ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବ ନାସା
ଓ୍ବାଶିଂଟନ, ୨୨।୯: ଆଗାମୀ ଦିନରେ ମହିଳା ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଏନେଇ ନାସା ପକ୍ଷରୁ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ୨୦୨୪ରେ ନାସା ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାର ଯୋଜନା କରିଛି। ଏସମ୍ପର୍କରେ ନାସାର ପ୍ରଶାସକ ଜିମ୍ ବ୍ରିଡେନ୍ଷ୍ଟାଇନ୍…
କରୋନା ମୁକାବିଲା: ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): କରୋନା ସାରା ବିଶ୍ୱରେ ଏକ ବଡ ବିପଦ ସୃଷ୍ଟି କରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି-ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପାର୍ଲାମେଣ୍ଟରେ ଓଡିଶାର କୋଭିଡ ପରିଚାଳନା ନେଇ ଭାଜପା ସଦସ୍ୟ ଅଭିଯୋଗ ଆଣୁଥିବା ବେଳେ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
୨୦୨୦ ବଲିଉଡ୍ ପାଇଁ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ପରେ ଜଣେ ଅଭିନେତ୍ରୀଅଭିନେତା ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଜଣାଶୁଣା ଅଭିନେତ୍ରୀ ଆଶାଲତା ୱାବଗାଓଁକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ମଙ୍ଗଳବାର…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ
ଶ୍ରୀନଗର, ୨୨।୯: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ୯୨-ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୁଦଗାମ୍ର ଚରାର-ଇ-ଶରିଫ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା…
ଅନୁଷ୍କାଙ୍କ ବେବି ବମ୍ପ ଦେଖି ଏମିତି କହିଲେ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ଏହା ପ୍ରକାଶ କରିଥିଲେ। ନିକଟରେ ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।…
୨୪ ଘଣ୍ଟାରେ ଲକ୍ଷେରୁ ଅଧିକ ସୁସ୍ଥ
ନୂଆଦିଲ୍ଲୀ, ୨୨।୯: ଭାରତ ପୃଥିବୀରେ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ଲକ୍ଷେ ଏକ ହଜାର ୪୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ…
ସେପ୍ଟେମ୍ବର ୨୪ରେ ବିରାଟ କୋହଲିଙ୍କ ସହ କଥା ହେବେ ମୋଦି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୨।୯: ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତା ମିଲିନ୍ଦ ସୋମନଙ୍କ ସହ ଆଲୋଚନା କରିବେ। ସେହି ଦିନ ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ପାଳନ କରାଯିବ। ଏହି ସମୟ…
ଝାଡୁ ଯୋଗୁ ବ୍ୟାପିପାରେ କରୋନା!
ନୂଆଦିଲ୍ଲୀ,୨୨।୯: ଦେଶରେ କରୋନା ଭୂତାଣୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ଭିତରେ କରୋନା ବିଷୟରେ ବିଶ୍ୱବ୍ୟାପୀ ଅନୁସନ୍ଧାନ ଚାଲିଛି। ନିକଟରେ ଏହା ସହ ଜଡିତ କିଛି ତଥ୍ୟ ପ୍ରକାଶ ପାଇଛି। ଏମ୍ସର ଜଣେ ଡାକ୍ତର ଦାବି କରିଛନ୍ତି ଯେ, ଝାଡୁ…
ଧାରଣା ଦେଉଥିବା ୮ ଏମ୍ପିଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପବାଚସ୍ପତି ହରିବଂଶ
ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ଶୃଙ୍ଖଳା ଭଙ୍ଗ କରିଥିବାରୁ ୮ ଏମ୍ପିଙ୍କୁ ନିଲମ୍ବିତ କରାଯାଇଛି। ଏମ୍ପିମାନେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ସାରା ରାତି ଧାରଣାରେ ବସିଛନ୍ତି। ମଙ୍ଗଳବାର ସକାଳେ ଏମ୍ପି ମନେଇବା ପାଇଁ ରାଜ୍ୟ ସଭା…
କଟକଣା ମଧ୍ୟରେ ଖୋଲିଲା ସ୍କୁଲ
ନୂଆଦିଲ୍ଲୀ,୨୨।୯(ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ସ୍କୁଲ କଲେଜ ସୋମବାର କଟକଣା ମଧ୍ୟରେ ଖୋଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅନ୍ଲକ୍-୪ ଗାଇଡଲାଇନ୍ ଅନୁସାରେ ଦେଶର କେତେକ ରାଜ୍ୟରେ ସ୍ବେଚ୍ଛାକୃତ ଭାବେ ବିଦ୍ୟାଳୟଗୁଡ଼ିକୁ ଆଂଶିକ ଭାବେ…
ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍
ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଏକ କାସ୍ ମ୍ୟାଚ୍ ଥିଲା। କାରଣ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନେ ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି…
୬୦ ବର୍ଷୀୟ ପୂର୍ବତନ ସିଇଓ ଚାକିରି ପାଇଁ କଲେ ଏମିତି କାମ: ମିଳିଲା ଅନେକ ଅଫର
ବୟସ କେବଳ ଏକ ସଂଖ୍ୟା ମାତ୍ର। ଯଦି କୌଣସି ବ୍ୟକ୍ତିର କିଛି କରିବାକୁ ଆଗ୍ରହ ଥାଏ, ତେବେ ସେ ଯେକୌଣସି ବୟସରେ କିଛି ବି ହାସଲ କରିପାରିବେ । ସ୍କଟଲ୍ୟାଣ୍ଡର ୬୦ ବର୍ଷିୟ ପଲ୍ ମାର୍କସ୍ ସେମିତି କିଛି କରି ଦେଖାଇଛନ୍ତି…
Archives


