ଅନ୍ଲାଇନ୍ ଶିକ୍ଷା: ବାଦ୍ ପଡ଼ୁଛନ୍ତି ବହୁ ପିଲା
ଭୁବନେଶ୍ୱର, ୮।୭(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। ରାଜ୍ୟ ସରକାର ସ୍କୁଲ, କଲେଜକୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ବନ୍ଦ ରଖିଥିବାବେଳେ ଏହା କେବେ ଖୋଲିବ ସେନେଇ କେହି ଠିକ୍ ଭାବେ କହିପାରୁ ନାହାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ବାଧାପ୍ରାପ୍ତ ହେଉଛି।…
ସଙ୍କଟରେ ସମନ୍ବୟ ଜରୁରୀ
ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ ସଙ୍କଟ, ଅନିଶ୍ଚିତ ପାଣିପାଗ, ବାୟୁ, ସ୍ଥଳ ଓ ସମୁଦ୍ରର ପ୍ରଦୂଷଣ ଭାରତ ତଥା ବିଶ୍ୱକୁ…
ତାଳଚେର ସାର କାରଖାନା ପ୍ରକଳ୍ପ କାର୍ଯ୍ୟ ବନ୍ଦ
ନୂଆଦିଲ୍ଲୀ,୮।୭: ଭାରତ-ଚାଇନା ଯୁଦ୍ଧ ଲଦାଖର ଗଲ୍ଓ୍ବାନ ଉପତ୍ୟକାରେ ହୋଇଥାଇପାରେ, କିନ୍ତୁ ତାହାର ପ୍ରଭାବ ଦୂରଦୂରାନ୍ତରେ ପଡ଼ୁଛି। ଓଡ଼ିଶାର ଦୁଇଜଣ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ପ୍ରଥମ ୨୦ ଭାରତୀୟ ମୃତ ଯବାନଙ୍କ ମଧ୍ୟରେ ଥିବାବେଳେ ଏବେ ଦୁଇଦେଶ ମଧ୍ୟରେ…
ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ
ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁମୋଦିତ ହେବା ପରେ ଖୁବ୍ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ…
ଫୁଟ୍ବଲ କ୍ଲବର ୧୬ ଖେଳାଳି ଓ ଅଫିସିଆଲ କରୋନା ପଜିଟିଭ୍
ସୋଫିଆ (ବୁଲଗେରିଆ), ୮ା୭ (ଏପି)-ବୁଲ୍ଗେରିଆର ଚେର୍ନୋ ମୋର୍ ଫୁଟ୍ବଲ କ୍ଲବର ୧୨ଖେଳାଳି ଓ ୪ ଜଣ ଅଫିସିଆଲ କରୋନା ପଜିଟିଭ୍ ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ପ୍ରକାଶ କରିଛନ୍ତି। ସମସ୍ତ ପଜିଟିଭ୍ ଖେଳାଳିଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯିବା ସହ ଆବଶ୍ୟକ ସତର୍କତା…
ଧୋନୀଙ୍କ ଫାର୍ମହାଉସ୍ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା
ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଉଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ୍ର ୧୩ତମ ସଂସ୍କରଣରେ ସେ…
ଆରୋଗ୍ୟ ସେତୁରେ ଥିବା ନିଜ ଆକାଉଣ୍ଟକୁ ଏଭଳି କରିପାରିବେ ଡିଲିଟ୍
ନୂଆଦିଲ୍ଲୀ,୭।୭: କରୋନା କଣ୍ଟାକ୍ଟ ଟ୍ରେସିଂ ଆପ୍ ‘ଆରୋଗ୍ୟ ସେତୁ’ ଏକ ନୂଆ ଫିଚର ଆଣିଛି। ଏହାଛଡ଼ା ଏବେ ଆପ୍ରେ ବ୍ୟବହାରକାରୀଙ୍କ ମୃତ୍ୟୁ ସମ୍ବନ୍ଧିତ ଡାଟା ଅନ୍ୟ ଆପ୍ ସହ ଶେୟାର କରାଯାଇପାରିବ। ପ୍ଲେ ଷ୍ଟୋରରେ ନୂତନ ଅପ୍ଡେଟ୍ ଉପଲବ୍ଧ ହେଉଛି। ଏହାଦ୍ୱାରା…
ବାହାର ଲୋକଙ୍କୁ ସ୍ବର୍ଗଦ୍ୱାର ମନା: କରାଯିବନାହିଁ ସତ୍କାର
ପୁରୀ ଅଫିସ,୭।୭: ବୁଧବାରଠାରୁ ପୁରୀ ସ୍ବର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଲାଗିଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି। ତଦନୁଯାୟୀ, ଜିଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ସତ୍କାର କରାଯିବ ନାହିଁ।…
କରୋନା ଛାଟ: ୨ ବର୍ଷ ଯାଏ ନୂଆ ପଦବୀ ନାହିଁ, ଅଫିସରଙ୍କୁ ଏସବୁ ମନା
ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୨ ବର୍ଷ ଯାଏ ନୂଆ ପଦବୀ ସୃଷ୍ଟି…
ଲକ୍ଡାଉନ୍ରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, ଘରକୁ ଫେରିବା ପରେ ଦେଖିଲେ ଏଭଳି ଦୃଶ୍ୟ
ମହାମାରୀ କରୋନା କବଳରେ ସାରା ବିଶ୍ୱ। ଲକ୍ଡାଉନ୍ରେ ଫସି ରହିଛନ୍ତି କୋଟି କୋଟି ଲୋକ। ସଂକ୍ରମଣକୁ ଭୟ କରି କିଛି ଲୋକ ସହର ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଏପରି ଏକ ଘଟଣା କ୍ରମରେ ଫ୍ରାନ୍ସର ଜଣେ ଯୁବତୀଙ୍କ ସହ ଆଶ୍ଚର୍ଯ୍ୟକର…
ଏରର୍ ୪୦୪; ଆଉଜଣେ ଧୋନୀ କେବେ ବି ମିଳିବେ ନାହିଁ: କୈଫ୍
ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ୍ ଟିମ୍ର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ମଙ୍ଗଳବାର ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେଭଳି ଏକ ବାର୍ତ୍ତା ଏବେ ଚର୍ଚ୍ଚାରେ। ସେଇଟି ହେଲା…
ଗ୍ରାହକଙ୍କୁ ଅସୀମିତ କଲ୍ ସାଙ୍ଗକୁ ଦିନକୁ ୫ ଜିବି ଡାଟା ଦେଉଛି ବିଏସ୍ଏନ୍ଏଲ୍ର ଏହି ନୂଆ ପ୍ଲାନ; ଜାଣନ୍ତୁ..
ନୂଆଦିଲ୍ଲୀ,୭।୭: ବିଏସ୍ଏନ୍ଏଲ୍ ଆଣିଛି ନୂଆ ପ୍ଲାନ। ମାତ୍ର ୫୯୯ ଟଙ୍କାରେ ଗ୍ରାହକମାନେ ପାଇବେ ଅନ୍ଲିମିଟେଡ୍(ଅସୀମିତ) ଭଏସ୍ କଲିଂ ସହ ପ୍ରତିଦିନ ୫ ଜିବି ହାଇସ୍ପିଡ୍ ଡାଟା। ଏହାର ଭାଲିଡିଟି ୯୦ ଦିନ ରହିବ। ପ୍ଲାନକୁ ଓ୍ବାର୍କ ଫ୍ରମ ହୋମ୍ ପ୍ଲାନ୍ ଭାବେ…
Archives


