Home

ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍‌: ଚିନ୍ତାରେ ପ୍ରଶାସନ

ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍‌ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।…

କାଳ ସାଜିଲା କରୋନା: ଗୋଟିଏ ଭୁଲ୍‌ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ

କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ୫ପୁଅଙ୍କ ମୃତ୍ୟୁ ଘଟିଛି। ଏପରିକି ତାଙ୍କ ୬ଷ୍ଠ ପୁଅଙ୍କ…

ପ୍ଲେ ସ୍କୁଲରେ ଶିଶୁଙ୍କ ଉପରେ ଅତ୍ୟାଚାର: ଦେଖିଲେ ଆଖିରେ ଆସିଯିବ ଲୁହ

ମା’ବାପା ବିଶ୍ୱାସର ସହ ନିଜ କୋମଳମତି ଶିଶୁମାନଙ୍କୁ ପ୍ଲେ ସ୍କୁଲରେ ଛାଡୁଛନ୍ତି। ସେଠାରେ ନିଜ ଶିଶୁମାନେ ଭଲରେ ରହିବା ସହ ଭଲ କଥା ଶିଖିବେ ବୋଲି ସବୁ ମା’ବାପା ଚାହାନ୍ତି। ମାତ୍ର ଏମିତି ଏକ ଭିଡିଓ ଏବେ ସମ୍ମୁଖକୁ ଆସିଛି ଯାହାକୁ…

ଘରକୁ ଘର ପହଞ୍ଚିବ ରାଶନ, ଗହମ ବଦଳରେ ମିଳିବ ଅଟା

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଜରିଆରେ ହିତାଧିକାରୀଙ୍କୁ ହୋମ ଡେଲିଭରି ସେବା ପ୍ରଦାନ କରାଯିବ।…

କଟକରେ ମାଡୁଛି କରୋନା: ଆଜି ଆଉ ୩୨ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୧।୭: କଟକ ସହରରୁ ମଙ୍ଗଳବାର ୩୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୫, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୨୧, ଲୋକାଲ କେସ୍‌ ୫ ଏବଂ ପେଡ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଅଛନ୍ତି। ଏହାକୁ ମିଶାଇ ସହରରେ ମୋଟ କରୋନା…

କରୋନା କାଳରେ ଲୋକଙ୍କୁ ଏଭଳି ସହାୟତା କରୁଛି ରୋବର୍ଟ

ଚାଇନାରୁ ଆରମ୍ଭ ହୋଇଛି ବ୍ୟବହାର କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ସହ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି ରୋବର୍ଟକୁ। ୟୁରୋପର ଅନେକ ଦେଶରେ…

ରାମ ମନ୍ଦିର ମୂଳଦୁଆ ପାଇଁ ୩୩ କି.ଗ୍ରା.ର ରୂପା ଇଟା ଦାନ କଲେ ଜୁଏଲର୍ସ ଆସୋସିଏସନ୍‌

ଅଯୋଧ୍ୟା,୨୧।୭: ଅଯୋଧ୍ୟାରେ ରାମ ମନ୍ଦିର ନର୍ମାଣ ପାଇଁ ଭୂମିପୂଜା ଅଗଷ୍ଟ ୫ରେ ଆୟୋଜିତ ହେବ। ଏହାକୁ ନେଇ ହିନ୍ଦୁ ସମାଜ ଖୁସି ବ୍ୟକ୍ତ କରିଛି। ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଲଦାସ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ସହାୟତା ନିଆଯିବ। ଏବେଠାରୁ…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଚାଉଳ ଧୁଆ ପାଣି

ସାଧାରଣତଃ ଭାରତରେ ଅଧିକ ଲୋକ ପ୍ରତିଦିନ ଭାତ ଖାଇଥାନ୍ତି। ଭାତ ପ୍ରସ୍ତୁତ କରିବା ବେଳେ ଚାଉଳ ଭଲ ଭାବେ ଧୋଇ ତା ପାଣି ଫୋପାଡି ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି ଚାଉଳ ପାଣି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ। ପ୍ରତିଦିନ…

ରାୟଗଡ଼ାରୁ ୩ ନାବାଳିକା, ୯ କରୋନା ଯୋଦ୍ଧା ଆକ୍ରାନ୍ତ

ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ମଙ୍ଗଳବାର ସର୍ବାଧିକ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଥିବାବେଳେ ୧୩ ମହିଳା ଅଛନ୍ତି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ବୟସ୍କ ବ୍ୟକ୍ତି,…

ଅଭିଷେକଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରସ୍ତୁତ ଏହି ଅଭିନେତା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ୍‌। ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର କେତେକ କଳାକାର କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ବେଳେ ଆଉ କେତେକ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ,…

ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍‌ଡାଉନ୍‌

ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି ସଟ୍‌ଡାଉନ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ ଲାଗୁ ହେବ। ୨୨ରୁ ୨୫ ତାରିଖ…

ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଇଥିଲେ ଶାଶୁ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କାଜୋଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ବିବାହକୁ ୨୦ ବର୍ଷରୁ ଅଧିକ ହେଲାଣି। ଏହି ଦୁଇଜଣଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପାରସ୍ପରିକ ବୁଝାମଣା ବେଶ୍‌ ଭଲ ରହିଛି। ଲୋକମାନେ ମଧ୍ୟ ଏହି ଷ୍ଟାର୍‌ ଦମ୍ପତିଙ୍କୁ ପସନ୍ଦ କରନ୍ତି କାରଣ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri