୮ରୁ ଯୁକ୍ତ୩ ଇ-ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଇ-ନାମଲେଖା ପାଇଁ ଆସନ୍ତା ୮ ତାରିଖ ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୮ ତାରିଖରେ ପ୍ରଥମ ମେରିଟ୍‌ଲିଷ୍ଟ ପ୍ରକାଶ ପାଇବ। ଅକ୍ଟୋବର ୧ ପର୍ଯ୍ୟନ୍ତ ଚୟନ ହୋଇଥିବା ଛାତ୍ରୀଛାତ୍ର ସାମ୍‌ସ ଆକାଉଣ୍ଟରେ ନାମଲେଖା ବାବଦ ଫି’ ଡିପୋଜିଟ୍‌ କରିବେ ଓ ୨୯ରୁ ଅକ୍ଟୋବର ୨ ମଧ୍ୟରେ ନାମଲେଖା କରିବେ। ୮ ତାରିଖରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚୟନ ଛାତ୍ରୀଛାତ୍ର ସାମ୍ସ ଆକାଉଣ୍ଟରେ ନାମଲେଖା ଫି’ ଡିପୋଜିଟ୍‌ କରିବେ ଏବଂ ୯ରୁ ୧୨ତାରିଖ ରାତି ୧୧ଟା ୪୫ ଭିତରେ ନାମ ଲେଖାଇବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଏମ୍‌ସିରୁ ୧୬୬ ପଜିଟିଭ ଚିହ୍ନଟ: ସାଲିଆସାହିରୁ ସର୍ବାଧିକ

ଭୁବନେଶ୍ୱର,୯।୮(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଞ୍ଚଳରୁ ରବିବାର ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଥିବାବେଳେ ୬୮...

ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୮।୭(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରଠାରେ...

ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ପୁରୀ ଅଫିସ,୨୬।୧: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଗୁରୁବାର ପରମ୍ପରା ଅନୁଯାୟୀ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି।...

ହାତୀ ଦାନ୍ତ ଜବତ, ଶିକାରୀ ଗିରଫ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଅନୁଗୋଳ ବନବିଭାଗ ସହାୟତାରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନୁଗୋଳ...

ଲେଫ୍ଟ ଫ୍ରି’ ନିୟମ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୮।୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଏସ୍‌. ସୁଶ୍ରୀ ଯୋଗଦେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସୁଶ୍ରୀ ସହରର ଟ୍ରାଫିକ୍‌ ସମସ୍ୟାର ସମାଧାନ...

ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି,...

ମନମୋହୁଛି ଶିଶିର ସରସ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବରମୁଣ୍ଡା ପଡ଼ିଆରେ ଆୟୋଜିତ ଶିଶିର ସରସ ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ବଢ଼ୁଛି। ଦିନ ୧୧ରୁ ରାତି ୯ଯାଏଁ ରାଜଧାନୀବାସୀ ଏଠାରେ ରାଜ୍ୟ...

ବୁଲାକୁକୁରଙ୍କୁ ହଟାଇବା ନିର୍ଦ୍ଦେଶକୁ ବିରୋଧ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ୪ ବର୍ଷର ଶିଶୁପୁତ୍ରକୁ ବୁଲାକୁକୁର ଝୁଣି ମାରିଦେବା ଘଟଣା ପରେ ଓଡ଼ିଶାରେ ରାସ୍ତାକଡ଼ରୁ ବୁଲା କୁକୁରଙ୍କୁ ହଟାଇବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ...

Advertisement
Archives

Model This Week