Posted inଜାତୀୟ

ଗୁଲାମ ନବୀ ଖୋଲିଲେ ଗୁମର: ଅଧ୍ୟକ୍ଷାଙ୍କ ପ୍ରତି ନାହିଁ ସମର୍ଥନ, ୫୦ ବର୍ଷ କ୍ଷମତାକୁ ଆଉ ଆସିବନି କଂଗ୍ରେସ !

ନୂଆଦିଲ୍ଲୀ, ୨୯।୮: କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ଏବେ ଦଳୀୟ କନ୍ଦଳ ବାହାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ କହିଛନ୍ତି ଯେ, ଦଳରେ ବର୍ତ୍ତମାନ ଥିବା ଅଧ୍ୟକ୍ଷାଙ୍କ ପ୍ରତି ୧ ପ୍ରତିଶତ ସଦସ୍ୟଙ୍କର ମଧ୍ୟ ସମର୍ଥନ ନାହିଁ। ସେ କାହାର ନାମ ନ ନେଇ ଏଭଳି କହିଛନ୍ତି। ଏଭଳି ଧାରା ଜାରି ରହିଲେ ଏବଂ ଅଧ୍ୟକ୍ଷ ନିର୍ବାଚନ କରା ନ ଗଲେ ଦଳ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବି କ୍ଷମତାକୁ ଆସି ପାରିବ ନାହିଁ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରତି ଅଧାରୁ ଅଧିକ ସଦସ୍ୟଙ୍କ ନିଶ୍ଚିତ ସମର୍ଥନ ରହିବା କଥା। ଏହା ଦ୍ୱାରା ସାଂଗଠନିକ କ୍ଷେତ୍ରକୁ ସୁଦୃଢ଼ କରାଯାଇ ପାରନ୍ତା। ମାତ୍ର ଏହା ସମ୍ଭବ ହୋଇ ପାରୁ ନାହିଁ ବୋଲି ସେ କହିଛନ୍ତି। ଗୁଲାମ ନବୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୈତିକସ୍ତରରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା କଂଗ୍ରେସରେ ବାତ୍ୟା ପୂର୍ବର ସୂଚନା ବୋଲି ମନେ ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ହୁଏତ ଏହାପରେ କଂଗ୍ରେସ ପକ୍ଷରୁ ଦଳରୁ ଗୁଲାମ ନବୀଙ୍କୁ ଆଜାଦ୍‌ କରାଯାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳନ କରାଯାଏ। ହୋଲି ଅବସରରେ ଲୋକମାନେ ରଙ୍ଗରେ ଭିଜୁଥିବା ଦେଖାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୦।୧: କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତେଲଙ୍ଗାନାର ର୍ନିମଲ ଜିଲାର ଜଣେ ୪୨ ବର୍ଷିୟ ସ୍ବାସ୍ଥ୍ୟ...

ବୁର୍ଖା ପିନ୍ଧି କଲେଜ ଆସିବା ଉପରେ କଟକଣା: ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା

ପାଟନା,୨୫।୧: ବିହାରରେ ଏକ ମହିଳା କଲେଜରେ ଛାତ୍ରୀଙ୍କ ବୁର୍ଖା ପିନ୍ଧି ଆସିବା ଉପରେ କଟକଣା ଲଗାଯାଇଛି। ଛାତ୍ରୀମାନେ ଶନିବାରକୁ ଛାଡ଼ି ଅନ୍ୟ ଦିନ କଲେଜର ଡ୍ରେସ୍‌...

ଦ୍ୱାଦଶ ପରୀକ୍ଷାରେ ଅଖିଳେଶଙ୍କ ଝିଅ ରଖିଲେ ୯୮%

ନୂଆଦିଲ୍ଲୀ,୧୧।୭: ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଆଇଏସ୍‌ସି ବୋର୍ଡର ଦ୍ୱାଦଶ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ପାସ୍‌ କରିଛନ୍ତି। ଏନେଇ...

ମମତାଙ୍କ ପୁତୁରା ଅଭିଷେକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନେଇ ୨ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୩ା୮: ପଶ୍ଚିମବଙ୍ଗରେ ଦୁଇ ଜଣ ଭାଜପା କର୍ମୀଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ହତ୍ୟା କରିଛି। ମଙ୍ଗଳବାର ଏଭଳି ଗୁରୁତର ଅଭିଯୋଗ ଆଣିଛି ବିରୋଧୀ ଭାଜପା। ଦିନକ...

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ...

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ତାଜମହଲଠାରୁ ଅଧିକ ଆୟ କରିଛି

ନୂଆଦିଲ୍ଲୀ,୫।୧୧: ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସପ୍ତାଶ୍ଚର୍ଯ୍ୟ ତାଜମହଲଠାରୁ ଅଧିକ ଆୟ କରି ରେକର୍ଡ କରିଛି। ଅକ୍ଟୋବର ୩୧ ସୁଦ୍ଧା ତାଜମହଲ ୫୬ କୋଟି ଟଙ୍କା ଆୟ...

ପୂର୍ବତନ କ୍ରିକେଟର୍‌ ମହମ୍ମଦ ଆଜାରୁଦ୍ଦିନ ବିରୋଧରେ ମାମଲା

ପୁଣେ,୨୩।୧: ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ ଟ୍ରାଭେଲ...

Advertisement
Archives

Model This Week