ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ
ରାଇରଙ୍ଗପୁର,୨୫ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ ଚମ୍ପଟ ମାରିଥିବା ସୂଚନା ମିଳିଛି। କଏଦୀ ଜଣକ ହେଲେ ବହଳଦା ବ୍ଲକ ଝରାଡ଼ିହି…
କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣ କାନ ଦ୍ୱାରା ମଧ୍ୟ ହେବାର ଆଶଙ୍କା ରହିଛି। ଫଳରେ…
ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
କଟକ ଅଫିସ,୨୫ା୭ : : ଚଳିତମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଫଳାଫଳ କେବେ ପ୍ରକାଶ ପାଇବ ନିର୍ଦ୍ଦିଷ୍ଟ ତାରିଖ…
କେରଳ-କର୍ନାଟକରେ ଲୁଚି ବସିଛନ୍ତି ଆଇଏସ୍ ଆତଙ୍କବାଦୀ: ଜାତିସଂଘ
ଜେନେଭା/ନୂଆଦିଲ୍ଲୀ, ୨୫।୭: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏନେଇ ଆଇଏସ୍ ଆତଙ୍କବାଦୀ କେରଳ ଏବଂ କର୍ନାଟକରେ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଉଲ୍ଲେଖ କରାଯାଇଛି। ସେହିପରି ଅଲ୍ କାଏଦା ଆତଙ୍କବାଦୀ…
ବରଗଡ଼ରେ ଡାକ୍ତର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ
ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରେ କାର୍ଯ୍ୟରତ ୩ ଡାକ୍ତରଙ୍କୁ ଜିଲା ବାହାରକୁ ବଦଳି ଆଦେଶ ନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜିଲା ମୁଖ୍ୟ ଡାକ୍ତରଖାନା ସମେତ ଅନ୍ୟ ଡାକ୍ତରଖାନାରେ…
ଅଗଷ୍ଟରୁ ଖୋଲିପାରେ ସିନେମା ହଲ୍!
ନୂଆଦିଲ୍ଲୀ,୨୫।୭: କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ଭଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଦେଶରେ ମାର୍ଚ୍ଚରୁ ସିନେମା ହଲ୍ ବନ୍ଦ ଥିବା ବେଳେ ପ୍ରଯୋଜକ ଓ ସିନେମା ହଲ୍ ମାଲିକଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଇତିମଧ୍ୟରେ…
କରୋନାରେ ଆଖି ବୁଜିଲେ ଗଞ୍ଜାମର ଜଣେ ଏଏସ୍ଆଇ
କୋଦଳା,୨୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ଭଞ୍ଜନଗର କୋର୍ଟରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିବା ରବିନ୍ଦ୍ର ନାଥ ବେହେରା(୫୫)ଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚାରିଦିନ ପୂର୍ବରୁ ଏଏସ୍ଆଇ ଅସୁସ୍ଥ ଅନୁଭବ କରିବାରୁ ସେ ଘରକୁ…
ନକଲି ମହିଳା ପୋଲିସ ଅଫିସରଙ୍କ ଦାଦାଗିରି : ମାସ୍କ୍ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ଆଦାୟ କରୁଥିଲେ ଜରିମାନା
ଭୋପାଳ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ସରକାରଙ୍କ ପକ୍ଷରୁ ମାସ୍କ୍ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାସ୍କ୍ ନ ପିନ୍ଧିଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ସୁଯୋଗ ନେଇ କେତେକ…
ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ
ବ୍ରହ୍ମଗିରି,୨୫।୭(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରାଯାଇ ନ ଥିବା ସୂଚନା ମିଳିଛି। ତେବେ ଉକ୍ତ…
ରଣବୀରଗଡ଼ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେଶନ୍ ଜାରି
ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗର ଉପକଣ୍ଠରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ସର୍ଚ୍ଚ ଅପରେଶନ୍ ଅଭିଯାନ ଆରମ୍ଭ କରାଯାଇଛି। ଶ୍ରୀନଗର ଉପକଣ୍ଠରେ ଥିବା ରଣବୀରଗଡ଼ରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଶନିବାର ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ଖବର…
ଜି ଉଦୟଗିରି ସହର ଶଟ୍ଡାଉନ୍: କଚେରୀ ସାହି, ବସ୍ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍
ଜି ଉଦୟଗିରି, ୨୫।୭(ଡି.ଏନ୍.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ ୪ ଦିନିଆ ଶଟ୍ଡାଉନ କରାଯାଇଛି। ଜି ଉଦୟଗିରି ସହର ମଧ୍ୟ ଶଟ୍ଡାଉନ ଯୋଗୁ ସମ୍ପୂର୍ଣ୍ଣ…
ମାଲକାନଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା: ସମ୍ମାନର ସହ ଦାହ କଲା ପ୍ରଶାସନ
ମାଲକାନଗିରି,୨୫।୭(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଶନିବାର ପ୍ରଥମ କରୋନା ମୃତ୍ୟୁ ହୋଇଛି। ମାଲକାନଗିରି ସଦର ମହକୁମା ସ୍ଥିତ ପୁରୁଣା ପୋଷ୍ଟ ଅଫିସ ସାହିର ଜଣେ ବ୍ୟକ୍ତିଙ୍କ ମାଲକାନଗିରି କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି। ସେ କରୋନା ଆକ୍ରାନ୍ତ ଥିବା…
Archives


