ପ୍ରଥମ ବ୍ୟାଚ୍ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା
ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ଘୋଷଣା କରିଥିଲେ ଯେ, ରୁଷିଆ ଏକ ସଫଳ କରୋନା ଟିକା ପ୍ରସ୍ତୁତ କରିଛି, ଯାହା ସମସ୍ତ ଅନୁସନ୍ଧାନ ଦେଇ…
କରିନାଙ୍କ ପାଇଁ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..
ବମ୍ବେ: ଆଜି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ହାପି ବର୍ଥ ଡେ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ ‘ବେଖୁଦି’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୧୨ରେ କରିନା କପୁରଙ୍କୁ ବିବାହ କରିବାକୁ ନେଇ ସେ ଚର୍ଚ୍ଚାକୁ…
ଟ୍ରମ୍ପ୍ଙ୍କ ସାନଭାଇଙ୍କ ପରଲୋକ: ସ୍ନେହରେ ଡାକୁଥିଲେ ‘ହନି’
ଓ୍ବାଶିଂଟନ, ୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାନଭାଇ ରର୍ବଟ ଟ୍ରମ୍ପ୍ଙ୍କର ପରଲୋକ ହୋଇଯାଇଛି। ନ୍ୟୁୟର୍କରେ ଏକ ହସ୍ପିଟାଲରେ ଚିକିତ୍ସାଧରୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ରର୍ବଟଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟ ଜନକ ଥିବାରୁ…
ଧୋନୀ ୭.୨୯ ମିନିଟ୍ରେ ସନ୍ୟାସ ନେବା ପଛରେ କ’ଣ ରହିଛି ଏହି କାରଣ? ଜାଣନ୍ତୁ..
ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଟିମ୍ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ଘୋଷଣା କରିଛନ୍ତି। ନିଜର ବଳିଷ୍ଠ ନିର୍ଣ୍ଣୟ ଏବଂ ଶାନ୍ତ ସ୍ବଭାବକୁ ନେଇ ପରିଚିତ ମାହି ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶାନ୍ତିପୂର୍ଣ୍ଣ ଭାବେ…
ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…
ବାଲିଗୁଡ଼ା,୧୬ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ ୧୮ରୁ ୨୪…
ଚାଇନା କରୁଛି ଆକ୍ରମଣ ଷଡ଼ଯନ୍ତ୍ର
ଓ୍ବାଶିଂଟନ, ୧୬।୮: ଚାଇନା ଏବଂ ଆମେରିକା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଆମେରିକା ସୈନ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଆମେରିକା ଯୁଦ୍ଧପୋତ ଏବଂ ଏୟାରକ୍ରାଫ୍ଟ…
୭ ନଂର ଯାଦୁଗର ଧୋନୀ: ଏହି ୭ ରେକର୍ଡ ତାଙ୍କୁ କରିଛି ସବୁଠାରୁ ଶ୍ରେଷ୍ଠ
ନୂଆଦିଲ୍ଲୀ,୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି। କୁହାଯାଏ ଧୋନୀଙ୍କ ଶୁଭ ନମ୍ବର ୭। ଏଣୁ ତାଙ୍କ ଜର୍ସିରେ ମଧ୍ୟ ଏହି…
ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ
ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା କରିଥିଲେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭର ଗୋଟିଏ ଦିନ ପରେ ଏହି ସେବାର…
କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଏହି କାମ କରିବେ ଧୋନୀ: ପିଲାଦିନରୁ ହିଁ କରିନେଇଥିଲେ ଯୋଜନା
ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଅବସର ନେଇ ସୂଚନା ଦେଇଛନ୍ତି। ହେଲେ ଆଗାମୀ ଦିନରେ ହେବାକୁ…
ଧୋନୀଙ୍କ ଅବସର ଘୋଷଣା ନେଇ ସାକ୍ଷୀ ଟୁଇଟ୍ କରିି କହିଲେ ଏପରି…
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିବା ପରେ ଏବେ ସ୍ତ୍ରୀ ସାକ୍ଷୀଙ୍କ ଦ୍ୱାରା କରାଯାଇଥିବା ଏକ ଟୁଇଟ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ…
ମୋଦିଙ୍କର ଭାରତୀୟ ସେନା ଉପରେ ନାହିଁ ବିଶ୍ୱାସ: ରାହୁଲ
ନୂଆଦିଲ୍ଲୀ, ୧୬।୮: ଭାରତ-ଚାଇନା ବିବାଦ ନେଇ କଂଗ୍ରେସ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି। ରବିବାର ରାହୁଲ ଗାନ୍ଧୀ ଟୁଇଟ୍ କରି ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କର ଭାରତୀୟ ସେନା ଉପରେ ଭରସା ରହିଛି।…
ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁରେ ଶହୀଦ କର୍ନଲଙ୍କ ନାମରେ ରଖାଗଲା ବାଘ ଶାବକର ନାମ
ହାଇଦ୍ରାବାଦ ନେହେରୁ ଜୁଲୋଜିକାଲ ପାର୍କରେ ଥିବା ବାଘୁଣୀ ଆଶା ତିନୋଟି ଶାବକ ଜନ୍ମ କରିଛି। ସେଥିରୁ ଜଣଙ୍କ ନାମ ସନ୍ତୋଷ ରଖାଯାଇଛି। ତେବେ ଲଦାଖର ଗଲଓ୍ବାନ୍ ଘାଟିରେ ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁ ଘଟଣାରେ ସହୀଦ ହୋଇଥିବା କର୍ନଲ ସନ୍ତୋଷ ବାବୁଙ୍କ…
Archives


