ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା ସତ୍ତ୍ୱେ ମଧ୍ୟ କିଛି ରୋଗ ହଠାତ୍‌ ହୋଇଥାଏ। ଯେମିତିକି ହୃଦ୍‌ରୋଗ। ଏହା କେତେବେଳେ କାହାକୁ କେଉଁଠି ହେବ କହିହେବ ନାହିଁ। ସୁସ୍ଥ ଆହାର ଏବଂ ନିୟମିତ ବ୍ୟାୟାମ ଦ୍ୱାରା ହିଁ ଏଥିରୁ ମୁକ୍ତି ମିଳିବ। ଏମିତି କିଛି ପ୍ରାକୃତିକ ଫୁଡ୍‌ସ ବା ଖାଦ୍ୟ ରହିଛି, ଯାହା ହୃଦ୍‌ରୋଗ ଆଶଙ୍କା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଏକ ପରୀକ୍ଷା କରି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ସପ୍ତାହରେ ଦୁଇଥର ମାଛ ଖାଇଲେ ହୃଦ୍‌ରୋଗ ଆଶଙ୍କା କମ୍‌ ହୁଏ। ହାଓ୍ବାର୍ଡ ମେଡିକାଲ ସ୍କୁଲର ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ସପ୍ତାହରେ ଅତି କମ୍‌ରେ ଖାଦ୍ୟରେ ମାଛ ସାମିଲ କରନ୍ତୁ। ମାଛରେ ଓମେଗା – ୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ୍‌ ଏ ରହିଛି। ଏହି ପୋଷକତତ୍ତ୍ୱ ଅନ୍ତରେ ବ୍ଲଡ୍‌ କ୍ଲଟ୍‌ ତିଆରି ରୋକି ରକ୍ତ ପ୍ରବାହକୁ ବଢ଼ାଇଥାଏ। ଏଥିସହିତ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍‌। ନିୟମିତ ବ୍ୟାୟାମ କଲେ ମଧ୍ୟ ହୃଦ୍‌ରୋଗ ଆଶଙ୍କା କମ୍‌ ହୋଇଥାଏ। ଶାକାହାରୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଫିଶ୍‌ ଅଏଲ କ୍ୟାପସୁଲ ଖାଇବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚକୋଲେଟ୍‌ କେକ୍‌

ଆବଶ୍ୟକ ସାମଗ୍ରୀ ମଇଦା -୨୦୦ ଗ୍ରାମ୍‌, ମିଲ୍କ ମେଡ୍‌-୨୦୦ ଗ୍ରାମ୍‌, କ୍ଷୀର -୨୦୦ ମିଲି, ମଖନ୍‌ -୧୦୦ ଗ୍ରାମ୍‌, ପେଷାଯାଇଥିବା ଚିନି – ୧୦୦ ଗ୍ରାମ୍‌,...

ସାଇଲେଣ୍ଟ୍‌ କିଲର୍‌…

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ସୁସ୍ଥ ମସ୍ତିଷ୍କ ପାଇଁ ଗାଣିତିକ ଫର୍ମୁଲା

ଶୋଇବା ଅବସ୍ଥାରେ କୌଣସି ଦୁର୍ଘଟଣା ଘଟିଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଅନେକାଂଶରେ ପ୍ରଭାବିତ କରିଥାଏ। ହେଲେ ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ଉପାୟ ବାହାର...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଳାଜିରା

କଳାଜିରା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କଳାଜିରାରେ ଥିବା ଭିଟାମିନ, ଆମିନୋ ଏସିଡ, ଆଇରନ, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଏଲ୍କୋଲାଇଡସ ଓ ଭେଲାଟାଇଲ...

ଓଜନ ବୃଦ୍ଧିକୁ ରୋକେ ପିଜୁଳି ପତ୍ର ଚା’

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ...

କ୍ୟାନ୍‌ସର ସହ ଲଢ଼ିବାର କ୍ଷମତା ରଖିଛି ଖଜୁରି

ଖଜୁରିରେ ଏଭଳି କିଛି ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଭଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଫୁସ୍‌ଫୁସ୍‌, ସ୍ତନ ଏବଂ...

ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି..ମିଳିବ ଅନେକ ଫାଇଦା

ଶରୀର ପାଇଁ ବେଶ୍‌ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି,...

Advertisement
Archives

Model This Week