‘ଅର୍ଣ୍ଣବ’ ଉଜାଡ଼ିଥିଲା ଫସଲ, ଏବେ ‘ମୁରାସୁ’କୁ ନେଇ ଚିନ୍ତାରେ ଉଦ୍ୟାନ କୃଷକ
ଦାରିଙ୍ଗବାଡ଼ି, ୨।୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ଆଣିଥିଲା ଦୁଃଖ। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ଉଦ୍ୟାନ କୃଷକ। ପୂର୍ବ ବାତ୍ୟାରେ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ…
ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ଦାବି: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ
ମହାକାଳପଡ଼ା,୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ର ନଦୀନାଳ ଘେରା ବତୀଘର ଦ୍ୱୀପାଞ୍ଚଳକୁ ସେତୁ ନିର୍ମାଣ ଦାବି ନେଇ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ। ସରକାର ବଦଳିଛି, କିନ୍ତୁ ବଦଳିନି ବତୀଘର ଦ୍ୱୀପବାସୀଙ୍କ ଦୁଃଖ। ପ୍ରତିଦିନ ଡଙ୍ଗାରେ…
କଲେଜ ଛାତ୍ରୀ ହତ୍ୟା ମାମଲା: ସିନ ରିକ୍ରିଏସନବେଳେ ପୋଲିସ ଗାଡ଼ି ଉପରେ ଆକ୍ରମଣ
ମାର୍ଶାଘାଇ,୨।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର (ବନ୍ଧସାହି) ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାରେ ଅଭିଯୁକ୍ତ ଅରଜିତ…
ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅହମ୍ମଦାବାଦ୍,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ପରେ ସେ ପୁଅର…
ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ
ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ। ନଭେମ୍ବର ୧ ତାରିଖରେ ନିଜ ଜନ୍ମଦିନ ଅବସରରେ ସେ ୫…
Delhi-NCRରେ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ ଅନୁମତି, ସୁପ୍ରିମକୋର୍ଟ ରଖିଲେ ଏହି ସର୍ତ୍ତ…
ନୂଆଦିଲ୍ଲୀ,୨।୧୧: ଦୀପାବଳିରେ Delhi-NCRରେ ଗ୍ରୀନ୍ କ୍ରାକର୍ସ(green crackers) ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଅସ୍ଥାୟୀ ଭାବେ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ନଭେମ୍ବର ୭ ଏବଂ ୮ ତାରିଖରେ, ସକାଳ ୬:୦୦ ରୁ ୭:୦୦ ମଧ୍ୟରେ ଏବଂ ପୁନର୍ବାର…
ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ୟାଲେଣ୍ଟକୁ କରାଯାଉଛି ବରବାଦ୍: ସାଂଘାତିକ ଅଭିଯୋଗ ଆଣିଲେ ପ୍ରସିଦ୍ଧ କ୍ରିକେଟର୍
ନୂଆଦିଲ୍ଲୀ,୨।୧୧:ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ରେ ତାଙ୍କୁ ଖେଳିବାର ସୁଯୋଗ ନ ମିଳିବାକୁ ନେଇ ଭାରତର ପୂର୍ବତନ ଅଧିନାୟକ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ଟିମ ମ୍ୟାନେଜମେଣ୍ଟକୁ…
ଦିନିକିଆରେ ଇତିହାସ ରଚିଲା କ୍ରିକେଟ୍ର ଶିଶୁ: ସମସ୍ତଙ୍କ ଚକିତ କଲା ପ୍ରଦର୍ଶନ
ନୂଆଦିଲ୍ଲୀ,୨।୧୧:ଅନ୍ତର୍ଜାତୀୟ କ୍ରିକେଟ୍ରେ ନାମ୍ବିଆର ଐତିହାସିକ ସଫଳତା। ଆୟରଲାଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ୩-୨ରେ ପରାସ୍ତ କରି ଇତିହାସ ରଚିଛି ନାମ୍ବିଆ। ନଭେମ୍ବର ୧ରେ ଖେଳାଯାଇଥିବା ସିରିଜ୍ର ଶେଷ ମ୍ୟାଚରେ ବିଜୟ ସହ ନାମ୍ବିଆ ଏହି ଐତିହାସିକ ଉପଲବ୍ଧି ହାସଲ…
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ମଝିରେ ଟିମ୍ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: ବଢିଲା ଆଶଙ୍କା
ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟାରୁ ମୁକୁଳି ନଥିବା ଷ୍ଟାର ଉଇକେଟକିପର ବ୍ୟାଟର ଋଷଭ ପନ୍ତ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ତଥା ଶେଷ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ରୁ ମଧ୍ୟ ବାଦ…
ଟିମ ଇଣ୍ଡିଆକୁ ବଡ଼ କ୍ଷତି: ଲଗାତାର ୨ ପରାଜୟ ପରେ…
ନୂଆଦିଲ୍ଲୀ,୨।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଲଗାତାର ଦୁଇଟି ମ୍ୟାଚ୍ରେ ପରାଜୟ ଯୋଗୁ ଆଇସିସି ଟି-୨୦ ରାଙ୍କିଂରେ ଭାରତର ରେଟିଂ ପଏଣ୍ଟ ହ୍ରାସ ପାଇଛି। ଫଳରେ ଶୀର୍ଷ ସ୍ଥାନ ଦଖଲ…
‘ଭୁବନେଶ୍ୱରଙ୍କୁ ଖେଳାଇବା ସବୁଠାରୁ ବଡ଼ ଭୁଲ ଥିଲା…’ ଇରଫାନ ପଠାନଙ୍କ ବୟାନକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୨।୧୧: ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ଦଳକୁ ଫେରାଇ ଆଣିବା ନିଷ୍ପତ୍ତିଟି ସଠିକ ନଥିଲା, ଅନ୍ତତଃ ପକ୍ଷେ ବିଶ୍ୱକପ ବିଜେତା ଦଳର ପୂର୍ବତନ ଖେଳାଳି ଇରଫାନ ପଠାନଙ୍କ ମତ ଏପରି ହିଁ ରହିଛି। ପରିସଂଖ୍ୟାନ ହିଁ ଏହାର ପ୍ରମାଣ ଦିଏ: ଦଳକୁ ଫେରିବା…
ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା
ଭୁବନେଶ୍ୱର,୨ା୧୧ (ପ୍ରସନଜିତ୍ ସାହୁ): ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ରବିବାର ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତ ନାବାଳକ(୧୭)ଙ୍କୁ କାବୁ କରିଛି। ପୋଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ଜଣେ ନାବାଳିକା(୧୫) ବାରଙ୍ଗ ଅଞ୍ଚଳରେ ରହି ପାଠ ପଢୁଥିଲେ। ସେ ଟ୍ୟୁଶନ ଯିବା…

