ଦୀପାବଳି: ବିକ୍ରି, ଫୁଟାଇବା ନିଷିଦ୍ଧ
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ଦୀପାବଳି ପାଳିତ ହେବ। ଆଲୋକର ଏହି ପର୍ବରେ ବାଣ ବିକ୍ରି କିମ୍ବା ଫୁଟାଇବାକୁ ନିଷେଧ କରାଯାଇଛି। ନଭେମ୍ବର ୧୦ରୁ ୩୦ ଯାଏ ବାଣ ବିକ୍ରି କିମ୍ବା ଫୁଟାଯିବ ନାହିଁ। କରୋନା ସଂକ୍ରମଣ ତଥା ଜନସ୍ବାର୍ଥକୁ ଦୃଷ୍ଟିରେ…
ବାଲେଶ୍ୱର ଉପନିର୍ବାଚନ: ୭୦ ପ୍ରତିଶତ ମତଦାନ: ତିର୍ତ୍ତୋଲ
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ…
ବେଦାନ୍ତ ନେଲା ରାଧିକାପୁର
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଦେଶର ୧୯ କୋଇଲା ବ୍ଲକ ପାଇଁ ସୋମବାରଠାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଲାମର ପ୍ରଥମ ଦିନରେ ବେଦାନ୍ତ ଅନୁଗୋଳ ଜିଲାର ରାଧିକାପୁର ଓ୍ବେଷ୍ଟ କୋଲ୍ ବ୍ଲକକୁ ସର୍ବାଧିକ ୨୧ ପ୍ରତିଶତ ପ୍ରିମିୟମରେ ନିଲାମ ନେଇଛି। ଏହି କୋଇଲାଖଣିରେ ପ୍ରାୟ…
ଶେଷ ହେଲା ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ: ଇଭିଏମ୍ରେ ସିଲ୍ ୧୫ ଜଣଙ୍କ ଭାଗ୍ୟ
ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ…
ରାଜ୍ୟରେ ସୁସ୍ଥ ହେଲେ ୧୪୬୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ଆଉ ୧୪୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୨୮, କେନ୍ଦ୍ରାପଡାରୁ ୧୦୪, ସୁନ୍ଦରଗଡରୁ ୭୭, ଅନୁଗୋଳରୁ ୭୨, ବଲାଙ୍ଗିରରୁ ୬୫, ପୁରୀରୁ ୫୬, ବାଲେଶ୍ୱରରୁ ୫୪, ଝାରସୁଗୁଡାରୁ…
ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା
ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ ବଚ୍ଚନ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ ଜଣେ ସମାଜସେବୀଙ୍କୁ ପଚାରିଥିଲେ। ତେବେ ଏହି ପ୍ରଶ୍ନ…
ଚାଇନାର କରୋନା ଟିକା ନେବା ପରେ ଏମିତି କହିଲେ ୟୁଏଇର ପ୍ରଧାନମନ୍ତ୍ରୀ
ଦୁବାଇ,୩।୧୧-ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ଉପରେ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକାକୁ ପ୍ରୟୋଗ କରାଯାଇଛି। ଏ ନେଇ ଶେଖ ମହମ୍ମଦ ନିଜେ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସେ କରୋନା ଟିକାର…
ମହିଳା କଳାକାରଙ୍କୁ ଅସଦାଚରଣ କରି ଗିରଫ ହେଲେ ବଲିଉଡର ଏହି ଅଭିନେତା
ମୁମ୍ବାଇ, ୩।୧୧-ମହିଳା କଳାକାରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡ ଅଭିନେତା ବିଜୟ ରାଜଙ୍କୁ ମଙ୍ଗଳବାର ରାମନଗର ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାରୁ ତାଙ୍କୁ ଗିରଫ କରାଯାଇଛି। ବିଜୟ ଫିଲ୍ମ ସେଟରେ ମହିଳା କଳାକାରଙ୍କୁ ଅସଦାଚରଣ କରିଥିବା ନେଇ ଗତ…
ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା
ଭୁବନେଶ୍ୱର,୩।୧୧(ବ୍ୟୁରୋ)-ମହାମାରୀ କରୋନାକୁ ନଜରରେ ରଖି ଆସନ୍ତା ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ନିଷିଦ୍ଧ ଘୋଷଣା କରାଯାଇଛି। ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ଏହି କଟକଣା ସାରା ରାଜ୍ୟରେ ଜାରି ରହିବ। ଏ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ କମିଶନର…
ଭୁବନେଶ୍ୱରରୁ ଆଜି ୬୯ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୧୮୦
ଭୁବନେଶ୍ୱର,୩।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
୧୪ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଇରା
ମୁମ୍ବାଇ: ବଲିଉଡ୍ର ମିଷ୍ଟର ଫରଫେକ୍ଟନିଷ୍ଟ ନିଜ ଅଭିନୟ ହେଉ ବା କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କ ଝିଅ ଇରା ଖାଁ ଚକିତ କରିଦେବା ଭଳି ଏକ ଖୁଲାସା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ଇରା…
କେଦାରନାଥରେ ପ୍ରଥମ ତୁଷାରପାତ
ଡେରାଡୁନ,୩।୧୧: ଜଗତ ଜନନୀ ମା’ଙ୍କ ବିଦାୟ ପରେ ପରେ ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଅନୁଭୂତ ହୋଇଥିଲା। ସେହିପରି ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି।…
Archives


