ଚକୋଲେଟ୍ ମ୍ୟୁଜିୟମ
ଆପଣମାନେ ବିଭିନ୍ନ ମ୍ୟୁଜିୟମ ସମ୍ପର୍କରେ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ। ମାତ୍ର ଚକୋଲେଟ୍ ମ୍ୟୁଜିୟମ ସମ୍ପର୍କରେ କେବେ ଶୁଣିଛନ୍ତି? ତେବେ ଚକୋଲେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଚକୋଲେଟ୍ର ମଧ୍ୟ ଏକ ମ୍ୟୁଜିୟମ ଖୋଲାଯାଇଛି। ଏହି ଭିନ୍ନ ଧରଣର ମ୍ୟୁଜିୟମ ଚଳିତମାସ…
ଏଲ୍ଓସିରେ ଡ୍ରଗ୍ସ୍ ର଼୍ୟାକେଟର ପର୍ଦ୍ଦାଫାଶ୍
ଶ୍ରୀନଗର, ୨୦।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍ଓସି)ରେ ଏକ ଡ୍ରଗ୍ସ୍ ର଼୍ୟାକେଟର ପର୍ଦ୍ଦାଫାଶ୍ ହୋଇଛି। ଅର୍ନିଆ ସେକ୍ଟରର ବୁଧଓ୍ବାରାଠାରୁ ବିଏସ୍ଏଫ୍ ଯବାନମାନେ ବିପୁଳ ପରିମାଣର ଡ୍ରଗ୍ସ୍ ଜବତ କରିଛନ୍ତି। ରବିବାର ଭୋର୍ ସମୟରେ ଜଣେ ବ୍ୟକ୍ତି ପାକିସ୍ତାନ ପଟୁ ଭାରତରେ…
ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଇସାରା ଦେଲେ ପହଞ୍ଚିଥାଏ ଖାଦ୍ୟ
ବିଶ୍ୱରେ କିଛି ଅଜବ ରେଷ୍ଟୁରାଣ୍ଟ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଉଁଠି ଜେଲ୍ ପରି ତିଆରି ହୋଇଛି ରେଷ୍ଟୁରାଣ୍ଟ ତ ଆଉ କେଉଁଠି ଗଛ ଉପରେ ତ କେଉଁଠି ପାଣି ଭିତରେ। ମାତ୍ର ଆଉ ଏକ ଅଜବ ରେଷ୍ଟୁରାଣ୍ଟ…
ଅଲୋଡ଼ା ପାଇଲଟ୍: ଅପରେଶନ୍ ଲୋଟସ୍-୨ରୁ ଦୂରରେ !
ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା ହାଇକମାଣ୍ଡ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଫ୍ରି ହ୍ୟାଣ୍ଡ୍ ଦେଇଛନ୍ତି। ଏବେ ବସୁନ୍ଧରାଙ୍କ ନେତୃତ୍ୱରେ ରାଜସ୍ଥାନରେ…
କରୋନାରୁ ସୁସ୍ଥ ହେବା ପରେ ହୃଦଘାତ: ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦଙ୍କ ପରଲୋକ
ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର(୬୫)ଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ହୋମ୍ ଆଇସୋଲେଶନରେ ରହିଥିଲେ। ରବିବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ…
କରୋନା ସଂକ୍ରମଣ ରୋକିବାକୁ ପୁଣି କଠୋର ହେଲେ ରାଜସ୍ଥାନ ସରକାର
ଜୟପୁର,୨୦ ।୯: କରୋନା ସଂକ୍ରମଣ ଦେଶରେ କମ୍ ହେବା ପରିବର୍ତ୍ତେ ବଢିବାରେ ଲାଗିଛି । ରାଜସ୍ଥାନ ସରକାର ଏହାକୁ ଦେଖି ୧୧ ଜିଲା ମୁଖ୍ୟାଳୟରେ ସର୍ବସାଧାରଣ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି । ଏହା ବ୍ୟତୀତ କୌଣସି ସ୍ଥାନରେ ୫ରୁ…
