କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ସବ ମନା

ନୂଆଦିଲ୍ଲୀ,୭।୧୦: କରୋନା ଯୋଗୁ କେତେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏ ସବୁ ଜୋନ୍‌ରେ କୌଣସି ଉତ୍ସବ କାର୍ଯ୍ୟକ୍ରମ କରାଯାଇପାରବ ନାହିଁ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରର ଲୋକ, ସଙ୍ଗଠକ, କର୍ମଚାରୀ, ଦର୍ଶକଙ୍କୁ ଉତ୍ସବରେ ସାମିଲ କରାଯାଇପାରିବ ନାହିଁ। କଣ୍ଟେନ୍‌ମେଣ୍ଟ ଜୋନ୍‌ର ଲୋକମାନେ ଘରେ ଉତ୍ସବ ପାଳନ କରିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ କରୋନା ରୋଗୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରାଜକୋଟ,୧୮।୯-ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୫ ସେକେଣ୍ଡର ଏହି...

୩୬ବର୍ଷ ପରେ ବୃଦ୍ଧାଶ୍ରମରେ ହେଲା ମିଳନ

ଥିରୁଭାନନ୍ତପୁରମ୍‌,୨୬।୯:କେରଳର ବୃଦ୍ଧାଶ୍ରମରେ ଏକ ନିଆରା ମିଳନ ଘଟିଛି। ୩୬ ବର୍ଷ ପରେ ଜଣେ ବୃଦ୍ଧ ଦମ୍ପତିଙ୍କ ବୃଦ୍ଧାଶ୍ରମରେ ପରସ୍ପରକୁ ଅଚାନକ ଭେଟିଛନ୍ତି। ୬୫ ବର୍ଷ ପୂର୍ବେ...

କମ୍ପାନୀ ନେଉନି, ରାସ୍ତାକଡ଼ରେ ଶୁଖୁଛି ଆଖୁ

ରସୁଲପୁର, ୧।୪ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ, ସାମନ୍ତରାପୁର, ମଙ୍ଗରାଜପୁର, ଝାଲପଡ଼ା, ଅତଲାପୁର, ବ୍ରହ୍ମବରଦା, ମହେଶ୍ୱରପୁର, ବରୁଆଁ ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ...

ଅଲଗା ସମୟରେ ହେବ ଲୋକ ସଭା, ରାଜ୍ୟ ସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୧: ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଓ ରାଜ୍ୟ ସଭା ଅଲଗା...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ...

କରୋନା ନୂଆ ଷ୍ଟ୍ରେନ୍‌ରେ ଆଉ ୪ ସଂକ୍ରମିତ ହେବା ପରେ ସଂଖ୍ୟା ଛୁଇଁଲା ୨୯: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,...

କରୋନା କଟକଣାକୁ ଫୁ: ସନ୍ଧ୍ୟା ହେଲେ ଜମୁଛି ଲୁଡୁ, ତାସ୍‌ ଆସର

ଚୌଦ୍ୱାର,୧୩ା୪(ଡି.ଏନ୍‌.ଏ.): କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହି...

ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍‌ ହୁତି ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍‌-ସୌଦି ସମ୍ପର୍କରେ...

Advertisement
Archives

Model This Week