Home

ଶାଢ଼ି ପିନ୍ଧି ଯୁବତୀ କଲେ ଏଭଳି ଷ୍ଟଣ୍ଟ୍‌‌…

ନୂଆଦିଲ୍ଲୀ, ୨୯।୮: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଶାଢ଼ି ପିନ୍ଧି ଷ୍ଟଣ୍ଟ୍‌ କରୁଥିତ୍ବାର ଦେଖିବାକୁ ମିଳୁଛି। ସାଙ୍ଗରେ ଜଣେ ପୁରୁଷ ବନ୍ଧୁ କୋର୍ଟ ପିନ୍ଧି ଯୁବତୀଙ୍କ ସହିତ ସମାନ ଷ୍ଟଣ୍ଟ୍‌…

ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି ଜନ୍ମଦିନ। ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଥିବା ଲୀନା ମାତ୍ର ୨୫ ବର୍ଷ ବୟସରେ…

ବଢ଼ିଲା ବିପଦ: ହୀରାକୁଦ ଡ୍ୟାମ୍‌ର ଆଉ ୨ ଗେଟ୍‌ ଖୋଲିଲା

ସମ୍ବଲପୁର,୨୯।୮(ବ୍ୟୁରୋ): ଫୁଲୁଛି ମହାନଦୀ। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ହୀରାକୁଦର ଆଉ ଦୁଇଟି ଗେଟ୍‌ ଖୋଲାଯାଇଛି। ଫଳରେ ଏବେ ମୋଟ ୪୬ଟି…

ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଟେକ୍ନୋଲୋଜିର କୌଣସି ଗନ୍ଧବାସ ନାହିଁ। ଯେଉଁଠି…

ଫୁଲୁଛି ମହାନଦୀ: ପୁରୀରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ସମୀକ୍ଷା

ପୁରୀ ଅଫିସ,୨୯।୮: ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବା ପରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଛି। ପୁରୀ ଜିଲାରେ ବନ୍ୟା ହୋଇପାରେ ବୋଲି ଆଶଙ୍କା କରି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲା ମଧ୍ୟଦେଇ ପ୍ରଭାହିତ…

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ବାର୍ଥ ପାଇଁ ଶିଶୁଙ୍କୁ ବ୍ୟବହାର କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ସବୁ…

ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ବିବାହ କରିବାକୁ ୩୦୦ କିମି ଯାତ୍ରା କରି ପହଞ୍ଚିଲେ ଏହି ଯୁବତୀ: ଏବେ ବଡ଼ଭାଇଙ୍କୁ ବିବାହ କରିବେ ବୋଲି ଦେଇଛନ୍ତି ଧାରଣା

କାନପୁର,୨୯।୮: ଉତ୍ତରପ୍ରଦେଶର କାନପୁରରେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ମିଳିଛି। ଜଣେ ଯୁବତୀ ନିଜର ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ଭେଟିବା ପାଇଁ ୩୦୦ କିମି ଯାତ୍ରା କରି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କଠାରୁ ପ୍ରେମିକ ୫ବର୍ଷ ସାନ…

କରୋନା କବଳରେ ନେତାମନ୍ତ୍ରୀ: ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ପଜିଟିଭ

ଲକ୍ଷ୍ନୌ,୨୯।୮: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ବର୍ତ୍ତମାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସେଲିବ୍ରିଟି ରହିଛନ୍ତି। ଇତିମଧ୍ୟରେ ଯୋଗୀ ସରକାରଙ୍କ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।…

ଗୁଲାମ ନବୀ ଖୋଲିଲେ ଗୁମର: ଅଧ୍ୟକ୍ଷାଙ୍କ ପ୍ରତି ନାହିଁ ସମର୍ଥନ, ୫୦ ବର୍ଷ କ୍ଷମତାକୁ ଆଉ ଆସିବନି କଂଗ୍ରେସ !

ନୂଆଦିଲ୍ଲୀ, ୨୯।୮: କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ଏବେ ଦଳୀୟ କନ୍ଦଳ ବାହାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ କହିଛନ୍ତି ଯେ, ଦଳରେ ବର୍ତ୍ତମାନ ଥିବା ଅଧ୍ୟକ୍ଷାଙ୍କ ପ୍ରତି ୧ ପ୍ରତିଶତ ସଦସ୍ୟଙ୍କର ମଧ୍ୟ ସମର୍ଥନ…

୧୫ ବର୍ଷ ଧରି ଡେଟ୍‌ କରିଥିଲେ ମଧ୍ୟ ନାଗାର୍ଜୁନଙ୍କୁ ବିବାହ କରି ନ ଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଆକ୍କିନେନି ନାଗାର୍ଜୁନ। ଆଜି ତାଙ୍କର ଜନ୍ମଦିନ। ୨୯ ଅଗଷ୍ଟ, ୧୯୫୯ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ନାଗାର୍ଜୁନ ୬୧ବର୍ଷରେ ପାଦ ଦେଇଛନ୍ତି। କିନ୍ତୁ ତାଙ୍କ ଫିସ୍‌ନେସ୍‌କୁ ଦେଖିଲେ ଆଜି ବି ସବୁ ହିରୋକୁ ସେ ପଛରେ…

ପ୍ଲାଜମା ଡୋନର୍ସ ହେବେ ସମ୍ମାନିତ: ପରିବାରବର୍ଗଙ୍କୁ ମିଳିବ ସ୍ବାସ୍ଥ୍ୟ ସୁବିଧା

ପଣଜି,୨୯।୮: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଭ୍ୟାକ୍ସିନ ବାହାରି ନ ଥିବା ବେଳେ ପ୍ଲାଜମା ଚିକିତ୍ସା ରୋଗୀଙ୍କ ପାଇଁ ଏକ ବରଦାନ ପାଲଟିଛି। ତେବେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନିଜର ପ୍ଲାଜମା…

ଖୁସି ଖବର: ଦେଶରେ କମୁଛି ସଂକ୍ରମଣ ହାର, ଏସବୁ ୭ ରାଜ୍ୟରେ ଏବେ ବି ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୨୯।୮: ଦେଶରେ କରୋନା ସଂକ୍ରମଣ ହାର ଗତ ୧୩ ଦିନ ମଧ୍ୟରେ କମିବାରେ ଲାଗିଛି। ଅଗଷ୍ଟ ୧୪ରୁ ୨୭ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହାର ୭.୮୭ ପ୍ରତିଶତ ରହିଛି। ଜୁଲାଇ ୧୫ରୁ ୨୮ ମଧ୍ୟରେ ସଂକ୍ରମଣ ହାର ୧୧.୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?