ଜୋନ୍-୧ରେ ରାଜ୍ୟର ଏହି ୧୦ ଜିଲା
ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୫୦ରୁ ଅଧିକ ସକ୍ରିୟ କେସ୍ ରହିଥିବା ୧୦ ଜିଲାକୁ ମଙ୍ଗଳବାର ଜୋନ୍-୧ ଭାବେ ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଆଦି ଜିଲା ଏଥିରେ ରହିଛି। ଏସବୁ ଜିଲାରେ…
ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ କେୟାର ହୋମ୍: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୩୦।୬(ବ୍ୟୁରୋ): ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶକ୍ତି ସହ ଲଢ଼େଇ କରୁଛି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି। ହେଲେ ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମପାଇଁ ଜରୁରୀ ହୋଇପଡ଼ଇଛି। ଆଗାମୀ ଦିନରେ ପ୍ରତି…
ମୋଦିଙ୍କ ଦୂରଦର୍ଶୀ ନିଷ୍ପତ୍ତିକୁ ସ୍ବାଗତ ଜଣାଇଲେ ନଡ୍ଡା
ନୂଆଦିଲ୍ଲୀ,୩୦।୬: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ ଗୋଟିଏ ପରେ ଗୋଟିଏ ୪ଟି ଟୁଇଟ…
ଜୁଲାଇ ୩୧ ଯାଏ ବଢ଼ିଲା କଟକଣା
ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଜୁଲାଇ ମାସ ପାଇଁ କିଛି କଟକଣାକୁ ପୂର୍ବବତ ରଖିଛନ୍ତି। ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକ ଯାଇପାରିବେ ନାହିଁ। ଏଥିସହ ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ଆଦି ବନ୍ଦ ରହିବ।…
ଏଣିକି ରାତି ୯ରୁ ସକାଳ ୫
ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାତ୍ରକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି। ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗିବ। ଏହି ସମୟରେ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ସେହିଭଳି ଶିଳ୍ପ କାରଖାନାରେ କାର୍ଯ୍ୟରତ…
ଝାଡ଼ଖଣ୍ଡରେ ପରିବା ବିକୁଛନ୍ତି ଏହି ଖେଳାଳି
ରାଞ୍ଚି,୩୦।୬: ଆର୍ଥିକ ସମସ୍ୟା ଯୋଗୁ ଝାଡଖଣ୍ଡର ରାମଗଡ ଜିଲାରେ ପରିବା ବିକୁଛନ୍ତି ଏହି ମହିଳା ଖେଳାଳି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢ଼ିଛି। ସୂଚନାଯୋଗ୍ୟ, ଆଥ୍ଲେଟ୍ ଗୀତା କୁମାରୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫ହଜାର ଟପିଲା
ଭୁବନେଶ୍ୱର,୩୦।୬(ବ୍ୟୁରୋ):ରାଜ୍ୟରେ ମଙ୍ଗଳବାର ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଜପତି ଜିଲାର ସର୍ବାଧିକ ୫୯ଜଣ ଅଛନ୍ତି। ସେହିଭଳି…
ମୋଦିଙ୍କୁ ଟକ୍କର ଦେଲେ ଦିଦି: ୨୦୨୧ ଜୁନ୍ ପର୍ଯ୍ୟନ୍ତ ମାଗଣାରେ ଦେବେ ରାଶନ
କୋଲକାତା,୩୦।୬: ଅନ୍ଲକ୍ ୨.୦ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏଥିରେ ସେ ଦେଶର ଗରିବ ଭଉଣୀ ଭାଇଙ୍କ ପାଇଁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ରାଶନ ଯୋଗାଇ ଦେବାକୁ…
ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ
କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କାହିଁ କେତେ କାଳରୁ ରହିଆସିଛି। ନେପାଳର ନାଗରିକମାନେ ଭାରତରେ ଥିବା ମନ୍ଦିରକୁ ଦର୍ଶନ ପାଇଁ…
ଭୋକରେ ରହିବେ ନାହିଁ ଦେଶର କୌଣସି ଗରିବ ଭଉଣୀ-ଭାଇ: ମୋଦି
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି…
ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା
ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ ଷ୍ଟାଇଲିଷ୍ଟ। ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ…
ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍ ପରିବାର ଲୋକେ
କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୁଃଖ ଦେବା ସହିତ ତାଙ୍କୁ କ୍ଷତି ପହଞ୍ଚାଇଥାଏ। ଆଉ ଯେତେବେଳେ ଏହି କାର୍ଯ୍ୟକୁ ନେଇ…
Archives


