ଶିଶୁପୁତ୍ରକୁ ଯୌନ ନିର୍ଯାତନା, ଉତ୍ତର ପ୍ରଦେଶର ଜଣେ ଗିରଫ

ବଲାଙ୍ଗୀର ଅଫିସ, ୯।୧: ବଲାଙ୍ଗୀର ସହରରେ ଉତ୍ତର ପ୍ରଦେଶର ଜଣେ ଯୁବକ ଭଡ଼ା ରହୁଥିଲେ। ସେ ଭଡାରେ ରହୁଥିବା ମାଲିକଙ୍କ ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ନେଇ ଶୁକ୍ରାବର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକ ଅବିନାଶ ନାଏକ(୧୯)ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟାଟା ମ୍ୟାଜିକ୍‌: ୨୩ ଆହତ

କୋଟଗଡ, ୧୦।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ବ୍ଲକ ମଦାଙ୍ଗି ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯.୩୦ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌(ନଂ-ଓଡି୧୨ସି୩୦୭୨)...

ଝାରସୁଗୁଡ଼ା ରେଲଷ୍ଟେଶନ ଟ୍ରେନ ବଗିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୦।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ରେଳଷ୍ଟେଶନରେ ସଫେଇ ପାଇଁ ଛିଡ଼ା ହୋଇଥିବା ହଟିଆ ପାସେଞ୍ଜର ଟ୍ରେନ ବଗିରୁ ଗୁରୁବାର ଏକ ମୃତଦେହ ଜିଆର୍‌ପି ପୋଲିସ ଉଦ୍ଧାର କରିଛି।...

ହାତୀ ସହ ମୁହାଁମୁହିଁ ଏଡ଼ାଇବ ମୋବାଇଲ ଆପ୍‌

ଅନୁଗୋଳ ଅଫିସ, ୧୨।୬ – ଜଙ୍ଗଲ ମଧ୍ୟରେ କ’ଣ ଘଟୁଛି, କେଉଁ ହିଂସ୍ରଜନ୍ତୁ ଜନବସତିର କେତେ ନିକଟରେ ଅଛନ୍ତି, କେଉଁଠି କାହା ପାଇଁ କିଛି ବିପଦ...

୨୦୨୦ କମିଶନରେଟ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆଉ ଆସିବ ୨୦୨୦। ତେବେ ୨୦୧୯ରେ କମିଶନରେଟ ପୋଲିସକୁ ଅନେକ ମାମଲାରେ ସଫଳତା ମିଳିଥିବାବେଳେ...

ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ: ସଜେଇ ହୋଇଛି ୨୯ ମଣ୍ଡପ

ଅନୁଗୋଳ ଅଫିସ, ୧୩ା୧୦ – ଧରାବତରଣ କରିବେ ମା ଲକ୍ଷ୍ମୀ। ଏ ନେଇ ଅନୁଗୋଳ ସହର ସଜେଇ ହୋଇଛି। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେବ।...

ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା...

ଦେଢ଼ମାସରେ ୧୧ଶହ କୋଟି ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ...

କଲେଜ ଛାତ୍ରୀଙ୍କ ଗଳିତ ଶବ ମିଳିବା ଘଟଣା : ପୋଲିସର ନିଷ୍କ୍ରିୟତା ନେଇ ରାସ୍ତା ଅବରୋଧ

ବସ୍ତା,୧୦ା୬(ସ୍ବ.ପ୍ର.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଜାମୁଶୁଳି କଲେଜ ଛାତ୍ରୀ ଲୋପାମୁଦ୍ରା ମହାନ୍ତି ୪ ମାସ ଧରି ନିଖୋଜ ହେବା ପରେ ଗଳିତ...

Play 250+ Trending Games
Archives

Model This Week

Why Dharitri