ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…
ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ ସମର୍ଥନ କରିବେ। ସେମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍, ବ୍ରିଟେନ୍, ଜର୍ମାନୀ ଆଦି…
ମୁକେଶ ଅମ୍ବାନୀଙ୍କ ସମଦୁଣୀ କିଏ ଜାଣନ୍ତି? ମନମୋହନ ସିଂହଙ୍କ ସହ କରିଛନ୍ତି କାମ, ମିଳିଛି ପଦ୍ମଶ୍ରୀ ସମ୍ମାନ
ଏସିଆର ସବୁଠାରୁ ଧନୀବ୍ୟକ୍ତି ଏବଂ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ନିଜ ଝିଅ ଈଶାଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ କରିଛନ୍ତି। ଆନନ୍ଦ ପିରାମଲ ଏଣ୍ଟରପ୍ରାଇଜେସ୍ର ମାଲିକ ଅଜୟ ପିରାମଲ ଏବଂ ସ୍ବାତୀ ପିରାମଲଙ୍କ ପୁଅ। ସ୍ବାତୀଙ୍କୁ ପଦ୍ମଶ୍ରୀ ସମ୍ମାନରେ…
ଆଜି ଆଉ ୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୫୩୮ରେ ପହଞ୍ଚିଲା
ଭୁବନେଶ୍ୱର,୫।୯(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୩୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ୨ କରୋନା…
CORONAVIRUS UPDATE: ରାଜ୍ୟରୁ ଆଜି ୩,୫୪୩ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧କୁ ବୃଦ୍ଧି
ଭୁବନେଶ୍ୱର,୫ା୯(ବ୍ୟୁରୋ): ଶନିବାର ମୋଟ୍ ୩୦ ଜିଲାରୁ ୩୫୪୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୦, ୨୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ…
୮ ବୃଦ୍ଧଙ୍କୁ ବିବାହ କରି କଳାକନା ବୁଲାଇଲେ ଯୁବତୀ
ଲକ୍ଷ୍ନୌ, ୫।୯: ଗତ ୧୦ ବର୍ଷ ମଧ୍ୟରେ ୮ ଜଣ ବୃଦ୍ଧଙ୍କୁ ବିବାହ କରି ପରେ ଘରେ କଳାକନା ବୁଲାଇଥିବା ଜଣେ ଯୁବତୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ଯୁବତୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଗାଜିଆବାଦ୍ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ…
ସବୁ ରେକର୍ଡ ଭାଙ୍ଗି କନ୍ଦାଇଲାଣି କରୋନା
ନୂଆଦିଲ୍ଲୀ,୫।୯: ଦେଶରେ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରି ଚାଲିଛି। ଏବେ ସଂକ୍ରମଣ ପିକ୍ରେ ଥିବା ବେଳେ ଏପର୍ଯ୍ୟନ୍ତ ୨୪ଘଣ୍ଟାରେ ଯେତିକି ସଂକ୍ରମିତ ହୋଇଥିଲେ ସବୁ ରେକର୍ଡକୁ ଭାଙ୍ଗିଛି ଶୁକ୍ରବାର ଆସିଥିବା ରିପୋର୍ଟ। ଉକ୍ତ ରିପୋର୍ଟ ଅନୁଯାୟୀ, ଗତ ୨୪…
୫ ଭାରତୀୟ ଯୁବକଙ୍କୁ ବନ୍ଧକ ରଖିଛି ଚାଇନା
ନୂଆଦିଲ୍ଲୀ, ୫।୯: ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଚାଇନା ସୈନ୍ୟ ଉଠାଇନେଇଛନ୍ତି। ଏସମ୍ପର୍କରେ କଂଗ୍ରେସ ବିଧାୟକ ନନୋଙ୍ଗ୍ ଏରିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଜଣାଇଛନ୍ତି। ରାଜ୍ୟର ସୀମାବର୍ତ୍ତୀ ଉପର ସୁବନସିିରି…
ଗଞ୍ଜାମରୁ ସୁରଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୯(ବ୍ୟୁରୋ): ଗଞ୍ଜାମରୁ ସୁରଟ ଯାଉଥିବା ଏକ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା…
ସ୍ବାମୀଙ୍କ ମୃତ୍ୟୁ ପରେ ଭୁଶୁଡ଼ି ପଡ଼ିଲା ଘର, ପରେ ଏହି ବୃଦ୍ଧାଙ୍କ ଅବସ୍ଥା ଦେଖିଲେ ଆଖିରେ ଆସିବ ଲୁହ
ରାଞ୍ଚି,୫ା୯: ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ଗରିବ ଲୋକଙ୍କୁ ଶୌଚାଳୟ ମିଳୁଛି। ମାତ୍ର କାହା ପାଇଁ ଏହି ଶୌଚାଳୟ ମଧ୍ୟ ମୁଣ୍ଡ ଗୁଞ୍ଜିବାର ରାହା ପାଲଟିଛି। ଯଦିଓ ଏହା ଅତ୍ୟନ୍ତ ଦୁଃଖଦାୟକ ବିଷୟ ତଥାପି ଜଣେ ୭୫ ବର୍ଷୀୟା ବୃଦ୍ଧା ବାଧ୍ୟ…
‘ମଣିଷ ପଣିଆ ଜାରି ରଖ’
ହାଇଦ୍ରାବାଦ୍,୫।୯(ପିଟି): କୋଭିଡ୍-୧୯ ମହାମାରୀ ସମୟରେ ଦେଶବାସୀ ପୋଲିସର ମଣିଷ ପଣିଆକୁ ଦେଖିଛନ୍ତି। ଆଉ ଏହି ମଣିଷ ପଣିଆକୁ ଜାରି ରଖିପାରିଲେ ଦେଶର ପ୍ରଭୁତ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ…
ସାବୁନ୍ ପ୍ୟାକେଟ୍ରେ ସୁନା ଚୋରାଚାଲାଣ, ଏମିତି ନେଉଥିଲେ ଚାଲାଣକାରୀ ଦେଖନ୍ତୁ ଏହି ଭିଡିଓ
ଚେନ୍ନାଇ,୫ା୯: ତାମିଲନାଡୁର ତିରୁଚିରାପଲ୍ଲୀ ବିମାନବନ୍ଦରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୋରା ଚାଲାଣକାରୀ ସାବୁନ ପ୍ୟାକେଟ୍ରେ ସୁନା ଚୋରା ଚାଲାଣ କରୁଥିଲେ। ଜବତ ହୋଇଥିବା ସୁନାର ଦାମ୍ ପ୍ରାୟ ୩୮ଲକ୍ଷ ଟଙ୍କା ବୋଲି ଜଣାଯାଇଛି। Soaps…
ଗଞ୍ଜାମରୁ ସୁରଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୭ ଜଣଙ୍କ ଜୀବନ ଗଲା
ଗଞ୍ଜାମ,୫ା୯(ଡି.ଏନ୍.ଏ): ଗଞ୍ଜାମରୁ ସୁରଟ ଯାଉଥିବା ଏକ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଉକ୍ତ ବସ୍ ସହ ଏକ ଟ୍ରକର ମୁହାଁମୁହିଁ…
Archives