ରାଜ୍ୟରେ ୭ଶହ ଟପିଲା କରୋନା ମୃତ୍ୟୁ: ଆଜି ଗଲା ୧୦ ମୁଣ୍ଡ; କଟକ-ପୁରୀରୁ ସର୍ବାଧିକ
ଭୁବନେଶ୍ୱର,୨୦।୯(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୦ ବର୍ଷୀୟ ପୁରୁଷ,କଟକର ୬୯ବର୍ଷୀୟ ବୃଦ୍ଧ, ୮୪ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୬୮ବର୍ଷୀୟ ବୃଦ୍ଧ, କଳାହାଣ୍ଡିର ୬୫ ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର ୯୨ବର୍ଷୀୟ ବୃଦ୍ଧ, ମୟୂରଭଞ୍ଜର ୮୦ବର୍ଷୀୟ…
ଚାଇନାର ଦାଦାଗିରି: ନେପାଳରେ ବେଆଇନ ଭାବେ ନିର୍ମାଣ କରିଛି ୯ ବିଲ୍ଡିଂ
କାଠମାଣ୍ଡୁ, ୨୦।୯: ଭାରତରେ ବେଆଇନ ଜମି ଦଖଲ କରିଥିବା ଚାଇନା ଏବେ ନେପାଳରେ ମଧ୍ୟ ନିଜର ଦାଦାଗିରି ଆରମ୍ଭ କରିଛି। ନେପାଳ ସୀମାରେ ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଚାଇନା ୯ ବିଲ୍ଡିଂ ନିର୍ମାଣ କରିଛି। ନେପାଳର ହୁମ୍ଲା ଜିଲାର ସୀମାବର୍ତ୍ତୀ…
ବଢୁଛି କରୋନା କାୟା: ଆଜି ଚିହ୍ନଟ ହେଲେ ୪,୩୩୦ ଆକ୍ରାନ୍ତ; ମୋଟ ସଂଖ୍ୟା ୧,୭୯୮୮୦କୁ ବୃଦ୍ଧି
ଭୁବନେଶ୍ୱର,୨୦।୯(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୪,୩୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨,୫୫୬ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧,୭୭୪ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୯,୮୮୦କୁ ବୃଦ୍ଧି…
ଟ୍ରମ୍ପ୍ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା
ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍ ନାମକ ଜହର ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜହରକୁ କାଷ୍ଟର ବିନ୍ସ୍ରୁ ପ୍ରସ୍ତୁତ କରାଯାଇଥାଏ। ପ୍ରାୟତଃ…
ଚିକିତ୍ସାଠୁ ବଳିଗଲା ସ୍ଥାନାନ୍ତର ଯାତନା
କଟକ ଅଫିସ, ୨୦।୯: ଜଣେ ସଙ୍କଟାପନ୍ନ ନାବାଳିକାଙ୍କୁ ୯ଦିନରେ ୫ଟି ହସ୍ପିଟାଲ ସ୍ଥାନାନ୍ତର କରାଗଲାଣି। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା କୌଣସି ଏକ ଦୁର୍ଘଟଣା ପରେ…
୪୨ ପ୍ରତିଶତ କମିଲା ରାଜସ୍ବ ଆଦାୟ:ଯାନବାହନ କ୍ଷେତ୍ର ବିପର୍ଯ୍ୟସ୍ତ
ଭୁବନେଶ୍ୱର,୨୦। ୯(ବ୍ୟୁରୋ): କରୋନା ମହାମାରୀ ସ୍ବାସ୍ଥ୍ୟ ସେବା ସହିତ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ରାଜକୋଷ ଉପରେ ଏହାର ପ୍ରଭାବ ପଡିଛି। ମାର୍ଚ୍ଚ ମାସ ଲକ୍ଡାଉନ ପରଠାରୁ ଯାନବାହନ ବିକ୍ରି ଏକ ପ୍ରକାର…
Archives


