ପ୍ରବାସୀ ପରେ ଏବେ ବିଦେଶରେ ଫସିଥିବା ଛାତ୍ରଙ୍କୁ ସ୍ବଦେଶ ଆଣିବେ ସୋନୁ
ମୁମ୍ବାଇ: କରୋନା ଭାଇରସ୍ ଲକ୍ଡାଉନରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବିଦେଶରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଆଣିବାକୁ ସୋନୁ ଯୋଜନା କରୁଥିବା ଜଣାପଡ଼ିଛି।…
୩ ମାସ ପୂର୍ବରୁ ଧନୀଙ୍କୁ ମିଳିଛି କରୋନା ଟୀକା: ଗରିବଙ୍କୁ ମିଳିବ କେବେ
ମସ୍କୋ, ୨୧।୭: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଜାରି ରହିଛି। ରୁଷ୍ରେ କରୋନା ସଂକ୍ରମଣ ସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି। ତେବେ ଗଣମାଧ୍ୟମ ସଂସ୍ଥା ବ୍ଲୁମ୍ବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।…
ରାଜଧାନୀରୁ ପୁଣି ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍
ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୬ ଏବଂ ଲୋକାଲ…
ପଞ୍ଚଭୂତରେ ବିଲୀନ ହେଲେ ବିଜୟ
ଭୁବନେଶ୍ୱର, ୨୧।୭(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ରାତିରେ ପରଲୋକ ଘଟିିଛି। ଏହି ଖବର ପ୍ରଚାରିତ ହେବା ପରେ ଶାରା ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି। ଗତ ୨ ମାସ ଧରି ସେ ଅସୁସ୍ଥ ଥିଲେ।…
ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍ରେ ନାଚିଲେ ଡ୍ୟାନ୍ସର
ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ୍ରେ ଜଣେ ଡ୍ୟାନ୍ସର ମଧ୍ୟ ନାଚୁଛନ୍ତି। ଏହି ଶ୍ରାଦ୍ଧ ଭୋଜି…
କରୋନା ପ୍ରଭାବ: ନିଜେ ଟାଇପ୍ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି ଶୁଣାଣି କରିବା ସମୟରେ ଏବେ ସମସ୍ତ ନିର୍ଦ୍ଦେଶକୁ ନିଜେ ଟାଇପ୍ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍ଯାତ୍ରା
ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରାର ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୨୯ରୁ ଆରମ୍ଭ ହେବାକୁ…
ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍ମା ଥେରାପି
ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏପରିସ୍ଥିତିରେ କରୋନାରୁ ଗୁରୁତର ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଗଞ୍ଜାମ ଜିଲାରେ ଆରମ୍ଭ…
୭ ଦିନରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିବା ଆଶଙ୍କା
ନୂଆଦିଲ୍ଲୀ, ୨୧।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ହଜାର ୧୯୧ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୮ ହଜାର ୮୪ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ…
ଚତୁର୍ଥୀ ପୂର୍ବରୁ ଏହି ମନ୍ଦିରକୁ ଆସନ୍ତି ସ୍ତ୍ରୀ-ସ୍ବାମୀ
ରାଜସ୍ଥାନର ଜୈସଲମେରରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ନିଜ ସଂସ୍କୃତି ଏବଂ ପରମ୍ପରା ପାଇଁ ବେଶ୍ ପ୍ରସିଦ୍ଧ। ଏହି ମନ୍ଦିର କେବଳ ସାମ୍ପ୍ରଦାୟିକ ସଦ୍ଭାବ ପାଇଁ ମିଶାଲ ସୃଷ୍ଟି କରିଛି ତା ନୁହେଁ, ମହିଳା-ପୁରୁଷଙ୍କ ବୈବାହିକ ଜୀବନ ପାଇଁ ମଧ୍ୟ…
ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ
ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ ରାଜନୈତିକ…
ରାଜ୍ୟ ବିଜେଡିର ସାଧରଣ ସମ୍ପାଦିକା ହେଲେ ଗୀତାଞ୍ଜଳି
ଡେରାବିଶ, ୨୧ା୦୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଓ ଜିଲାର ବରିଷ୍ଠ ବିଜେଡି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କୁ ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି। ଏ ନେଇ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ…
Archives


