ଇଜିପ୍ଟର ସୁପରଷ୍ଟାରଙ୍କ ସହ ନଜର ଆସିବେ ବଲିଉଡର‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଇମେଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫିଲ୍ମ କ୍ୟାରିୟର ସେତେଟା ସଫଳ ହୋଇପାରି ନାହିଁ। କିନ୍ତୁ ଏବେ ସେ ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ଖବର ଅନୁଯାୟୀ, ଏବେ ଉର୍ବଶୀ ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ସାଇନ୍‌ କରିଛନ୍ତି। ଇତିମଧ୍ୟରେ ଏହାର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ନିଜେ ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ ଆଉଣ୍ଟରେ ସୂଚନା ଦେଇଛନ୍ତି।
ଉର୍ବଶୀଙ୍କୁ ଏହି ପ୍ରୋଜେକ୍ଟରେ ମିଶରର ପ୍ରସିଦ୍ଧ ଅଭିନେତା ମହମ୍ମଦ ରମଦାନଙ୍କ ସହ ଦେଖିବାକୁ ମିଳିବ। ରମଦାନଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଉର୍ବଶୀ ଏହି ସୂଚନା ଦେଇଛନ୍ତି। ତେବେ ଏହା କୌଣସି ଫିଲ୍ମ ନା ବିଜ୍ଞାପନ ସେ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହେ କୋଟି କ୍ଲବରେ ‘ବାଲା’, ପାର୍ଟି କରି ଖୁସି ମନାଇଲା ଟିମ୍‌

ବମ୍ବେ: ପରଦାକୁ ଆସିବାର ତିନି ସପ୍ତାହ ମଧ୍ୟରେ ଶହେ କୋଟି କ୍ଲବରେ ଏଣ୍ଟ୍ରି ମାରିଛି ‘ବାଲା’। ଫିଲ୍ମରେ ନାୟକ ଆୟୁଷ୍ମାନ ଖୁରାନ୍ନା ଓ ନାୟିକା ଭୂମି...

ଖୁବ୍‌ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍‌ ହେବାପରେ ଏବେ ‘ଆର୍‌ଆର୍‌ଆର୍‌’...

ସ୍ବରାଙ୍କ ଓ୍ବେବ୍‌ ସିରିଜ୍‌ ‘ରସଭରୀ’କୁ ହଟାଇଲା ଆମାଜନ୍‌ ପ୍ରାଇମ୍‌ !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ସ୍ବରା ଭାସ୍କର ଅଭିନୀତ ଓ୍ବେବ୍‌ ସିରିଜ୍‌ ‘ରସଭରୀ’ର ରିଲିଜ ହୋଇଥିଲା। ଆମାଜନ ପ୍ରାଇମ୍‌ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା।...

ୟୁକ୍ରେନରେ ପହଞ୍ଚିଲେ ଆଞ୍ଜେଲିନା

ରୁଷିଆର ଆକ୍ରମଣ ପରେ ୟୁକ୍ରେନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ...

‘କେଜିଏଫ୍‌-୨’ପରେ ଧନୁଷଙ୍କ ଫିଲ୍ମରେ ପୁଣି ଖଳନାୟକ ହେବେ ସଞ୍ଜୟ ଦତ୍ତ

ମୁମ୍ବାଇ: ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ରରେ ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଧନୁଷ ‘ଗ୍ରେ ମ୍ୟାନ’ ଏବଂ ’ନାନେ ବାରୁବେନ’ ଭଳି ବ୍ୟାକ୍‌...

କଫି ହାଉସ୍‌ର ସମସ୍ତ କର୍ମଚାରୀଙ୍କ ପାଇଁ ଫିଲ୍ମ ଟିକେଟ୍‌ ବୁକ୍‌ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଫିଲ୍ମ ଜର୍ସି କିଛି ଦିନ ତଳେ ରିଲିଜ ହୋଇଥିଲା । ଫିଲ୍ମରେ ମୃଣାଳଙ୍କ ବିପକ୍ଷରେ ସାହିଦ୍‌ କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ...

ଗର୍ଭାବସ୍ଥାରେ ବି ଫ୍ୟାଶନ ବଜାୟ ରଖିଛନ୍ତି କରୀନା, ଖୁବ୍‌ଶୀଘ୍ର ହେବେ ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜର ଫ୍ୟାଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି।...

ପ୍ୟାଡ୍‌ମ୍ୟାନ,ଟଏଲେଟ୍‌ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି।...

Advertisement
Archives

Model This Week