IPL ମହାମୁକାବିଲା: ପଞ୍ଜାବକୁ ମାତ୍ର ଏତିକି ରନ୍ର ଟାର୍ଗେଟ ଦେଲା RCB
ଅହମ୍ମଦାବାଦ,୩।୬: ଆଇପିଏଲ୍ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍ର ଟାର୍ଗେଟ ମିଳିଛି। ଆର୍ସିବି ପକ୍ଷରୁ ବିରାଟ କୋହଲି…
IPL ଟ୍ରଫି ଜିତିଲେ ଶ୍ରେୟସ ଆୟରଙ୍କ ଏତେ ବଢିଯିବ ଆୟ! ନେଟୱର୍ଥ ଜାଣିଲେ ତାଜୁବ ହେବ…
ମୁମ୍ବାଇ,୩।୬: ଭାରତୀୟ କ୍ରିକେଟର ତଥା ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର କେବଳ ମଇଦାନରେ ନୁହେଁ, ନେଟ୍ଓ୍ବର୍ଥରେ ମଧ୍ୟ ଶୀର୍ଷରେ ଅଛନ୍ତି। ୩୦ ବର୍ଷ ବୟସରେ ଶ୍ରେୟସଙ୍କ ନେଟୱର୍ଥ ପ୍ରାୟ ୬୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇପିଏଲ ୨୦୨୫ରେ…
ଲାଇନ୍ କାମ ସାରି ଫେରୁଥିଲେ; ଗଛରେ ପିଟି ହୋଇଗଲା ବୋଲେରୋ; ଚାଳକ ମୃତ; ଯନ୍ତ୍ରୀଙ୍କ ସମେତ ୩ ଗୁରୁତର
ହରଭଙ୍ଗା,୩।୬(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଦଠାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚାରିଛକ ବିଦ୍ୟୁତ ବିଭାଗର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରୀ…
IPL 2025 Final: ପଞ୍ଜାବ ଜିତିଲା ଟସ୍, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ?
ଅହମ୍ମଦାବାଦ,୩।୬: ଆଇପିଏଲ୍ ୨୦୨୫ର ଫାଇନାଲ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଉଛି। ଏଥିରେ ପଞ୍ଜାବ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବାଙ୍ଗାଲୋର ଟିମ୍ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚ୍…
ପାକିସ୍ତାନ ଏୟାରବେସ୍କୁ କବଜା କଲା ଆମେରିକା? ଚାଞ୍ଚଲ୍ୟକର ଖୁଲାସା
ଇସଲାମବାଦ,୩।୬: ପାକିସ୍ତାନର ପ୍ରଖ୍ୟାତ ସୁରକ୍ଷା ବିଶେଷଜ୍ଞ ଇମ୍ତିଆଜ ଗୁଲଙ୍କ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏକ ସାମାଜିକ ଗଣମାଧ୍ୟମ ଭିଡିଓରେ ସେ ଦାବି କରିଛନ୍ତି ଯେ, ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନ ବାୟୁସେନାର ନୂର ଖାନ ଏୟାରବେସ ବର୍ତ୍ତମାନ…
କିଏ ଜିତିବ IPL ଫାଇନାଲ? ଯୋଗରାଜ ସିଂହଙ୍କ ବଡ଼ ଭବିଷ୍ୟବାଣୀ, କୋହଲି ଯଦି…
ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ…
ମୁଁ ଆଦୌ କ୍ଷମା ମାଗିବିନି…ରୋକଠୋକ କହିଦେଲେ କମଲ ହାସନ
ଚେନ୍ନାଇ,୩।୬: ତାମିଲ-କନ୍ନଡ ଭାଷା ବିବାଦ ସମ୍ପର୍କରେ ସାଉଥ୍ ଷ୍ଟାର୍ କମଲ ହାସନ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ଫିଲ୍ମ ଠଗ ଲାଇଫ ଆଉ କର୍ନାଟକରେ ରିଲିଜ ହେବ ନାହିଁ। କମଲ ହାସନଙ୍କ ପ୍ରଯୋଜନା କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟକୁ କହିଛି…
IPL 2025 Final: ପାଗଳ ପ୍ରଶଂସକ, ଫାଇନାଲ ମ୍ୟାଚ ପୂର୍ବରୁ ଦଳର ବିଜୟ ପାଇଁ ଦେଖନ୍ତୁ କ’ଣ କରୁଛନ୍ତି ଏମାନେ
ନୂଆଦିଲ୍ଲୀ,୩।୬: ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ IPL 2025ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ କେବଳ RCB ପାଇଁ…
ଆଇପିଏଲ ଚାମ୍ପିୟନ ଟିମକୁ ମିଳିବ ଏତେ କୋଟି ଟଙ୍କା, ରନର-ଅପ ବି ହେବେ ମାଲାମାଲ, ଜାଣନ୍ତୁ କାହାକୁ ମିଳିବ କେତେ
ନୂଆଦିଲ୍ଲୀ,୩।୬: IPL 2025 ର ଫାଇନାଲ ମ୍ୟାଚ ମଙ୍ଗଳବାର ୩ଜୁନରେ ପଞ୍ଜାବ କିଙ୍ଗସ ଏବଂ RCB ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି। ଉଭୟ ଦଳ ସେମାନଙ୍କର ପ୍ରଥମ IPL ଟ୍ରଫି…
ଫାଇନାଲ୍ ପୂର୍ବରୁ କୋହଲିଙ୍କୁ ହାତ ଯୋଡ଼ିଲେ ଏହି କ୍ରିକେଟର୍: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୩।୬: ଆଜି IPL 2025ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଟାଇଟଲ ମୁକାବିଲା ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। କିନ୍ତୁ, ଏହି ସମୟ ମଧ୍ୟରେ ଏକ ଭିଡିଓ ଭାଇରାଲ…
Operation Sindoorର ୫ ମିନିଟ୍ ପରେ ପାକିସ୍ତାନକୁ ଫୋନ୍ କରିଥିଲା ଭାରତ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୩।୬: ଭାରତର ଅପରେଶନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତ, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…
ଭୁବନେଶ୍ୱର, ୩।୬: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏକ ବଡ଼ ଘୋଷଣା କରିଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୧୦ ଜଣ ହିତାଧିକାରୀଙ୍କୁ ଗୃହ ଯୋଜନା ଅନ୍ତର୍ଗତ ପକ୍କା ଘର ଯୋଗାଇ ଦିଆଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି…
Archives


