Home

ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି

ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ ବଲିଉଡ୍‌ କଳାକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ଜବାବ ମଧ୍ୟ ଦେଇଥିଲେ ମୋଦି।…

ସାମାଜିକ ଦୂରତା ରକ୍ଷା କରି ଛାତ ଉପରେ ମେଲୋଡି ପାର୍ଟି, ବାଲକୋନିରେ ଠିଆ ହୋଇ ମଜା ନେଲେ ଲୋକେ

କରୋନା ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଏହି ଘାତକ ଭୂତାଣୁର ଆଜିପର୍ଯ୍ୟନ୍ତ ଭ୍ୟାକ୍ସିନ ବା ଟିକା ବାହାରିନାହିଁ। ଏହି ଭୂତାଣୁରୁ ମୁକ୍ତି ପାଇବା ପାଇଁ ଲୋକେ ନୂଆ ନୂଆ ତରିକା ଆପଣାଉଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ…

ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ

ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ ୪୫୦ ଜଣ ଭାରତୀୟମାନେ ବାଧ୍ୟ ହୋଇ ରାସ୍ତାରେ ଭିକ ମାଗିଥିଲେ। ଏହାର ଭିଡ଼ିଓ ସୋସିଆଲ୍‌…

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଠିକ୍‌ ହୋଇଥାନ୍ତା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯।୯: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଭଲ ହୋଇଥାନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର ସୂଚନା ଦେଇଛନ୍ତି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ମନୁଷ୍ୟ ତାର ଜୀବନରେ ବାସ୍ତବ ସୁଖକୁ ଖୋଜିବୁଲେ। ହେଲେ ଏହା ପ୍ରତ୍ୟେକ…

ଏତେ ଶବ୍ଦ ଥାଇ ଫୋନ୍‌ ଉଠାଇବା କ୍ଷଣି ଲୋକେ ହ୍ୟାଲୋ କାହିଁକି କହିଥାନ୍ତି ଜାଣନ୍ତି

ଆମେ ସମସ୍ତେ ଦେଖୁଛେ ବା ଶୁଣୁଛେ ଲୋକେ ଫୋନ୍‌ ଉଠାଇବା ମାତ୍ରେ ହ୍ୟାଲୋ କହିଥାନ୍ତି। ହ୍ୟାଲୋ କହିବା ପରେ ହିଁ କଥାବାର୍ତ୍ତା ଆରମ୍ଭ ହୁଏ। ମନକୁ କେବେ ପ୍ରଶ୍ନ ଆସିଛି କି ଏତେ ସବୁ ଶବ୍ଦ ଥାଇ ଫୋନ୍‌ ଉଠାଇଲେ ଲୋକେ…

ଚାଇନାରେ ନୂଆ ମହାମାରୀ: ୩ ହଜାରରୁ ଅଧିକ ପଜିଟିଭ୍‌

ବେଜିଂ, ୧୯।୯: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ଏକ ନୂଆ ମହାମାରୀ ଦେଖାଦେଇଛି। ଏହି ନୂଆ ମହାମାରୀରେ ଚାଇନାର ୩ ହଜାର ୨୪୫ ଲୋକ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୨୧ ହଜାର ୮୪୭ ଜଣ ଲୋକଙ୍କ ନମୁନା…

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ଏହି ବିରଳ ରେକର୍ଡକୁ ପୁରିଲା ୧୩ ବର୍ଷ; ପୋଷ୍ଟ ଲେଖି ମନେପକାଇଲେ

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଇଲଂଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ କରିଥିଲେ। ଶନିବାର ଉକ୍ତ ରେକର୍ଡକୁ ୧୩ ବର୍ଷ ପୁରିଛି। ଷ୍ଟୁଆର୍ଟ ବ୍ରୋଡ୍‌ଙ୍କ ପ୍ରତିଟି…

କରୋନା ପରେ ଆଫ୍ରିକାରେ ନୂଆ ବିପଦ

ଖାର୍ଟୁମ୍‌, ୧୯।୯: କରୋନା ମହାମାରୀ ସଂକ୍ରମଣ ପରେ ଆଫ୍ରିକାର ବହୁ ଦେଶରେ ଏବେ ନୂଆ ବିପଦ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ପୂର୍ବ ଆଫ୍ରିକାର ନଦୀଗୁଡ଼ିକରେ ବନ୍ୟା ଆସିଛି। ଏହାଯୋଗୁ ଲୋକଙ୍କ ବାସ ଉଜୁଡ଼ି ଯାଇଛି। ବନ୍ୟା ସାଙ୍ଗକୁ ଖାଦ୍ୟର ଅଭାବ…

ଅମୃତସରରେ ଗର୍ଜିଲେ କୃଷକ

ଅମୃତସର,୧୯ ।୯: ପଞ୍ଜାବର ଅମୃତସରରେ ଶନିବାର କୃଷି ବିଲ୍‌କୁ ବିରୋଧ କରି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଏମାନେ କୌଣସି ପରିସ୍ଥିତିରେ କୃଷି ବିଲ୍‌କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ଏମାନେ କହିଛନ୍ତି କୃଷି ଅଧ୍ୟାଦେଶ…

ପ୍ରତି ମିନିଟ୍‌ରେ ୨୩ ଲକ୍ଷ ଟଙ୍କା ରୋଜଗାର କରନ୍ତି ମୁକେଶ ଅମ୍ବାନୀ: ଅନେକ ଦେଶର ଜିଡିପିଠାରୁ ବି ଅଧିକା ତାଙ୍କର ସମ୍ପତ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ହୁ ହୁ ହୋଇ ବଢ଼ିଛି। କୁହାଯାଏ ଜଣେ ମଣିଷ ଯେତିକି ସମୟରେ ଗୋଟିଏ କପ୍‌ ଚା’ ଶେଷ କରିଥାଏ ସେତିକି…

ଶିକ୍ଷାଦାନ ପ୍ରଣାଳୀକୁ ପୁନର୍ଜୀବିତ କରିବା ଏନ୍‌ଇପିର ଲକ୍ଷ୍ୟ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୯।୯: ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୦ର ପ୍ରଚଳନ କରାଯାଇଛି। ଏହାଦ୍ୱାରା ସମାଜରେ ଗୁଣବତ୍ତାଯୁକ୍ତ ଶିକ୍ଷାର ପ୍ରସାର ସମ୍ଭବ ହେବ। ଏନ୍‌ଇପି ଶିକ୍ଷା ପ୍ରଣାଳୀକୁ ପୁନର୍ଜୀବିତ କରିବାକୁ ସକ୍ଷମ ହେବ ବୋଲି ରାଷ୍ଟ୍ରପତି ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri