Home

ଭାଙ୍ଗିଗଲା ବିଶ୍ୱର ନମ୍ବର ୧ ଅଲରାଉଣ୍ଡରଙ୍କ ବିବାହ

ଅଷ୍ଟ୍ରେଲିଆ କ୍ରିକେଟର ଏଲିସ୍‌ ପେରିଙ୍କ ବିବାହ ବିଚ୍ଛେଦ ଘଟିଛି। ସ୍ବାମୀ ତଥା ରଗବୀ ଖେଳାଳି ମ୍ୟାଟ୍‌ ଟୋମୁଆଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ପେରି। ୨୦୧୫ରେ ମ୍ୟାଟ୍‌ ଏବଂ ପେରି ବିବାହ କରିଥିଲେ। ଦୁହଁିଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ…

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଦୈନଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତରେ ଗତ ୨୪ରୁ ଆଜି…

ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିଲେ କାନ୍ଦିଲେ ଏହି କ୍ରିକେଟର

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ ଶୁକ୍ରବାର ଓଟିଟ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ମାତ୍ରେ ସବୁ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ। ଆଇଏମ୍‌ଡିବି ପକ୍ଷରୁ ଫିଲ୍ମକୁ ୯.୭ ରେଟିଂ ମିଳିଛି। ପ୍ରଶଂସକ…

କେନ୍ଦୁଝରରେ ରେକର୍ଡ ଭାଙ୍ଗିଲା କରୋନା, ଆଜି ଗୋଟିଏ ଦିନରେ…

କେନ୍ଦୁଝର,୨୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ୧୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ସବୁଦିନର ରେକର୍ଡ ଭାଙ୍ଗିଛି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୧୦ରେ ପହଞ୍ଚିଛି। ଶନିବାର ଦୁଇଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ସୁସ୍ଥସଂଖ୍ୟା ୩୯୧ ଥିବା…

ପ୍ରଥମଥର ପାଇଁ ପିତା ହେଲେ ଏହି କ୍ରିକେଟର

ଅଷ୍ଟ୍ରେଲିଆ କ୍ରିକେଟର ଉସ୍‌ମାନ ଖ୍ବାଜା ପ୍ରଥମଥର ପାଇଁ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରେଚେଲ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଖ୍ବାଜା ଇନ୍‌ଷ୍ଟାଗ୍ରାମରେ ଝିଅର ଫଟୋ ଶେୟାର କରି ନିଜ ପ୍ରଶଂସକଙ୍କ ଏହି ଖୁସି ଖବର ଜଣାଇଛନ୍ତି। ଫଟୋରେ ସ୍ତ୍ରୀ…

ପ୍ରଥମଥର ପାଇଁ ୩୦ ଜିଲାରୁ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ରବିବାର ରାଜ୍ୟରେ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁଖ୍ୟକଥା ହେଲା ପ୍ରଥମଥର ପାଇଁ ୩୦ ଜିଲାରୁ ଏହି ରୋଗୀମାନେ ଚିହ୍ନଟ…

ମାଉଥ୍‌ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…

ଷ୍ଟକ୍‌ହୋମ୍‌, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି ପାରିନି। ଏପରିସ୍ଥଳେ ସ୍ବିଡେନ୍‌ର କେତେକ ଗବେଷକ ଦାବି କରିଛନ୍ତି ଯେ, ସାଧାରଣ ଥଣ୍ଡା ଏବଂ…

ଚୌଦ୍ୱାର ଜେଲ୍‌ରେ ପହଞ୍ଚିଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ୍‌

ଚୌଦ୍ୱାର,୨୭।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରୁ ଜଣେ ଓ୍ବାର୍ଡର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଜେଲର ୧୩ଜଣ କଏଦୀ ଓ ୧୨ଜଣ କର୍ମଚାରୀଙ୍କ ନମୁନା ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିଲା। ଶନିବାର ରିପୋର୍ଟ ଆସିବା ପରେ…

ହଷ୍ଟେଲରେ ପଶି ଝିଅମାନଙ୍କୁ ହଇରାଣ କରୁଥିଲେ ଏହି ଯୁବକ, ଆଉ ତା’ ପରେ…

ଝିଅମାନଙ୍କ ହଷ୍ଟେଲରେ ପଶି ଜଣେ ଯୁବକ ସେମାନଙ୍କୁ ନାନା ହଇରାଣ କରୁଥିଲେ। ଏପରିକି ଏକାକୀ ରହୁଥିବା ଝିଅ ଏବଂ ମହିଳାମାନଙ୍କୁ ଟାର୍ଗେଟ୍‌ କରି ତାଙ୍କ ଘରେ ପଶୁଥିଲେ। ପରେ ସୋମାନଙ୍କ ଅନ୍ତବସ୍ତ୍ର ଚୋରି କରି ଗୋଟିଏ ଜାଗାରେ ଏକାଠି କରି ବ୍ଲେଡ୍‌ରେ…

କରୋନା ପାଇଁ ୨ ମାସ ଡାକ୍ତରଖାନାରେ ରହିଲେ ଏହି ବ୍ୟକ୍ତି, କାଟିବାକୁ ପଡ଼ିଲା ଦୁଇ ହାତର ଆଙ୍ଗୁଠି: ଜାଣନ୍ତୁ..

ମହାମାରୀ କରୋନା ସହ ଲଢ଼ୁଛି ସାରା ବିଶ୍ୱ। ଏଭଳି ସ୍ଥିତିରେ ପ୍ରତ୍ୟେହ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ କରୋନାକୁ ହରାଇ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଅନ୍ୟମାନଙ୍କ ସହ ନିଜର ମନକଥା ବାଣ୍ଟୁଛନ୍ତି। ସେମାନେ କେଉଁ…

୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ: ପ୍ରଶାସନର ବଢ଼ିଲା ଚିନ୍ତା

ବେଙ୍ଗାଲୁରୁ, ୨୬।୭: କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ୨ ଶହ ନୁହେଁ, ଏକାଥରକେ ୩ ହଜାରରୁ ଅଧିକ…

ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକେ ଖଟିଆରେ ନେବା ପରେ ଆମ୍ବୁଲାନ୍ସରେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏହି ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri