାରୁ ଜାଣନ୍ତୁ

ଟଙ୍କା ଏବଂ ଚାକିରି ସହିତ ପ୍ରେମ ଜୀବନ ମଧ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିଛି ଲୋକ ପରସ୍ପରକୁ ବହୁତ ଭଲ ପାଆନ୍ତି, କିନ୍ତୁ କିଛି କାରଣରୁ ସେମାନଙ୍କ ବିବାହ କିମ୍ବା ପ୍ରେମ ଅଧାରୁ ଭାଙ୍ଗିଯାଏ। ହସ୍ତ ରେଖା ଏହି ପ୍ରସଙ୍ଗରେ…

ଶେଷରେ ମୁହଁ ଖୋଲିଲେ ଅଙ୍କିତା: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କହିଲେ….

ବମ୍ବେ: ପ୍ରେମିକା ହେବ ତ ଅଙ୍କିତା ଲୋଖଣ୍ଡେଙ୍କ ଭଳି। ରିୟା ଚର୍କବର୍ତ୍ତୀଙ୍କ ଭଳି ନୁହେଁ। ଏକଥା ଆମେ କହୁନାହୁଁ କହୁଛନ୍ତି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ। ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଚୁପ୍‌ ରହିବା ପରେ…

ଅଗଷ୍ଟରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

ଆପଣଙ୍କର ଯଦି ବ୍ୟାଙ୍କରେ ଜରୁରୀ କାମ ଥାଏ ତେବେ ଆଜି ହିଁ ସାରିଦିଅନ୍ତୁ। କାରଣ ଅଗଷ୍ଟ ମାସରେ ପ୍ରାୟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ସମସ୍ତେ ଜାଣନ୍ତି ପ୍ରତି ସପ୍ତାହର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ…

ପ୍ରଥମ ଦିନିକିଆ: ଇଂଲଣ୍ଡ ୬ ଉଇକେଟରେ ବିଜୟୀ

ସାଉଥାମ୍ପଟନ,୩୧।୭(ଏପି): ପ୍ରତ୍ୟାବର୍ତ୍ତନରେ ଡେଭିଡ୍‌ ଓ୍ବିଲି ଦମ୍‌ଦାର ବୋଲିଂ କରି ଇଂଲଣ୍ଡକୁ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୬ ଉଇକେଟରେ ଭ୍ରମଣକାରୀ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଟସ୍‌ ହାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri