Home

ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ

ନୂଆଦିଲ୍ଲୀ,୮।୧୦- କେନ୍ଦ୍ରମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶଓ୍ବାନଙ୍କ ଗୁରୁବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ରାମବିଳାସ ପାଶଓ୍ବାନ ଆଖି ବୁଜିଛନ୍ତି। ଏ ନେଇ ତାଙ୍କ ପୁଅ ଚିରାଗ ପାଶଓ୍ବାନ ଟୁଇଟ କରି ସୂଚନା ଦେଇଛନ୍ତି।…

ସାମ୍ନାକୁ ଆସିଲା ହାଥରସ୍‌ ଘଟଣାସ୍ଥଳର ଭିଡିଓ

ଲକ୍ଷ୍ନୌ, ୮।୧୦- ଉତ୍ତରପ୍ରଦେଶ ହାଥରସ୍‌ ଗଣବଳାତ୍କାର ମାମଲାର ତଦନ୍ତ ଚାଲିଥିବାବେଳେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଘଟଣାର ପରବର୍ତ୍ତୀ ସ୍ଥିତି ରେକର୍ଡ କରାଯାଇଛି। ଏହି ଭିଡିଓଟି ସେପ୍ଟେମ୍ବର ୧୪ର ବୋଲି ପୋଲିସ କହିଛି। ଏହି ହୃଦୟଥରା ଘଟଣା ପରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡାରୁ ୧୫୧, ଝାଡସୁଗୁଡାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ୧୧୨, ବଳାଙ୍ଗୀରରୁ ୧୦୯,…

ଭୁବନେଶ୍ୱରରୁ ଆଜି ୩୦୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୨୬

ଭୁବନେଶ୍ୱର,୮।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ

ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ ନେଇ ଗୁରୁବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଲୁଇସଙ୍କ ନାମ ଘୋଷଣା କରାଯାଇଛି। ସୁଲଳିତ…

ମାସକରେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାନ୍ତି ଏହି ମହିଳା: ୬ ଲକ୍ଷ ଟଙ୍କାରେ ଅନ୍‌ଲାଇନ୍‌ରେ କରିଥାନ୍ତି ବିକ୍ରି

ଖବରର ହେଡିଙ୍ଗ୍‌ଟି ପଢ଼ିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ଭାବୁଥିବେ ମାସକରେ କିପରି ଜଣେ ଶିଶୁ ଜନ୍ମ ହୋଇପାରିବ। ମାତ୍ର କାନାଡ଼ାର ଜଣେ ମହିଳା ଏହାକୁ ସଫଳ କରୁଛନ୍ତି। ପ୍ରକୃତ କଥା ହେଲା, କାନାଡ଼ାର ୪୯ ବର୍ଷୀୟା…

ସ୍ବାମୀଙ୍କୁ ଏହି ନାମରେ ଡାକନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ଆମେରିକାର ସିଙ୍ଗର ନିକ୍‌ ଜୋନାସ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ଲୋକେ ଭାବୁଥିଲେ ପ୍ରିୟଙ୍କାଙ୍କ ଓଭର ରୁଲିଂ ନେଚର ଯୋଗୁ ଏମାନଙ୍କ ସମ୍ପର୍କ ବେଶିଦିନ ତିଷ୍ଠି ପାରିବ ନାହିଁ। ମାତ୍ର ଉଭୟ ଏହି କଥାକୁ…

ନୀତା ଅମ୍ବାନୀ ବୋହୂ ଶ୍ଲୋକାଙ୍କୁ ମୁଁହ ଦେଖାରେ ଦେଇଥିଲେ ଏହି ଉପହାର: ଶୁଣିଲେ ଉଡିଯିବ ହୋସ୍‌

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶଙ୍କର ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ନେଇ ଦେଶ ତଥା ବିଦେଶ ସବୁଠାରେ ଚର୍ଚ୍ଚା ହୋଇଥିଲା। ଏହା ପୂର୍ବରୁ…

କୋରାପୁଟରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଗୁରୁବାର ୩୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୨୪ ପୁରୁଷ ଏବଂ ୧୨ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୬ ଜଣ, ପୂର୍ବ…

ଅନ୍ତିମ ବିଦାୟ ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ମେଲବର୍ଣ୍ଣ,୮।୧୦: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ ଡିନ୍‌ ଜୋନ୍ସଙ୍କୁ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନ୍ତିମ ବିଦାୟ ଦିଆଯାଇଛି। ଜୋନ୍ସଙ୍କ ସେପ୍ଟେମ୍ବର ୨୪ରେ ମୁମ୍ବାଇରେ ହୃଦଘାତରେ ପରଲୋକ ଘଟିଥିଲା। ଫୁଲରେ ୩୨୪ ଲେଖାଥିବା ଏକ ଗାଡିରେ ମୃତ ଶରୀର ରଖାଯାଇ ତାଙ୍କ ପସନ୍ଦର ମେଲବର୍ଣ୍ଣ…

ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ ଧରି ଖୋଜିବା ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ନାମ ହେଲା ମଦନ…

ହାଥରସ ଘଟଣାକୁ ନେଇ ବଲାଙ୍ଗୀର ଜିଲା ମହିଳା କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର ଅଫିସ,୮ା୧୦: ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣା ସମାଜରେ ମର୍ମାହତ ସୃଷ୍ଟି କରିଛି। ଏକ ଦଳିତ ନାବାଳିକା ଗଣବଳାତ୍କାର ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ ପୋଲିସ ପ୍ରଶାସନ ନିଷ୍ଟ୍ରିୟ ହେବା ଏବଂ ପୀଡ଼ିତାଙ୍କ ମୃତ୍ୟୁ ପରେ ଜିଲା ପ୍ରଶାସନ ସମେତ ପୋଲିସ ନାରକୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri