ବିଧାନସଭା ସମ୍ମୁଖରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର,୨୭।୧୧(ବ୍ୟୁରୋ)-କଡ଼ା ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ। ଗତ ମଙ୍ଗଳବାର ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପା ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଶୁକ୍ରବାର ଆଉଏକ ଘଟଣା ଘଟିଛି। ଅଧିବେଶନ…
ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ହେବ କୋଭିଡ ଭାକ୍ସିନ ଷ୍ଟୋରେଜ୍
ନୂଆଦିଲ୍ଲୀ,୨୭।୧୧: ଦେଶର ରାଜଧାନୀ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପ୍ରଥମ କୋଭିଡ-୧୯ ଭାକ୍ସିନର ଷ୍ଟୋରେଜ ସୁବିଧା ପ୍ରସ୍ତୁତ ହେବ। ଏନେଇ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଷ୍ଟୋରେଜ ସୁବିଧା ପାଇଁ ଡାକ୍ତରଖାନାରୁ ଏକ ସ୍ଥାନ ମଗାଯାଇଥିଲା।…
ଶନିବାର ୩ କୋଭିଡ ଭାକ୍ସିନ କେନ୍ଦ୍ର ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ଭାକ୍ସିନ ବିକାଶ କେନ୍ଦ୍ରକୁ ଗସ୍ତ କରିବେ। ଏହି ସମୟରେ ସେ ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଯିବାର କାର୍ଯ୍ୟକ୍ରମ ରହିଛି। ସର୍ବପ୍ରଥେମେ ମୋଦି ଅହମଦାବାଦରେ ଜାଇଡସ୍ କେଡିଲା କେନ୍ଦ୍ର ଗସ୍ତ କରିବେ।…
ମହିଳାଙ୍କୁ ପସନ୍ଦ ନୁହଁ ପୁରୁଷଙ୍କ ଏହି ୩ ଗୁଣ
ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ଲାଗିବା ସାଧାରଣ କଥା। ବେଳେବେଳେ ସାମାନ୍ୟ କଥାକୁ ନେଇ ତୁମୁଳ କାଣ୍ଡ ବି ଘଟିଥାଏ। କାରଣ ମହିଳାଙ୍କୁ ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ଭଲ ଲାଗି ନ ଥାଏ, ଯେଉଁଥିପାଇଁ ଝଗଡ଼ା ସୃଷ୍ଟି…
ଦଳରେ କରାଯାଇଥିଲା ଅଣଦେଖା: ଗୋଟିଏ ଓଭରରେ ୨ ଆଇପିଏଲ୍ ଅଧିନାୟକଙ୍କ ଉଇକେଟ ନେଇ ଚର୍ଚ୍ଚାରେ ହେଜଲଉଡ୍
ସିଡନୀ,୨୭।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଏକଦିବସୀୟ ସିିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏଥିରେ କଙ୍ଗାରୁ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ଭାରତ ସମ୍ମୁଖରେ ୩୭୫ ରନ୍ର ବିଶାଳ ସ୍କୋର ରଖିଛି। ଏହାର ଜବାବ ଦେବାକୁ ଯାଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ…
କୋହଲି-ରୋହିତଙ୍କ ମଧ୍ୟରେ ଯାହା ଚାଲିଛି ତାହା ଦୁଃଖଦ: ନେହେରା
ନୂଆଦିଲ୍ଲୀ,୨୭।୧୧: ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ କ୍ରିକେଟ ସିରିଜ୍ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ନେଇ ବୟାନବାଜି ଜାରି ରହିଛି। ଅଷ୍ଟ୍ରେଲିଆ ପାଇଁ ଚୟନ କରାଯାଇଥିବା ଖେଳାଳି ତାଲିକାରେ ରୋହିତଙ୍କ ନାମ ନ ଥିବାରୁ ପ୍ରଶଂସକଙ୍କୁ ଝଟକା…
ପ୍ରେମିକାଙ୍କ ହାତ ଧରିବେ ବଲିଉଡ୍ର ଏହି ଗାୟକ, ୧୦ ବର୍ଷ ଧରି କରୁଥିଲେ ଡେଟ୍
ମୁମ୍ବାଇ: ବଲିଉଡ୍ ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନା ଅନୁଯାୟୀ, ଉଭୟ ମନ୍ଦିରରେ ବିବାହ କରିବେ। ଏକ ସାକ୍ଷାତକାରରେ ଆଦିତ୍ୟ…
ମମତା ସରକାରଙ୍କୁ ବଡ଼ ଝଟ୍କା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ
କୋଲକାତା,୨୭।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ହୋଇଛି। ଶୁକ୍ରବାର ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ଼ ଝଟ୍କା ଲାଗିଛି। ଟିଏମ୍ସି ଦଳର ନେତା ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀ ପଦରୁ…
ଗାଙ୍ଗୁଲିଙ୍କ ନଜରରେ ଏହି ଦୁଇ ଖେଳାଳି ଭାରତର ଶ୍ରେଷ୍ଠ ଉଇକେଟକିପର: ପ୍ରଶଂସାରେ କହିଲେ ଏଭଳି
ନୂଆଦିଲ୍ଲୀ,୨୭।୧୧: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାପରେ ଭାରତୀୟ ଦଳରେ ଉଇକେଟ୍କିପର କିଏ ହେବ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏଥିପାଇଁ ପ୍ରଥମ ପସନ୍ଦ ଋଷଭ…
ଶିଶୁକନ୍ୟାକୁ ବଳାତ୍କାର: ନାବାଳକଙ୍କୁ ମିଳିଲା ଏମିତି ଦଣ୍ଡ, ଯାହା ସମସ୍ତଙ୍କୁ କଲା ଚକିତ
ଜାକର୍ତ୍ତା,୨୭ା୧୧: ଇଣ୍ଡୋନେସିଆର ୧୯ ବର୍ଷୀୟ ନାବାଳକ ଜଣେ ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଏମିତି ଦଣ୍ଡ ପାଇଲେ ଯେଉଁଥିରେ ସେ ଚେତାଶୂନ୍ୟ ହୋଇଗଲେ। ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ପୁଣି ଦଣ୍ଡ ଦିଆଯାଇଥିଲା। ନାବାଳକ…
ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତେବେ ମ୍ୟାଚ୍ ଚାଲିଥିବା ବେଳେ ଅଷ୍ଟ୍ରେଲିୟାର ୨…
ଏହି କାରଣ ପାଇଁ ବଦଳିଗଲା ନର୍ସଙ୍କ ସୁନ୍ଦର ଚେହେରା, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସମଗ୍ର ବିଶ୍ୱରେ ୧୦ ମାସରୁ ଊର୍ଦ୍ଧ୍ୱ ହେବ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ଏକକରି ରୋଗୀଙ୍କୁ ସେବା ଯୋଗାଉଛନ୍ତି। ତେବେ ଡାକ୍ତର ଏବଂ ନର୍ସମାନେ ନିଜର ସୁରକ୍ଷା ପାଇଁ ଡାକ୍ତରଖାନାରେ ଘଣ୍ଟା ଘଣ୍ଟା…
Archives


