Home

ଭାରତ ନିର୍ମାଣ କରିଛି ବିଶ୍ୱର ସର୍ବୋଚ୍ଚ ରାସ୍ତା: ଏଠାରୁ ଚାଇନା ଉପରେ ରଖାଯିବ କଡ଼ା ନଜର

ନୂଆଦିଲ୍ଲୀ,୧୪ା୯: ଭାରତ ଏପରି ଏକ ରାସ୍ତା ନିର୍ମାଣ କରିଛି, ଯାହା ବିର୍ଶ୍ୱର ସବୁଠୁ ଉଚ୍ଚ ରାସ୍ତା। ଏହି ରାସ୍ତାର ବିଶେଷ କଥା ହେଉଛି,ଏଠାରୁ ଚାଇନାର ପ୍ରତ୍ୟେକ କାର୍ଯ୍ୟକଳାପ ବା ଚାଲ୍‌ ପ୍ରତି କଡ଼ା ନଜର ରଖାଯାଇପାରିବ। ଏତଦ୍‌ବ୍ୟତୀତ ସୀମାନ୍ତରେ ନିଯୁକ୍ତ ହୋଇଥିବା…

ଏସ୍‌ଏସ୍‌ଏଫ୍‌: ବିନା ଓ୍ବାରେଣ୍ଟ୍‌ରେ କରିବ ତଲାସୀ

ଲକ୍ଷ୍ନୌ, ୧୪।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ସ୍ପେଶାଲ ସିକ୍ୟୁରିଟି ଫୋର୍ସ(ଏସ୍‌ଏସ୍‌ଏଫ୍‌) ଗଠନ କରିଛନ୍ତି।  ବିନା ଓ୍ବାରେଣ୍ଟରେ ଯେକୌଣସି ସ୍ଥାନରେ ତଲାସୀ ନେବା ସହିତ ଅପରାଧୀଙ୍କୁ ଗିରଫ କରିବା ଅଧିକାର ଏସ୍‌ଏସ୍‌ଏଫ୍‌ର ରହିବ।…

ଟ୍ରକ୍‌ ଜାମରେ ଫସିଲେ ପରୀକ୍ଷାର୍ଥୀ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍‌ଏଚ୍‌ -୪୯ରେ ଲୁହାପଥର ବୋଝେଇ ଟ୍ରକ୍‌ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ ଆସିଥିବା ପ୍ରାୟ ୫୦ ପରୀକ୍ଷାର୍ଥୀ ଡଙ୍ଗପାଣି-ଅଞ୍ଜର ରାସ୍ତାରେ ଫସିଯାଇଥିଲେ। ପରେ ଖବର ପାଇ ପରୀକ୍ଷା…

ମୋବାଇଲ ପଡିଯିବାରୁ ଡ୍ୟାମ୍‌କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ

ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା ମେଗା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ତାମିଲନାଡୁର ମୁକୁନ୍ଦମ(୨୨) ନିଜ ୨ ସହକର୍ମୀଙ୍କ…

ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି

ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଭାରତୀୟଙ୍କୁ ଜେଲ୍‌ର ଗୋଟିଏ ଘରେ ରଖାଯାଇଛି। ଏଠାରେ…

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ କରାଯିବ ବୋଲି ସ୍ଥାନୀୟ ପୋଲିସ – ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି…

ଚର୍ଚ୍ଚିତ ଅମରେଶ ହତ୍ୟା ମାମଲା: ଦୁର୍ବଳ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୪।୯ (ବ୍ୟୁରୋ):ଏୟାରଫିଲ୍ଡ ଥାନା ଅମରେଶ ନାୟକ(୨୭)ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନି ମିଳିଛି। ଅଭିଯୁକ୍ତମାନଙ୍କୁ କିଭଳି ଜାମିନି ମିଳିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୃତକଙ୍କ ପରିବାର ଏବଂ ଅମରେଶଙ୍କ ସାଥିମାନେ। ପୋଲିସର ଦୁର୍ବଳ ତଦନ୍ତ ପାଇଁ ଏବେ…

ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରିଲେ ସ୍ବାମୀ, ଆଉ ତା’ପରେ

ପାଟନା,୧୪।୯: ବିହାରର ଜମୁଇରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିବାରୁ ତାଙ୍କ ପେଟରେ ବଢୁଥିବା ଶିଶୁଟିର ମୃତ୍ୟୁ ଘଟିଛି। ଜମୁଇର ତାନା ଇକେରିୟା ଗ୍ରାମରେ ଏହି ଘଟଣା ଘଟିଛି। ଏହି ମାମଲାରେ ପୀଡିତା ପ୍ରିୟଙ୍କା କୁମାରୀ…

ଆସନ୍ତା ବର୍ଷ ଆସିବ କରୋନା ଟିକା: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ କରୋନା ଟିକା ଆସିବାରେ ବିଳମ୍ବ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଟିକାର ପରୀକ୍ଷଣ ଜାରି…

ଧାବିକା ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା

ବରଗଡ ଅଫିସ,୧୪।୯: ଓଡିଶାର ଗର୍ବ ଓ ଗୌରବ ଅର୍ଜୁନ ପୁରସ୍କାରପ୍ରାପ୍ତ ଅଲିମ୍ପିଆନ ଧାବିକା ଦୂତୀ ଚାନ୍ଦଙ୍କୁ ସୋମବାର ବରଗଡରେ ସମ୍ବର୍ଦ୍ଧିତ କରାଯାଇଛି। ମାଷ୍ଟର୍ସ ଗେମ୍ସ ଆସୋସିଏସନ, ଓଡିଶା ପକ୍ଷରୁ ବରଗଡ଼ର ଅଗ୍ରଗାମୀ ଯୁବକ ସଂଘ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ…

ହାକିମ ବାବୁଙ୍କ ସ୍ମୃତିରେ କିଛି…

ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ ସମସ୍ତେ ଶୋଇଯିବା ପରେ ବଡ଼ବାପାଙ୍କ ଆଖଡ଼ା ଘରେ ଥିବା ଟ୍ରଙ୍କ ଖୋଲୁଥିଲେ ଓ ସେଥିରେ…

ନିଜ ଜୀବନ ନିଜେ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ମୋଦି ମୟୂର ସହ ବ୍ୟସ୍ତ ଅଛନ୍ତି: ରାହୁଲ

ନୂଆଦିଲ୍ଲୀ,୧୪।୯: ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଟୁଇଟ୍‌ ଯୋଗେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଆତ୍ମର୍ନିଭରଶୀଳ ହୁଅ ଅର୍ଥାତ୍‌ ନିଜ ଜୀବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri