Home

ମା’ କ୍ଷୀରରେ ଥିବା ୟୁରାନିୟମ ପିଲାଙ୍କୁ କର୍କଟ ରୋଗର ବିପଦରେ ପକାଇଥାଏ! ବିହାରର ଏକ ଅଧ୍ୟୟନରେ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ,୨୩।୧୧: ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ ମା’…

Smriti-Palash Marriage Postponed: ହଠାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ସ୍ମୃତି ମନ୍ଧାନା-ପଲାଶଙ୍କ ବିବାହ

ନୂଆଦିଲ୍ଲୀ,୨୩।୧୧: ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ରଖାଯାଇଛି। ଭାରତୀୟ ମହିଳା ଦଳର ଉପ-ଅଧିନାୟିକାଙ୍କ ମ୍ୟାନେଜର ରବିବାର ଏହା ଘୋଷଣା କରିଛନ୍ତି। ମନ୍ଧାନାଙ୍କ ପରିଚାଳକ ତୁହିନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ‘ରବିବାର ସକାଳେ, ଯେତେବେଳେ ସେ (ସ୍ମୃତିଙ୍କ ବାପା)…

ବିହାର ନିର୍ବାଚନରେ କାହିଁକି ଖାତା ଖୋଲି ପାରିଲା ନାହିଁ ଜନସୁରାଜ? ଅସଲ କାରଣ କହିଲେ ପିକେ

ପାଟନା,୨୩।୧୧: ବିହାର ବିଧାନସଭା ନିର୍ବାଚନରେ ଜନସୁରାଜ ପାର୍ଟିର ଶୋଚନୀୟ ପରାଜୟ ପରେ ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିଜର ନୀରବତା ଭାଙ୍ଗିଛନ୍ତି। ଏକ ସାକ୍ଷାତକାରରେ, ସେ ବ୍ୟକ୍ତିଗତ ଭାବରେ ବ୍ୟାଖ୍ୟା କରିଛନ୍ତି ଯେ ତାଙ୍କ ଦଳ କାହିଁକି ଗୋଟିଏ ବି…

ଶୁବମନ ଗିଲ ଦକ୍ଷିଣ ଆଫ୍ରିକା ଓ୍ବାନ ଡେ’ ସିରିଜରୁ ବାହାରିବା ନିଶ୍ଚିତ, ଅଧିନାୟକ ଦୌଡରେ ଏକେଲା ନାହାଁନ୍ତି ପନ୍ତ

ନୂଆଦିଲ୍ଲୀ,୨୩।୧୧: ଭାରତର ନୂଆ ଅଧିନାୟକ ଶୁବମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରୁ ବାଦ ପଡ଼ିବେ। ସେ କୋଲକାତାରେ ପ୍ରଥମ ଟେଷ୍ଟରେ ଆହତ ହୋଇଥିଲେ ଏବଂ ପରେ ଗୁଆହାଟୀରେ ଦ୍ୱିତୀୟ ଟେଷ୍ଟରୁ ମଧ୍ୟ ବାଦ ପଡ଼ିଥିଲେ। ଏବେ, ଖବର ଆସିଛି…

ଗୋଆରେ ରୁଷୀୟ ମହିଳାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ, ପୋଲିସ ବିରୋଧରେ ଗୁରୁତର ଅଭିଯୋଗ

ଗୋଆ,୨୩।୧୧: ଗୋଆ ପୁଣିଥରେ ଅନ୍ତର୍ଜାତୀୟ ଶିରୋନାମାରେ ସ୍ଥାନ ପାଇଛି, ଏବଂ ଏଥର ଏକ ଗଭୀର ଲଜ୍ଜାଜନକ କାରଣ ପାଇଁ। ଦୁଇଜଣ ବିଦେଶୀ ମହିଳା, ଜଣେ ଡିଜେ ଏବଂ ଜଣେ ଅଭିନେତ୍ରୀ, ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯେ ବୁଧବାର ମଧ୍ୟରାତ୍ରିରେ ନିୟମିତ…

କ୍ଷମା ମାଗିଲେ ଲିଜା, କହିଲେ-ଯାହା ବି କହିଛି ‘ସ୍ଲିପ୍‌ ଅଫ୍‌ ଟଙ୍ଗ୍‌’ 

ଭୁବନେଶ୍ୱର,୨୩।୧୧: ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଅନେକ କଥା ସାମ୍ନାକୁ ଆସୁଛି। ତାଙ୍କ ସହ କାମ କରିଥିବା କିଛି କଳାକାର ସାମ୍ନାକୁ ଆସି ମନ୍ତବ୍ୟ ରଖୁଛନ୍ତି। ଏହି କ୍ରମରେ ଆଙ୍କର ଲିଜାଙ୍କ ବୟାନ ବିବାଦ ଘେରକୁ…

