ବାଂଲାଦେଶ ନୌକା ବୁଡି ଦୁର୍ଘଟଣାରେ ଗଲା ୩୦ରୁ ଊର୍ଦ୍ଧ୍ୱ ଜୀବନ
ଢ଼ାକା,୨୯।୬: ବାଲାଂଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବୌରିଗଙ୍ଗା ନଦୀରେ ଏକ ନୌକା ବୁଡ଼ିଯିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ନିଖୋଜ ଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୨୦ଜଣ ପୁରୁଷ, ୭ଜଣ…
ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ
ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟ୍ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି ଯେ, ମା’ ବାପାଙ୍କ ମୃତ୍ୟୁ ଏବଂ ପୁଅ ଜନ୍ମ ହେବା ପରେ ସେ ଡିପ୍ରେଶନରେ…
କୋଭିଡ କେୟାର ସେଣ୍ଟରରେ ପରିଣତ ହେବ ସ୍ପୋର୍ଟସ୍ କମ୍ଲେକ୍ସ
ମୁମ୍ବାଇ,୨୯।୬: ମହାରାଷ୍ଟ୍ର ଔରାଙ୍ଗାବାଦ ସହରରେ ଲଗାତାର ବୃଦ୍ଧି ପାଉଥିବା କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଥିବା ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ କୋଭିଡ କେୟାର ସେଣ୍ଟର କରିବାକୁ ମ୍ୟୁନସିପାଲିଟି ନିଷ୍ପତ୍ତି ନେଇଛି। ସହରର ଗାରଖେଡା ଅଞ୍ଚଳରେ ୨୮ଏକର ଜମିରେ ତିଆରି ହୋଇଥିବା…
କରୋନା ଚିକିତ୍ସା ପାଇଁ ରାଜଧାନୀରେ ହେବ ପ୍ଲାଜମା ବ୍ୟାଙ୍କ, ସମସ୍ତେ କରନ୍ତୁ ଦାନ: କେଜରିଓ୍ବାଲ
ନୂଆଦିଲ୍ଲୀ,୨୯।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହାର ଏପର୍ଯ୍ୟନ୍ତ କୌଣସି ସଫଳ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ। ଦେଶରେ କରୋନା ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର…
ସାରାଙ୍କଠାରୁ ଜାହ୍ନବୀ- ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର କିଡ୍ସ
ଆଜିକାଲି ବଲିଉଡ୍ରେ ଷ୍ଟାର୍ କିଡ୍ସଙ୍କ ଦବ୍ଦବା ଚାଲିଛି। ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀ ତନୟା ଜାହ୍ନବୀ କପୁର ବଲିଉଡ୍ରେ ନିଜର ପରିଚୟ ସୃଷ୍ଟି କରି ଚାଲିଛନ୍ତି। କିନ୍ତୁ ଜାଣନ୍ତି କି ପରଦାରେ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୯୪୬ରେ ପହଞ୍ଚିଲା
ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୯୪୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିବାଭ ପକ୍ଷରୁ ଟୁଇଟ୍କରି ସୂଚନା…
