Home

ବାଘଛାଲ, ନଖ ଜବତ; ୩ ଅଟକ

ବରଗଡ଼ ଅଫିସ,୨୫ା୧୧: ବରଗଡ଼ ଭଟଲି ଛକରୁ ବୁଧବାର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ, ନଖ ଓ ଦାନ୍ତ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ଥିବାବେଳେ ଗୋଟିଏ ବାଘଛାଲ ସମେତ ୧୧ଟି ବାଘ…

ମୋ ପୁଅକୁ ଆଉ କେବେ ଭେଟିବି ନାହିଁ, କାହିଁକି ଏମିତି କହିଲେ କୁମାର ସାନୁ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ବିଗ ବସ ୧୪ରୁ ବିଦାୟ ନେଇଛନ୍ତି। ଘରୁ ବାହାରକୁ ଆସିବା ମାତ୍ରେ ନିଜ ବ୍ୟକ୍ତିଗତ ଜୀବନକୁ ବିଷୟରେ ଆଲୋଚନାକୁ ଆସିଥିଲେ। ସେ କହିଛନ୍ତି, ପିତା କୁମାର ସାନୁ ମୋର…

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସମସ୍ତ ସହରଗୁଡ଼ିକରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି…

ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍‌: ସ୍ମୃତି ଇରାନୀ

ହାଇଦ୍ରାବାଦ୍‌,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍‌ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍‌ ଓଓ୍ବାସି ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।…

୩୦ କୋଟି ଲୋକଙ୍କୁ ପ୍ରଥମେ ଦିଆଯିବ ଟିକା: ପୋଲିଂ ବୁଥ୍‌ ଭଳି ସ୍ଥାପନ ହେବ ଟିକା ବୁଥ୍‌

ନୂଆଦିଲ୍ଲୀ,୨୫।୧୧: ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି କରୋନା ଟିକାକୁ ଦିଆଯିବା ଲାଗି ସ୍ବୀକୃତି ମିଳି ନାହିଁ। ତେବେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏସବୁ ଲୋକଙ୍କୁ ପ୍ରାଥମିକତା ଆଧାରରେ…

୧୭ ବର୍ଷରେ ଅସ୍ତ୍ରବିରତି: ପ୍ରତିଦିନ ୨ ଥର ଉଲ୍ଲଂଘନ କରୁଛି ପାକିସ୍ତାନ

ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ ମଧ୍ୟରେ ପାକିସ୍ତାନ ୧୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅର୍ଥାତ୍‌ ପାକିସ୍ତାନ…

ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସବୁ ସମୟରେ ସେ ନିଜର ଅଦ୍‌ଭୁତ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଯେତେବେଳେ ଯାହା…

ବିଜୟ ସିହ୍ନା ବିହାର ବିଧାନସଭା ବାଚସ୍ପତି ନିର୍ବାଚିତ

ପାଟନା,୨୫।୧୧: ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୁଧବାର ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ଶେଷ ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ବିହାର ବିଧାନସଭାରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଛି। ଏନ୍‌ଡିଏର ବିଜୟ ସିହ୍ନାଙ୍କୁ ନୂଆ ବାଚସ୍ପତି…

ସମୁଦ୍ର କୂଳରେ ୧୦୦ ତିମି-ଡଲଫିନ୍‌ଙ୍କ ମୃତଦେହ: ଚିନ୍ତାରେ ପରିବେଶ ବିଜ୍ଞାନୀ

ଓ୍ବିଲିଙ୍ଗଟନ୍‌,୨୫।୧୧: ନ୍ୟୁଜିଲାଣ୍ଡର ସମୁଦ୍ର କୂଳରେ ତିମି ଏବଂ ଡଲଫିନ୍‌ଙ୍କ ମୃତ ଦେହ ଆସି ଜମା ହେବାରେ ଲାଗିଛି। ବୁଧବାର ସୁଦ୍ଧା ଚାଥମ୍‌ ଦ୍ୱୀପର ସମୁଦ୍ର କୂଳରେ ୯୭ ତିମି ଏବଂ ୩ଟି ଡଲଫିନ୍‌ଙ୍କ ମୃତ ଦେହ ଲାଗିଛି। ୨୬ ଜୀବିତ ତିମିଙ୍କୁ…

ନାଗାର୍ଜୁନ ବେଶ ଦିନ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଅନୁୁରୋଧ

ପୁରୀ ଅଫିସ, ୨୫।୧୧(ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏଥର ପଞ୍ଚକ ୬ ଦିନ ପଡୁଥିବା ବେଳେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ତେବେ ମହାମାରୀ କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ…

କୋଭିଡ୍‌ ସ୍ଥିତିରେ ଦଶମ, ଯୁକ୍ତ ୨ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ପାଠପଢ଼ା ହୋଇପାରି ନ ଥିବା ବେଳେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରୀଛାତ୍ର। ତେଣୁ କୋଭିଡ୍‌କୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ…

ଜେଲ୍‌ରେ ଥାଇ ମନ୍ଦ ରାଜନୀତି କରୁଛନ୍ତି ଲାଲୁ: ସୁଶୀଲ ମୋଦି

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ଚାଲିଛି। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ ଜଣେ ବିଧାୟକଙ୍କୁ ଫୋନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri