ଓଜନ କମାଇଥାଏ ଏହି ଜୁସ୍
ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍ ପିଇଲେ ଓଜନ ଖୁବ୍ ଶୀଘ୍ର ହ୍ରାସ ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।…
ଏସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ମେଡ୍ ଫର୍ ଇଚ୍ ଅଦର…
ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ । ଏପରି କିଛି ରାଶି ଅଛି ଯାହାଙ୍କ ମେଳକ ବହୁତ ପରଫେକ୍ଟ…
ଏସବୁ ଅଙ୍ଗ କୁହେ ନାରୀଙ୍କ ମନ କଥା…
ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍ ସହଜରେ ନାରୀଙ୍କ ମନକଥା ଜାଣିହେବ । ନାରୀଙ୍କ ଶରୀରର କିଛି ନିଦ୍ଦିଷ୍ଟ ଅଙ୍ଗ ସେମାନଙ୍କ…
ପଡିଆକୁ ଆସିବା ପୂର୍ବରୁ ମଦ ପିଉଥିଲେ ଏହି ୪ ଖେଳାଳି
କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିଜ ଖରାପ ଅଭ୍ୟାସ ଯୋଗୁ ଦର୍ଶକ ତାଙ୍କୁ…
ମାର୍ଚ୍ଚ ୩୧ ଯାଏ ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା
ନୂଆଦିଲ୍ଲୀ, ୨୭।୧୨ -ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ଆର୍ସି, ପର୍ମିଟ, ଫିଟ୍ନେସ୍ ସାର୍ଟିଫିକେଟ ଆଦି ଗାଡ଼ି କାଗଜପତ୍ରର ବୈଧତାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନଙ୍କର କାଗଜପତ୍ର ବୈଧତା ୨୦୨୦ ଫେବୃୟାରୀରୁ ଶେଷ ହୋଇଥିବ କିମ୍ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା…
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ
ବରଗଡ଼ ଅଫିସ୍/ଅତାବିରା,୨୭।୧୨-ବରଗଡ଼ ସହର ଉପକଣ୍ଠ ପାଣିଛତର ଓଭରବ୍ରିଜ ଏବଂ ଗୋଡ଼ଭଗା-ତୁରୁମ ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଉଭୟ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପାଣିଛତର ବ୍ରିଜ ଉପରେ ଜଣେ ଲୋକ ଯାଉଥିବା ବେଳେ ତାଙ୍କୁ ଏକ…
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ: ୧୦ ଘଣ୍ଟା ଧରି ଅଟକି ରହିଲା ୧୫୦୦ ଗାଡି
ଶ୍ରୀନଗର,୨୭।୧୨-ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରବିବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଏଥିଯୋଗୁ ଜାତୀୟ ରାଜପଥରେ ପ୍ରାୟ ୧୫୦୦ ଗାଡି ଅଟକି ରହିଥିଲା। ଜାତୀୟ ରାଜପଥ ଟ୍ରାଫିକ୍ ବରିଷ୍ଠ ଅଧୀକ୍ଷକ ଜେଏସ ଜୋହର…
ପରଲୋକରେ ସୁନୀଲ କୋଠାରୀ
ନୂଆଦିଲ୍ଲୀ,୨୭।୧୨: ପ୍ରସିଦ୍ଧ ଐତିହାସିକ ନୃତ୍ୟ ବିଶାରଦ ତଥା ସମାଲୋଚକ ସୁନୀଲ କୋଠାରୀଙ୍କ ପରଲୋକ ଘଟିଛି। ରବିବାର ଦିଲ୍ଲୀର ଏକ ଡାକ୍ତରଖାନାରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ…
ରାଜ୍ୟରେ ସୁସ୍ଥ ହେଲେ ୩୧୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲେଶ୍ୱରୁ ୩୫, ସୁନ୍ଦରଗଡରୁ ୩୫, ଅନୁଗୋଳରୁ ୩୪, କଟକରୁ ୨୯, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୨,…
‘ଗୋ କରୋନା ଗୋ’ ପରେ ଏବେ ‘ନୋ କରୋନା ନୋ’
ନୂଆଦିଲ୍ଲୀ,୨୭।୧୨: ଭାରତ ସମେତ ସମଗ୍ର ବିଶ୍ୱରେ ଯେତେବେଳେ କରୋନା ଭୂତାଣୁ ବ୍ୟାପିଥିଲା, ସେତେବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ‘ଗୋ କରୋନା ଗୋ’ ସ୍ଲୋଗାନ ଦେଇ ଚର୍ଚ୍ଚାରେ ରହିଥିଲେ। ଏହି ସ୍ଲୋଗାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏବେ କରୋନା…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖିବା ପଡିଲା ମହଙ୍ଗା, ଗଲା ଚାକିରି
ଥିରୁଭାନନ୍ତପୁରମ୍,୨୭।୧୨: କେରଳରେ ଜଣେ ବିମାନବନ୍ଦର କର୍ମଚାରୀ ଫେସବୁକରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡିଛି। ଫଳରେ ତାଙ୍କ ଚାକିରି ଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ, ଯାହା…
ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ଇଡିର ସମନ
ମୁମ୍ବାଇ,୨୭।୧୨: ଶିବସେନା ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ ପଠାଯାଇଛି। ପିଏମସି ବ୍ୟାଙ୍କ ଘୋଟାଲା ମାମଲାର ତଦନ୍ତ ସଂପର୍କରେ ଏହି ନୋଟିସ ପଠାଯାଇଥିବା ଜଣାପଡିଛି। ଡିସେମ୍ବର ୨୯ରେ…
Archives