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ
ମୁମ୍ବାଇ,୨୯।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ପରିବାର ଲୋକ ଓ ସର୍ମ୍ପକୀୟଙ୍କୁ ମଧ୍ୟ ପଚରାଉଚୁରା କରୁଛି। ଏଥିସହ ସୁଶାନ୍ତଙ୍କ ଟୁଇଟରରୁ କିଛି…
ରାମାୟଣ’ର ଲକ୍ଷଣଙ୍କୁ ନୂଆ ଲୁକ୍ ଦେଲେ ପ୍ରଶଂସକ
କରୋନା ଲକ୍ଡାଉନ୍ ଯୋଗୁ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଏବେ ପୁଣିଥରେ ଟିଭିରେ ପ୍ରସାରିତ ହେଉଛି। ଏହା ଦ୍ୱାରା ପ୍ରଶଂସକଙ୍କ ସୃତି ପୁଣିଥରେ ଉଜ୍ଜୀବିତ ହୋଇଯାଇଛି। ରାମାୟଣର ଲକ୍ଷଣ ଅର୍ଥାତ୍ ସୁନୀଲ ଲହଟୀ ଟୁଇଟରରେ ଖୁବ୍ ସକ୍ରିୟ। ସେ ପ୍ରତିଦିନ…
କରୋନାରେ ଏହି ଭାରତୀୟ କ୍ରିକେଟରଙ୍କ ଜୀବନଗଲା, ସାହାଯ୍ୟ ପାଇଁ ସେହ୍ବାଗ କରିଥିଲେ ଅପିଲ୍
ନୂଆଦିଲ୍ଲୀ,୨୯।୬:ଭାରତୀୟ କ୍ରିକେଟର ସିଦ୍ଧାନ୍ତ ଡୋବାଲଙ୍କ ପିତା ସଞ୍ଜୟ ଡୋବାଲ ସୋମବାର କରୋନାରେ ମୃତ୍ୟୁବରଣ କରିଛନ୍ତି। ସଞ୍ଜୟ ନିଜେ ଦିଲ୍ଲୀର ଜଣେ ଜଣାଶୁଣା କ୍ଲବ କ୍ରିକେଟର ଥିଲେ। ସେ ଦିଲ୍ଲୀ ଅଣ୍ଡର -୨୩ ଦଳର ସପୋର୍ଟ ଷ୍ଟାଫର ମଧ୍ୟ ଅଂଶ ଥିଲେ। ୫୨…
ଟଏଲେଟ୍ ଡିଜାଇନିଂ କଲେ ନାସା ଦେଉଛି ୨୬ ଲକ୍ଷ ନଗଦ ପୁରସ୍କାର
ଓ୍ବାଶିଂଟନ, ୨୯।୬: ଚନ୍ଦ୍ର ତଥା ମହାକାଶକୁ ଯାଉଥିବା ଯାନରେ ସୁବିଧା ସୁଯୋଗ ଯେଭଳି ମିଳିପାରିବ ସେନେଇ ନାସା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହାକାଶ ଯାନରେ ଟଏଲେଟ୍ ନିର୍ମାଣ ଲାଗି ନାସା ପକ୍ଷରୁ ସର୍ବସାଧାରଣଙ୍କର ସହାୟତା ଲୋଡ଼ା ଯାଇଛି। ଉପଯୁକ୍ତ ଟଏଲେଟ୍…
ମୃତ୍ୟୁ ପୂର୍ବରୁ ଭାଇରାଲ ହେଲା କରୋନା ରୋଗୀଙ୍କ ଶେଷ ଭିଡିଓ
ହାଇଦ୍ରାବାଦ,୨୯।୬: ମୁଁ ନିଃଶ୍ୱାସ ନେଇପାରୁନି…ଭେଣ୍ଟିଲେଟର ବି ହଟାଇ ନିଆଯାଇଛି…ବାୟ ଡାଡି ବାୟ…। ହାଇଦ୍ରାବାଦରୁ ବିଚଳିତ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାପାଙ୍କଠାରୁ ଶେଷ ବିଦାୟ ନେଇ ମୃତ୍ୟୁ ପୂର୍ବରୁ କିଛି ଏଭଳି କହିଛନ୍ତି କରୋନା ସଂକ୍ରମିତ ରୋଗୀ।…
ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍ଡାଉନ ଅବଧି
ମୁମ୍ବାଇ,୨୯।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍ଡାଉନ ଜାରି କରାଯାଇଥିବା ବେଳେ ଜୁନ୍ ପହିଲାରୁ କିନ୍ତୁ ଆରମ୍ଭ ହୋଇଥିଲା ଅନ୍ଲକ୍ ୦.୧। ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ…
Archives


