Home

‘ଆମେ ୟୁକ୍ରେନ କିମ୍ବା ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ କୌଣସି ଧମକକୁ ଭୟ କରୁନାହୁଁ’, ଟ୍ରମ୍ପଙ୍କୁ ସିଧା ଜବାବ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ସମର୍ଥନ କରିବା ପାଇଁ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି, ଯାହା ଏବେ ବିରୋଧର କାରଣ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ…

ଆଉ ୧୮ରେ ମିଳିବନି ସୁଭଦ୍ରା ଟଙ୍କା, ପୁଣି କେବେ ଆସିବ ଜାଣନ୍ତୁ

ଭୁବନେଶ୍ୱର,୧୮ା୧: ସୁଭଦ୍ରା ଟଙ୍କା ମିଳିବା ତାରିଖରେ ହେଲା ପରିବର୍ତ୍ତନ । ଏଣିକି ଆଉ ୧୮ ତାରିଖରେ ଟଙ୍କା ପାଇବେନି ହିତାଧିକାରୀ । ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା…

ଶିନ୍ଦେଙ୍କ ‘ହୋଟେଲ ପଲିଟିକ୍ସ’କୁ ନେଇ ଗର୍ଜିଲେ ସଞ୍ଜୟ

ମୁମ୍ବାଇ,୧୮।୧: ବିଏମସି ନିର୍ବାଚନରେ ଏନଡିଏ (ମହାୟୁତି)ର ବିଜୟ ପରେ ମଧ୍ୟ ମୁମ୍ବାଇ ରାଜନୀତିରେ ‘ହୋଟେଲ ରାଜନୀତି’ ଏବଂ ସସପେନ୍ସର ଏକ ଯୁଗ ଆରମ୍ଭ ହୋଇଛି। ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ତାଙ୍କର ୨୯ ଜଣ କାଉନସିଲରଙ୍କୁ ଘୋଡା ବେପାରରୁ ରକ୍ଷା କରିବା…

ନବୀନଙ୍କ ସହ କଥା ହେବା ପରେ ଉତ୍ତର ରଖିବି, କାହିଁକି ଏପରି କହିଲେ ବିଜେଡିରୁ ବିତାଡ଼ିତ ଅରବିନ୍ଦ

ଭୁବନେଶ୍ୱର,୧୮ା୧: କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ’ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି। ତେବେ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅରବିନ୍ଦ।…

୮ ପଥର ବୋଝେଇ ହାଇଓ୍ବା ଜବତ, କାଗଜପତ୍ର ଯାଞ୍ଚ ଆରମ୍ଭ

ମହାକାଳପଡ଼ା,୧୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଓ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭାବରେ ୮ଟି ପଥର ବୋଝେଇ ହାଇଓ୍ବା ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ଗୋବରୀ ନଦୀ ପାର୍ଶ୍ୱରେ କୂଳ ଲଙ୍ଘୁଥିବାରୁ ପଥର ପ୍ୟାକିଂ…

ନଦୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ: ପ୍ରଥମେ ପାଦ ପରେ ମିଳିଲା…

ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର କୋଣସି ପରିଚୟ ମିଳିପାରିନାହିଁ। ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଦୀ…

‘ଭିକ୍ଟରିଆନ ରୋଗ’ କ’ଣ? ଯେଉଁଥିରେ ସଂକ୍ରମିତ ହେଲେଣି ଅନେକ ଆମାଜନ କର୍ମଚାରୀ!

ଲଣ୍ଡନ,୧୮।୧: ୟୁନାଇଟେଡର କୋଭେଣ୍ଟ୍ରିରେ ଥିବା ଏକ ଆମାଜନ ଫୁଲଫଇଲମେଣ୍ଟ ସେଣ୍ଟରରେ ଯକ୍ଷ୍ମା (ଟିବି) ମାମଲା ନିଶ୍ଚିତ ହୋଇଛି। ‘ଭିକ୍ଟୋରିଆନ ରୋଗ’ ଭାବରେ ଜଣାଶୁଣା ଏହି ଜୀବାଣୁ ସଂକ୍ରମଣ, କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ବିବିସିର…

ସରକାରଙ୍କ କଡ଼ା ନିଷ୍ପତ୍ତି: ଧାର୍ମିକ ସ୍ଥଳକୁ ଫୋନ ମନା, ରିଲ୍‌ କଲେ…

ଡେରାଡୁନ,୧୮ା୧: ଉତ୍ତରାଖଣ୍ଡ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ତଥା କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଧାର୍ମିକ ସ୍ଥଳରେ ରିଲ୍‌ ଏବଂ ବ୍ଲଗ କରିବା ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର ଭିତରେ…

‘ଆପଣ ସମ୍ବିଧାନର ରକ୍ଷକ, ଆମେ ଆପଣଙ୍କର…’, CJI ସୂର୍ଯ୍ୟକାନ୍ତଙ୍କୁ କାହିଁକି ଏମିତି ଅପିଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଜାଣନ୍ତୁ…

କୋଲକାତା,୧୮।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ସିଧାସଳଖ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିଶୁଣି ନାଗରିକମାନଙ୍କୁ ବଦନାମ କରିବାକୁ…

ଆସାମରେ ପ୍ରଧାନମନ୍ତ୍ରୀ: କହିଲେ ଆଜି ସାରା ଦେଶର ଲୋକଙ୍କ ପ୍ରଥମ ପସନ୍ଦ…

ଦିଶପୁର,୧୮ା୧: ଆସାମର କାଲିଆବୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାଜପା ସାରା ଦେଶର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଗତ ଦେଢ଼ ବର୍ଷ ଧରି, ଭାଜପା ଉପରେ ବିଶ୍ୱାସ ନିରନ୍ତର ବୃଦ୍ଧି…

ଦ୍ରୁତଗତି ମଣିଷ ପାଇଁ ଆଣିଥାଏ ମହାବିପତ୍ତି, ଏଥିରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗାଡ଼ିଚାଳକଙ୍କୁ ନିରାପଦ ଗାଡ଼ି ଚଳାଇବା ନେଇ ସଚେତନ କରାଯାଉଛି। ଗାଡ଼ି ଚଳାଇବା ବେଳେ ସିଟ୍‌ ବେଲ୍ଟ ବ୍ୟବହାର, ବାଇକ୍‌ଚାଳକମାନେ ହେଲମେଟ୍‌ ବ୍ୟବହାର ସହ ୨ରୁ ଅଧିକ ଯାତ୍ରୀ ନ ନେବା, ନିଶାସକ୍ତ…

ମୌନି ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ପ୍ରୟାଗରାଜ,୧୮।୧: ରବିବାର ପ୍ରୟାଗରାଜର ସଙ୍ଗମ ନଦୀ କୂଳରେ ମୌନୀ ଅମାବାସ୍ୟା ସ୍ନାନ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସ୍ନାନ କରିବାକୁ ମନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?