ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ

ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ ଗିରଫ କରିଥିବା ସରିଫଙ୍କ ଝିଅ ମରିୟମ କହିଛନ୍ତି। ସଫଦର ପିଏମଏଲ-ଏନର ଜଣେ ନେତା। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିପକ୍ଷରେ କରାଚିରେ ଆୟୋଜିତ ଏକ ରାଲିରେ ଯୋଗଦେଇ ଫେରିବା ପରେ ପରେ ପୋଲିସ ସଫଦରଙ୍କୁ ଗିରଫ କରିଛି। ସମ୍ପୃକ୍ତ ରାଲିରେ ଇମ୍ରାନ ଖାନ୍‌ଙ୍କ ଜେଲ୍‌ ପଠାଇଦେବା କଥା କହିଥିଲେ ମରିୟମ। ଫଳସ୍ବରୂପ ସଫଦରଙ୍କୁ ପୋଲିସ ଗିରଫ କରିଥିବା ମରିୟମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ଇସଲାମାବାଦ,୫ ।୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବେଳକୁ ବେଳ ବଢିବାରେ ଲାଗିଛି । ରାଜନୈତିକ ଓ ସାମ୍ବିଧାନିକ ସଙ୍କଟ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା...

ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ପାଇଲଟ୍‌ଙ୍କର ପରଲୋକ

ଓ୍ବାଶିଂଟନ୍‌, ୮।୧୨: ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ବିଶ୍ୱର ପ୍ରଥମ ପାଇଲଟ୍‌ ଚକ ୟେଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ...

ଏଭରେଷ୍ଟ ବେସ୍‌ କ୍ୟାମ୍ପ୍‌ ହଟାଇବ ନେପାଳ…

କାଠମାଣ୍ଡୁ, ୨୧।୬ : ନେପାଳ ଏଭରେଷ୍ଟ ବେସ କ୍ୟାମ୍ପକୁ ହଟାଇବାକୁ ପ୍ରସ୍ତୁତ ହେଉଛି। ଗ୍ଲାସିଅର ତରଳିବା ଏବଂ ଅତ୍ୟଧିକ ମାନବୀୟ କାର୍ଯ୍ୟକଳାପ ଏହାକୁ ଅସୁରକ୍ଷିତ କରିଦେଇଛି।...

ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର...

ଇଟାଲୀରେ ଭୂକମ୍ପ

ରୋମ୍‌,୯ା୧୧: ବୁଧବାର ଇଟାଲୀର ଉତ୍ତର-ପୂର୍ବ ଉପକୂଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା। ଏହି ଭୂକମ୍ପ ଯୋଗୁ କିଛି ଅଟ୍ଟାଳିକାରେ ଫାଟ...

ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା...

ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି...

ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌...

Advertisement
Archives

Model This Week