Home

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ତ୍ରୀ ବର୍ଷେ ହେଲା କେଉଁଆଡ଼େ ଗାଏବ, ଉଠିଲାଣି ଅନେକ ପ୍ରଶ୍ନ

ପ୍ୟୋଙ୍ଗୟାଙ୍ଗ,୧।୨: ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ତ୍ରୀ ରି-ସୋଲ୍‌-ଜୁ ବର୍ଷେରୁ ଅଧିକ ହେବ ନଜର ଆସୁନାହାନ୍ତି। ସେ ୨୦୨୦ ଜାନୁୟାରୀ ୨୫ରେ ରି ସୋଲ ଜୁଙ୍କୁ ସ୍ବାମୀ କିମ୍‌ଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ଅବସରରେ ଦେଖିବାକୁ ମିଳିଥିଲା। ତେବେ ସେହିଦିନଠାରୁ…

୧ କୋଟି ନୂଆ ଉଜ୍ୱଳା ସଂଯୋଗ, ସ୍ଥାପିତ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସରକାର ଉଜ୍ୱଳା ଯୋଜନାରେ ୧ କୋଟି ନୂଆ ସଂଯୋଗ ଦିଆଯିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ୧୦୦ ଜିଲାରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ନିର୍ମାଣ କରାଯିବ। ସେହିପରି ପଛୁଆବର୍ଗଙ୍କ ପିଲାଙ୍କ ପାଇଁ ୭୫୦…

ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବର୍ତ୍ତମାନ ଅନୁଷ୍କା ଝିଅର ପ୍ରଥମ ଫଟୋ ଫ୍ୟାନ୍‌ ତଥା ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ରେଲୱେ ପାଇଁ ୧.୧୦ ଲକ୍ଷ କୋଟି: ୨୭ ସହରରେ ମେଟ୍ରୋ ସେବା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ରେଲଓ୍ବେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ୨୦୩୦କୁ ଦୃଷ୍ଟିରେ ରଖି ସରକାର ରେଲଓ୍ବେ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଫ୍ରେଟ୍‌ କୋରିଡୋର ଉପରେ…

ଆଜି ରାଜ୍ୟରେ ୧୦୦ ତଳେ କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ କମିଲା

ଭୁବନେଶ୍ୱର,୧।୨(ବ୍ୟୁରୋ): ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୧୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ…

ମଣ୍ଡିରୁ ଉଠୁନି ଧାନ, ଅନଶନରେ ବସିଲେ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ତିନିମାସ ପୂରିବ। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି…

ସରକାରଙ୍କ ଆର୍ଥିକ ଟିକା: ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କାର ପ୍ରାବଧାନ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶବାସୀଙ୍କ ପାଇଁ ସରକାର ଆର୍ଥିକ ଟିକା ଆଣିଛନ୍ତି। ସ୍ବାସ୍ଥ୍ୟ ବଜେଟରେ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ସ୍ବସ୍ଥ୍ୟା କ୍ଷେତ୍ରକୁ ୨.୨୩ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ସ୍ବସ୍ଥ ଭାରତ…

କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଗତବର୍ଷ ଦେଶର ଅର୍ଥନୀତି ପାଇଁ ସମୟ ଆହ୍ବାନମୂଳକ ଥିଲା। କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଦେଶରେ ଆର୍ଥିକ ସୁଧାର…

ଗଣବଳାତ୍କାର ପରେ ଇଟାରେ ଛେଚିଥିଲେ

ଗୋପାଳପୁର,୧ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଋତୁ ବେହେରା (୩୦) ଓ ହେମନ୍ତ ବେହେରା (୨୬)।…

ଅନ୍ତଃରାଷ୍ଟ୍ରୀୟ ଖେଳାଳି ଏବେ ଚାଷୀ

ଉମରକୋଟ,୧।୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅନ୍ତଃରାଷ୍ଟ୍ରୀୟ ଭାରୋତ୍ତୋଳନକାରୀ ଅରୁଣ ସାନ୍ତା। ଦେଶ ପାଇଁ ପ୍ରତିନିଧିତ୍ୱ କରି ଦୁଇଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡ଼ା ଜାତୀୟସ୍ତରରେ ମଧ୍ୟ ତାଙ୍କ ନାମରେ ରହିଛି ଅନେକ ପଦକ।…

୬ ଘଣ୍ଟା ପରେ ଚିଲିକା ମଝିରୁ ଉଦ୍ଧାର ହେଲେ ୧୭ ପର୍ଯ୍ୟଟକ

ବାଲୁଗାଁ,୧ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅଧୀନ ସୋରଣ ପେଣ୍ଠରୁ ରବିବାର ଚିଲିକା ପରିଭ୍ରମଣରେ ଯାଇଥିବା ୧୭ଜଣ ପର୍ଯ୍ୟଟକ, ୨ଜଣ ନାଉରିଆ ଫେରିବାବେଳେ ମଝି ଚିଲିକାରେ ଫସିଯାଇଛନ୍ତି। ଖବରପାଇ ବାଲୁଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ପ୍ରାୟ ୬ଘଣ୍ଟା ପରେ ଯାତ୍ରୀମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?