Posted inଜାତୀୟ

ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍‌ରେ ପ୍ରଥମ ଥର ପାଇଁ ସିଆର୍‌ପିଏଫ୍‌ ମହିଳା କମାଣ୍ଡୋଙ୍କୁ ନିୟୋଜିତ କରାଯିବ। ସେମାନେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଯୁକ୍ତ ହେବେ। ଫେବୃୟାରୀ ୬ରେ ମହିଳା କମାଣ୍ଡୋମାନଙ୍କର ପ୍ରଥମ ୟୁନିଟ୍‌କୁ କୋବ୍ରା ବାଟାଲିୟନରେ ସାମିଲ କରାଯିବ।

୧୯୮୬ ଫେବୃୟାରୀ ୬ରେ ମହିଳା ବାଟାଲିୟନର ଗଠନ ହୋଇଥିଲା। ଏହି ଦିନଟି ଖାସ୍‌ ଥିବାରୁ ୩୦ରୁ ଅଧିକ ମହିଳା କମାଣ୍ଡୋମାନଙ୍କୁ ନିଯୁକ୍ତି ଦିଆଯିବା ନେଇ ସ୍ଥିର କରାଯାଇଛି। ଏହାଛଡ଼ା ଅଲ୍‌ ଓମ୍ୟାନ୍‌ ବ୍ରାସ୍‌ ବ୍ରାଣ୍ଡ ମଧ୍ୟ ଗଠନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେଶନ କାବେରୀ’ ଆରମ୍ଭ

ନୂଆଦିଲ୍ଲୀ,୨୪।୪: ଆଫ୍ରିକୀୟ ଦେଶ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ...

ଯୋଗୀଙ୍କ ସଫଳତାର ରିପୋର୍ଟ କାର୍ଡ, ୫ ବର୍ଷରେ ରାଜ୍ୟରେ ଦଙ୍ଗା ନାହିଁ…

ଲକ୍ଷ୍ନୌ, ୩।୨ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ସେ ଗୋଟି...

ଚାଇନା ସୀମା ବିବାଦକୁ ନେଇ ହୋଇପାରେ ତୃତୀୟ କମାଣ୍ଡରସ୍ତରୀୟ ବୈଠକ

ଲେହ,୨୯।୬: ଗତ କିଛି ଦିନରୁ ଲଦାଖ ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ଲଦାଖ ଗଲଓ୍ବାନ ଘାଟିରେ ଭାରତ...

୨୬ରେ କୃଷକ ସଂଗଠନର ଭାରତ ବନ୍ଦ

ନୂଆଦିଲ୍ଲୀ,୨୪।୩: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ଆସନ୍ତା ୨୬ ତାରିଖ ଶୁକ୍ରବାର ଭାରତ ବନ୍ଦ କରାଯିବ। ