ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୮.୭୬ ପ୍ରତିଶତ
ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍ କରିଛନ୍ତି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…
୭୦ ପିଲାଙ୍କୁ ଟିକା ଖୁଆଇଥିବା ମହିଳା କରୋନା ପଜିଟିଭ୍, ଗାଁରେ ଆତଙ୍କ
ଭୋପାଳ,୨୯।୭: ମଧ୍ୟପ୍ରଦେଶର ଖରଗୋନରେ ୭୦ ପିଲାଙ୍କୁ ଟିକା ଖୁଆଇବାକୁ ଦେଇଥିବା ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏକ ଟିମ୍ ୫ ବର୍ଷରର ୭୦ ପିଲାଙ୍କୁ ଭିଟାମିନ୍ ଏ ଔଷଧ ଖୁଆଇବାକୁ ଦେଇଥିଲେ। ସେହି ଟିମ୍ରେ ସାମିଲ ଥିଲା…
ଭାଇର ସୁରକ୍ଷା ପାଇଁ ‘କୋଭିଡ୍ ରାଖୀ’
କରୋନା ମହାମାରୀ ଯୋଗୁ ପୂଜା, ପର୍ବପର୍ବାଣିରେ କଟକଣାର ଟ୍ୟାଗ୍ ଝୁଲୁଛି। ଉତ୍ସବ ପାଳିବାକୁ ବି ସୁଯୋଗ ମିଳୁନି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗକୁ ଆସୁଥିବା ରାଖୀ ପୂର୍ଣ୍ଣିମା ପାଇଁ କଟକର ଜଣେ ଯୁବକ ଭିନ୍ନ ଧରଣର ପ୍ରୟାସ କରି ଚର୍ଚ୍ଚାକୁ…
ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି
ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢୁଛି। ଏ ପର୍ଯ୍ୟନ୍ତ କରୋନାଠୁ ରକ୍ଷା ପାଇବା ପାଇଁ କୌଣସି…
ବସ୍ତିରୁ ବଢୁଛି ସଂଖ୍ୟା, ଚିନ୍ତାରେ ବିଏମ୍ସି
ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୫ଦିନ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଉପରେ ଥିବାବେଳେ ଦୁଇଥର ୨୦୦ ଅତିକ୍ରମ କରିଛି। କେବଳ ଜୁଲାଇରେ ଏଯାବତ୍ ୨୦୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୫୬…
ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ
ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ ସରପଞ୍ଚ ଜମିକୁ ଯେପରି ହେଲେ ପାଣି ନେବେ ବୋଲି ପ୍ରୟାସ ଆରମ୍ଭ କରି ସେଥିରେ…
କରୋନାରେ ପ୍ରାଣ ହରାଇଲେ ସେନକୋ ଗୋଲ୍ଡ ଚେୟାରମ୍ୟାନ୍
କୋଲକାତା,୨୯।୭: ଅଳଙ୍କାର ରିଟେଲିଂ କମ୍ପାନୀ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନ ଶଙ୍କର ସେନଙ୍କର ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କମ୍ପାନୀ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।…
ବିଧାୟକ-ପୋଲିସ ମୁହାଁମୁହିଁ
ସମ୍ବଲପୁର,୨୯।୭(ବ୍ୟୁରୋ): କରୋନା କଟକଣା ଯୋଗୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି। ହେଲେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ପାଇଁ…
ଖୁସି ବାଣ୍ଟୁଛି ଆବିଲିଟି ବଜାର
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ପବିତ୍ର ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିବର୍ଷ ପାଳନ କରାଯାଇଥାଏ ରାଖୀ ପୂର୍ଣ୍ଣିମା। ଭଉଣୀ ହାତରୁ ଭାଇ ରାଖୀ ପିନ୍ଧି ତା’ର ସୁରକ୍ଷା ଓ ଦୁଃଖସୁଖରେ ସାଥିରେ ଛିଡ଼ାହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥାଏ। ଏହି ପର୍ବକୁ ପ୍ରତିବର୍ଷ ଧୁମ୍ଧାମରେ…
ବିବାହ କରୁଛନ୍ତି କି, ଏଣିକି ଜଗିବ ପୋଲିସ
ମନାଲି,୨୯।୭: ହିମାଚଳ ପ୍ରଦେଶର ପର୍ଯ୍ୟଟନ ସହର ମନାଲିରେ ବିବାହ ଉତ୍ସବ ଏବେ ପ୍ରଶାସନ ଏବଂ ପୋଲିସର ତତ୍ତ୍ୱାବଧାନରେ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନାଲି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ନିକଟରେ ମନାଲିରେ ଦୁଇଟି କରୋନା ପଜିଟିଭ୍ ମାମଲା ସାମ୍ନାକୁ…
ୟୁଏନ୍ ‘କ୍ଲାଇମେଟ୍ ଚେଞ୍ଜ’ ଗ୍ରୁପ୍ରେ ଓଡ଼ିଆ ଆଦିବାସୀ ଝିଅ
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ୟୁନାଇଟେଡ୍ ନେସନ୍ସ (ମିଳିତ ଜାତିସଂଘ)ର ‘କ୍ଲାଇମେଟ୍ ଚେଞ୍ଜ’ ବା ଜଳବାୟୁ ପରିବର୍ତ୍ତନ ୟୁଥ୍ ଆଡ୍ଭାଇଜରି ଗ୍ରୁପ୍ରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଝିଅ। ସୁନ୍ଦରଗଡ଼ ଜିଲାର ଖଡ଼ିଆ ଆଦିବାସୀ ସମ୍ପ୍ରଦାୟର ଝିଅ ଅର୍ଚ୍ଚନା ସୋରେଙ୍ଗ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ…
ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ସୁରକ୍ଷା ଦେଇପାରୁନି ବନ ବିଭାଗ
ଅସମାପିକା ସାହୁ ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ବାଘ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜୁଲାଇ ୨୯ତାରିଖରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ୨୦୧୦ରେ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଏହି ସମ୍ପର୍କିତ ନିର୍ଣ୍ଣୟ ନିଆଯାଇଥିଲା।…
Archives


