ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଭିଡିଓରେ ଜଣେ ଯବାନ ଯବାନଙ୍କ ଜନ୍ମଦିନ ପାଳନ କରାଯାଉଥିବା ଦେଖାଯାଇଛି। ପାଖରେ କେକ୍ ନ…
ପୁଣି ଏକ ମହାମାରୀ ଆଶଙ୍କା: ଚାଇନାରେ ଚିହ୍ନଟ ହେଲା ନୂଆ ସ୍ବାଇନ ଫ୍ଲୁ ଜି-୪ ଭୂତାଣୁ
ବେଜିଂ, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ପୁଣି ଏକ ମହାମାରୀର ଆଶଙ୍କା କରାଯାଉଛି। ଚାଇନାରେ ସମ୍ପ୍ରତି ନୂଆ ପ୍ରକାର ସ୍ବାଇନ୍ ଫ୍ଲୁ ଚିହ୍ନଟ ହୋଇଛି। ଚାଇନାର ଗବେଷକ ଏହି ନୂଆ ମହାମାରୀ ଭୂତାଣୁକୁ ଚିହ୍ନଟ…
ଦେଶର ୨ ବୈଜ୍ଞାନିକ ପ୍ରସ୍ତୁତ କଲେ ଖାସ୍ ମାସ୍କ, ମୂଲ୍ୟ ମାତ୍ର ୧୦ ଟଙ୍କା
ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ-୧୯ ପାଇଁ କୌଣସି ଔଷଧ ଏବଂ ଟିକା ଉପଲବ୍ଧ ନହେବା କାରଣରୁ ମୃତ୍ୟୁ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଏଡାଇବା ପାଇଁ ଫେସ ମାସ୍କ ଏବଂ ସାମାଜିକ ଦୂରତା ଅନୁସରଣ…
ସ୍ତ୍ରୀଙ୍କ ମୃତଦେହକୁ ସୋନ ନଦୀରେ ଭସାଇଲେ ସ୍ବାମୀ
ଭୋପାଳ, ୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ କାମଧନ୍ଦା ଅଭାବରୁ ବହୁ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏହା ସଦ୍ୟତମ ଘଟଣା ମଧ୍ୟପ୍ରଦେଶର ସିଦ୍ଧି ଜିଲାରେ ଘଟିଛି। ସ୍ଥାନୀୟ କୋଟହା ମହଲା ବାସିନ୍ଦା…
ଧୋନୀଙ୍କୁ ଜନ୍ମଦିନ ଉପହାରରେ ହେଲିକପ୍ଟର ଦେବେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗାମୀ ଜୁଲାଇ ୭ରେ ୩୯ ବର୍ଷରେ ପଦାର୍ପଣ କରିବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ବଡ…
ଭାରତ ମହାସାଗର ଉପରେ ସତର୍କଦୃଷ୍ଟି
ନୂଆଦିଲ୍ଲୀ,୩୦ା୬: ଭାରତ ମହାସାଗରୀୟ ଅଞ୍ଚଳଗୁଡ଼ିକରେ ସତର୍କଦୃଷ୍ଟି ରଖିଛି ଭାରତୀୟ ନୌସେନା। ପୂର୍ବ ଲଦାଖର ଗଲଓ୍ବାନ୍ ଉପତ୍ୟକାରେ ଚାଇନା ସେନା ସହ ରକ୍ତାକ୍ତ ସଂଘର୍ଷ ଓ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ସୀମାରେ ତିକ୍ତତା ଲାଗି ରହିଥିବାରୁ ଏଭଳି ପଦକ୍ଷେପ…
ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ବାନା
ତେହେରାନ,୩୦ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଇରାନ ଗିରଫ ପରଓ୍ବାନା ଜାରି କରିବା ସହ ଇଣ୍ଟରପୋଲର ସହଯୋଗ ଲୋଡ଼ିଛି। ବାଗ୍ଦାଦରେ ଇରାନର ମୁଖ୍ୟ ଜେନେରାଲ କାସିମ୍ ସୁଲେମାନୀଙ୍କୁ ହତ୍ୟା କରାଯିବା ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଇରାନ ଦର୍ଶାଇ ଏଭଳି…
ଓଆର୍ଏଫ୍କୁ ଚାନ୍ଦା ଦେଇଛି ଚାଇନା କନ୍ସୁଲେଟ
ନୂଆଦିଲ୍ଲୀ,୩୦ା୬: ଗଲଓ୍ବାନ ବିଫଳତାରୁ ଦୃଷ୍ଟି ହଟାଇବା ପାଇଁ ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଭାରତରେ ଥିବା ଚାଇନା ଦୂତାବାସରୁ ଚାନ୍ଦା ସଂଗ୍ରହ କରିଥିବା ଭାଜପା ଅଭିଯୋଗ ଆଣିଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହି ଫାଉଣ୍ଡେଶନର ଅଧ୍ୟକ୍ଷା ଥିବାବେଳେ ମନମୋହନ ସିଂ, ରାହୁଲ…
ଲକ୍ଡାଉନ୍: ବଢ଼ିଛି ଓଜୋନ ପ୍ରଦୂଷଣ
ନୂଆଦିଲ୍ଲୀ,୩୦ା୬: ଲକ୍ଡାଉନ ଯୋଗୁ ସାରା ବିଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଥିଲା। କଳକାରଖାନା, ଗାଡ଼ିମୋଟର ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଉଥିବାର ଖବର ଆସିଥିଲା। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ,…
ଟିକ୍ଟକ୍ ସମେତ ୫୯ ଚାଇନା ଆପ୍କୁ ନିଷିଦ୍ଧ କଲା ଭାରତ
ନୂଆଦିଲ୍ଲୀ,୩୦ା୬: ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ସରକାର ଟିକ୍ଟକ୍ ସମେତ ଚାଇନାର ୫୯ଟି ଆପ୍କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍ଗୁଡ଼ିକରେ ଗୋପନୀୟତା ସମେତ ଅନ୍ୟାନ୍ୟ ତଥ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଥିଲା। ଚାଇନା ଓ ଆମେରିକା…
ଗଲ୍ଓ୍ବାନରେ ଭାରତର ୪୨୩ ମିଟର ଭିତରକୁ ପ୍ରବେଶ କରିଛି ଚାଇନା
ନୂଆଦିଲ୍ଲୀ,୩୦ା୬: ଚାଇନା ସୈନ୍ୟ ଗଲ୍ଓ୍ବାନ ଉପତ୍ୟକାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ଅକ୍ତିଆର କରି ରଖିଛି। ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ୧୯୬୦ରେ ବେଜିଂ ଉକ୍ତ ଅଞ୍ଚଳରେ ଯେଉଁ କ୍ଲେମ୍ ଲାଇନ…
ମରୁଛନ୍ତି ପୁରୁଷ
ଭୁବନେଶ୍ୱର,୩୦।୬(ବ୍ୟୁରୋ): ଓଡ଼ିଶାରେ ୧୯ ଜିଲାରୁ ଆଉ ୨୪୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି। ସେପଟେ ସୋମବାର ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲାର…
Archives


