Home

ଆମେରିକା ରାଷ୍ଟ୍ରପତିଙ୍କଠାରୁ ସୁଶାନ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ଗଣମାଧ୍ୟମ

ନୂଆଦିଲ୍ଲୀ,୧୨।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମର ଚର୍ଚ୍ଚାକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ। ସେ କହିଛନ୍ତି ଯେ ସୁଶାନ୍ତ ତାଙ୍କ ଜୀବନ କାଳରେ ଯେତିକି ପ୍ରସିଦ୍ଧ ନ ଥିଲେ, ସେ…

ଜୋତାରେ ଥିଲା ସାପ: ଏସ୍‌ପିଙ୍କୁ ମାରିଲା ଚୋଟ

ପାନ୍ନା, ୧୨।୮: ମଧ୍ୟପ୍ରଦେଶ ପାନ୍ନାରେ ଏକ ଅଭାବନୀୟ ଘଟଣା ଘଟଛି। ମଙ୍ଗଳବାର ସ୍ଥାନୀୟ ଏସ୍‌ପିଙ୍କୁ ସାପ ଦଂଶନ କରିଛି। ମଙ୍ଗଳବାର ଏସ୍‌ପି ମୟଙ୍କ ଅଓ୍ବସ୍ତିି ଘରୁ କାର୍ଯ୍ୟାଳୟକୁ ବାହାରୁଥିଲେ। ସେ ଜୋତା ପିନ୍ଧିବା ସମୟରେ ଏଥିରେ ଲୁଚିଥିବା ସାପ ତାଙ୍କ ହାତକୁ…

ସ୍ବାମୀଙ୍କ ପାଇଁ ହସ୍ପିଟାଲରେ ବାସନ ମାଜିବାକୁ ପଛାଇଲେନି ସ୍ତ୍ରୀ: ଜାଣନ୍ତୁ କାହିଁକି…

ସ୍ତ୍ରୀ, ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ନିବିଡ଼। ଏହାକୁ ପ୍ରମାଣକରି ଦେଖାଇଛନ୍ତି ଆମେରିକାର ଫ୍ଲୋରିଡାର ମେରି ଡାନିଏଲ। ସ୍ବାମୀଙ୍କ ପାଇଁ ସେ ବାସନ ମାଜିବାକୁ ମଧ୍ୟ ପଛାଇ ନାହାନ୍ତି। ମେରିଙ୍କ ସ୍ବାମୀ ଷ୍ଟିଭ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ଚିକିତ୍ସା ପାଇଁ…

ଆସନ୍ତା ୨୧ରୁ ଯୁକ୍ତ ୨ ଆଡ୍‌ମିଶନ୍‌ ପାଇଁ ଆବେଦନ କରିପାରିବେ ଛାତ୍ରୀଛାତ୍ର, ଜାଣନ୍ତୁ କେତେ ରହିଛି ଫି’..

ଭୁବନେଶ୍ୱର,୧୨।୮(ବ୍ୟୁରୋ): ଚଳିତ ବର୍ଷ +୨ ଆଡମିଶନ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୧ରୁ ଛାତ୍ରୀଛାତ୍ରମାନେ +୨ ଆଡମିଶନ ପାଇଁ ଆବେଦନ କରିପାରିବେ। ସାମ୍‌ସ ସେଣ୍ଟର ଜରିଆରେ ଅନ୍‌ଲାଇନ୍‌ରେ…

ପାହାଡ଼ ଉପରେ ବସିଛି ଅଜବ ଜୀବ, ଯିଏ ଦେଖୁଛି ଉଡ଼ିଯାଉଛି ହୋସ୍‌

ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡୁଛନ୍ତି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାହାଡ଼ ଉପରେ କଳା…

ରିୟାଙ୍କ ପାଇଁ ଗାଳି ଖାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ମୁମ୍ବାଇ,୧୨।୮: ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ପାଖକୁ ଗତ କିଛି ଦିନ ହେବ ଏତେ ଅଜଣା କଲ୍‌ ଆସୁଥିଲା,ଯେ ସେ ମାତ୍ର ୩ ଦିନରେ ନିଜ ମୋବାଇଲ୍‌ ନମ୍ବର ବଦଳାଇବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପାଖକୁ ଏତେ କଲ୍‌ ଆସିବାର କାରଣ ହେଉଛି,…

ଏହି ସୁପରହିଟ୍‌ ଫିଲ୍ମର ୩ ମିନିଟର ଦୃଶ୍ୟର ଶୁଟିଂ ପାଇଁ ଲାଗିଥିଲା ୩ ବର୍ଷ: ଜାଣନ୍ତୁ…

ମହାନାୟକ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଶୋଲେ’ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ସିନେମା ମଧ୍ୟରେ ଅନ୍ୟତମ। ଅମିତାଭ, ଧର୍ମେନ୍ଦ୍ରଙ୍କ ସମେତ ଫିଲ୍ମର ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ହେମା ମାଲିନୀ, ସଞ୍ଜୀବ କୁମାର, ଜୟା…

ଆମେରିକାରେ କମଳା ଜିତିଲେ ଭାରତର କି ହେବ ଲାଭ !

ୱାଶିଂଟନ, ୧୨।୮: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ କମଳା ହେରିସ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ମୂଳ ଭାରତୀୟ ତଥା…

ଛାତରୁ ଡେଇଁଲେ ମେଡିକାଲ ଛାତ୍ରୀ

ଶାହଜାହଁପୁର,୧୨।୮: ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବରୁଣ ଅର୍ଜୁନ ମେଡିକାଲ କଲେଜର ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତରୁ ଡେଇଁବା ପୂର୍ବରୁ ସେ…

ଭଦ୍ରକରେ ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ: ୧୧୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୨।୮: ଭଦ୍ରକ ଜିଲାରେ ବୁଧବାର ୫୦ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୧୧୮କୁ ବୃଦ୍ଧି ପାଇଛି। ଚି଼ହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ମାତ୍ର ୩ଜଣ ଥିବା ବେଳେ ୪୭…

ଏହି ଗାଁରେ ତିଆରି ହୋଇଥିଲା ପ୍ରଥମ କ୍ଷେପଣାସ୍ତ୍ର କାରଖାନା

ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଧ୍ୟମରେ ଲଢ଼େଇ ଚାଲୁଛି। ପ୍ରତ୍ୟେକ ଦେଶ ନିଜ ନିକଟରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରଖିଥାନ୍ତି। ଯାହା ଦ୍ୱାରା ଶତ୍ରୁପକ୍ଷକୁ ଦୂରରୁ ବିନାଶ କରାଯାଇପାରିବ। ଭାରତ ପାଖରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ରହିଛି। ଏହି…

ନୀଳଗିରି ଅଞ୍ଚଳରେ ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ: ୨୪ ଘଣ୍ଟା ପରେ କାବୁକଲା ପୋଲିସ

ସଜନାଗଡ଼,୧୨।୮ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଛୋଟକାନପୁର ଗ୍ରାମର ଜଣେ ନିଶାଶକ୍ତ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି। ଦୀର୍ଘ ୨୪ ଘଣ୍ଟା ପରେ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି। ସେ ହେଲେ ବିଶ୍ୱଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri