Home

ଅଡୁଆରେ ଅମୀର

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟନିଷ୍ଟ ଅମୀର ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଲୋନି ବିଧାନସଭା ଆସନରୁ ଭାଜପା ବିଧାୟକ ନନ୍ଦ କିଶୋର ଗୁରଜାର ଅମୀରଙ୍କ…

ଝିଅ ବାହାଘର କଲେ ସରକାର ଦେବେ ୨୦ ହଜାର ଟଙ୍କା

ଲକ୍ଷ୍ନୌ,୩୦ା୧୦: ଉତ୍ତରପ୍ରଦେଶର ଯୋଗୀ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବିଶେଷ ଉପହାର ଦେଇଛନ୍ତି। ଯୋଗୀ ସରକାରଙ୍କ ଘୋଷଣା ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ବିବାହ ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କହିଛନ୍ତି…

ବରଗଡରୁ ନୂଆ ୩୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୬୯କୁ ବୃଦ୍ଧି

ବରଗଡ଼ ଅଫିସ,୩୦।୧୦: ବରଗଡ ଜିଲାରେ ଶୁକ୍ରବାର ପୁଣି ୩୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୩ଜଣ ରହିଥିବା ବେଳେ ବରଗଡ଼ ବ୍ଲକର ୨, ଅତାବିରା ବ୍ଳକର ୩, ପଦ୍ମପୁର ବ୍ଲକର ୧,…

ପଦ୍ମପୁରରେ କୃଷି ବିଲ୍‌ ବିରୋଧରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୩୦।୧୦: କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ଉଠିଛି। ଏହି କ୍ରମରେ ଶୁକ୍ରବାର ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି ଆହ୍ବାନରେ ବରଗଡ଼ ଜିଲା ପଦ୍ମପୁର ଗୋରୁ ମାର୍କେଟ ପରିସରରେ କୃଷକ ଚେତାବନୀ ବିକ୍ଷୋଭ ସମାବେଶ ଅନୁଷ୍ଠିତ…

ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ ଭିଡ଼ି ଯାଇ ଖୁବ୍‌ ସୁନ୍ଦର ଭାବରେ ତା’ ସହ ଲଢ଼ାଇ କରୁଥିବା ଭିଡିଓରେ ଦେଖିବାକୁ…

ଭିଡିଓ ଶୁଟିଂ ହେଲା କାଳ: ମହୁମାଛି ଆକ୍ରମଣରେ ୧ ଗୁରୁତର, ୫ ଆହତ

ବାରିପଦା ଅଫିସ,୩୦।୧୦: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଅଞ୍ଚଳକୁ ୟୁଟ୍ୟୁବ୍‌ ପାଇଁ ଭିଡିଓ ଶୁଟିଂ ଓ ସେଲ୍‌ଫି ନେବାକୁ ଯାଇଥିବା ବେଳେ ୬ ଛାତ୍ର ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରକାଶ…

ବିବାହ ପରେ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୨୪ ତାରିଖରେ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ପଞ୍ଜାବୀ ଗାୟକ ରୋହନପ୍ରୀତ୍‌ ସିଂଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ ସୋସିଆଲ ମିଡିଆରେ କିଛି ରୋମାଣ୍ଟିକ୍‌…

୩ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୩୦।୧୦: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ନେତା। ଦକ୍ଷିଣ କଶ୍ମୀରର କୁଲଗାମ ଜିଲା ଗୁରୁବାର ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ସେମାନେ ହେଲେ କୁଲଗାମ ଭାଜପା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ…

ଏହି ଖେଳାଳିଙ୍କ ସ୍ତ୍ରୀ ଭାରି ଅଳସୁଆ

ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଷ୍ଟାର୍‌ ଖେଳାଳି ଆରୋନ ଫିଞ୍ଚ୍‌ ଦଳକୁ ପ୍ରଥମଥର ଚାମ୍ପିୟନ୍‌ କରାଇବା ପାଇଁ ଲାଗି ପଡିଛନ୍ତି। ଆରସିବି ପକ୍ଷରୁ ଏହା ତାଙ୍କର ପ୍ରଥମ ସିଜିନ୍‌। ବ୍ୟକ୍ତିଗତ ଜୀବନରେ ଫିଞ୍ଚ୍‌ଙ୍କ ପାଇଁ ଆଇପିଏଲ୍‌ ସବୁଠୁ…

ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲା ଚିତାବାଘ: ଆଉ ତାପରେ…

ବାଘର ଅନେକ ଭିଡିଓ ସୋସିଆଲ ମିଡିଆରେ ହେଉ ଅବା ଟିଭିରେ ଆମେ ଦେଖିଛୁ। କେତେବେଳେ ତାକୁ ଚୁପ୍‌ଚାପ୍‌୍‌ ବସିଥିବାର ତ ଆଉ କେତେବେଳେ ବୁଲୁଥିବାର ଦେଖିବାକୁ ମିଳିଥାଏ। ସେମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ଚିତାବାଘ…

୧୦ ଥର ବିବାହ କରିସାରିଲେଣି ଏହି ମହିଳା, ଏବେ ବି ଖୋଜୁଛନ୍ତି ନୂଆ ଜୀବନସାଥୀ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିବାହ କରିବାକୁ ସମସ୍ତେ ଉତ୍ତମ ଜୀବନସାଥୀଟିଏ ଚାହିଁଥାନ୍ତି। ଯାହା ସହିତ ସାରା ଜୀବନ ଭଲରେ କଟିବ। ମାତ୍ର ଆମେରିକାର ଜଣେ ମହିଳା ଗୋଟିଏ ପରେ ଗୋଟିଏ ସ୍ବାମୀ ବଦଳାଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଭଲ ସ୍ବାମୀଟିଏ ପାଇବା ପାଇଁ…

ଏପଟେ ଆଉଟ୍‌ କଲେ ସେପଟେ ଟିପ୍ସ ନେଲେ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି ଏବଂ ୧୭ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ଭଳି ଜଣେ କିମ୍ବଦନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?