ବଢ଼ି ଚାଲିଛି କି ବ୍ୟାଙ୍କର ମନମାନି? ଘରେ ବସି ଏଭଳି କରନ୍ତୁ RBI ନିକଟରେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ବ୍ୟାଙ୍କ ମନମାନି କରିବା ସାଧାରଣ କଥା। କାରଣ ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ଅଭିଯୋଗ ଦେଖଇବାକୁ ମିଳିଥାଏ। ଯେପରିକି ବ୍ୟାଙ୍କ ଲୋକଙ୍କ କଥା ଶୁଣୁନାହିଁ। ଯେଉଁ କାମ ଆଜି ହୋଇପାରୁଥିଲା, ତାକୁ କାଲିକୁ ଘୁଞ୍ଚାଇ ଦିଆଯାଉଛି। ଅଯଥା ଚାର୍ଜ…

ଏଲିଏନ ବିଷୟରେ ଜାଣିଥିଲେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଏଚ.ଡବ୍ଲୁ ବୁଶ? ନୂଆ ଡକ୍ୟୁମେଣ୍ଟାରୀରେ ଚାଞ୍ଚଲ୍ୟକର ଦାବି

ଓ୍ବାଶିଂଟନ,୨୩।୧୧: ଏଲିଏନମାନଙ୍କର ଅସ୍ତିତ୍ୱ ବିଶ୍ୱ ପାଇଁ ଏକ ରହସ୍ୟ ହୋଇ ରହିଛି। ହଲିଉଡ ଫିଲ୍ମଠାରୁ ଆରମ୍ଭ କରି ବିଜ୍ଞାନ ଜଗତ ପର୍ଯ୍ୟନ୍ତ ଏହା ବିଷୟରେ ଅନେକ ବଡ଼ ଦାବି କରାଯାଇଛି। ଏବେ, ଏକ ନୂଆ ଡକ୍ୟୁମେଣ୍ଟାରୀ ଦାବି କରିଛି ଯେ ପୂର୍ବତନ…

Green Heroes Summit 2025: ଧନ୍ୟବାଦ ଜଣାଇଲେ ସିଇଓ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଛି। ୟୁଥ କନକ୍ଲେଭର ପ୍ରଥମ ଅଧିବେଶନ ଗ୍ରୀନ ହିରୋଜ ସମିଟରେ ଜଳବାୟୁ ପରିବର୍ତ୍ତନ ଉପରେ ନିଜ…

କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ହେବ ନାହିଁ! ଖାର୍ଗେଙ୍କୁ ଭେଟିବା ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ବେଙ୍ଗାଲୁରୁ,୨୩।୧୧: କର୍ନାଟକ କଂଗ୍ରେସ ଭିତରେ ଫାଟ ହେବାର କଳ୍ପନାଜଳ୍ପନା ମଧ୍ୟରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିଲେ। ଶନିବାର, ସିଦ୍ଧରମୈୟା ଖାର୍ଗେଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଥିଲେ, ଯାହା ରାଜ୍ୟରେ ନେତୃତ୍ୱ ଆଲୋଚନାର ଅନ୍ତ ଘଟାଇଥିଲା। କଂଗ୍ରେସ ଅଧ୍ୟକ୍ଷଙ୍କ…

ଗ୍ରୀନ୍ ହିରୋଜ ସମିଟ୍: ପରିବେଶବିତ୍‌ମାନେ କହିଲେ…

ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ୍‌ କ୍ଲବରେ ଅନୁଷ୍ଠିତ ହୋଇଛି। ୟୁଥ୍‌ କନକ୍ଲେଭର ପ୍ରଥମ ଅଧିବେଶନ ଗ୍ରୀନ ହିରୋଜ ସମିଟରେ ଜଳବାୟୁ ପରିବର୍ତ୍ତନ ଉପରେ ନିଜ…

ଇପିଏଫ୍‌ କ୍ଲେମ୍‌ ‘Under Process’ରେ ଅଟକିଛି କି? ଆପଣାନ୍ତୁ ଏହି ସହଜ ଉପାୟ, ତୁରନ୍ତ ମିଳିଯିବ ଟଙ୍କା

ନୂଆଦିଲ୍ଲୀ,୨୩।୧୧: କର୍ମଚାରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମାସରେ ପିଏଫ୍ (ପ୍ରଭିଡେଣ୍ଟ ଫଣ୍ଡ)ରେ ଟଙ୍କା ଜମା ହୋଇଥାଏ। କିନ୍ତୁ ଜରୁରୀ କାମ ପଡ଼ିଲେ ପିଏଫ୍ ଟଙ୍କା ବାହାର କରିବାରେ ହେଉଥିବା ବିଳମ୍ବ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଉଥିଲା। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri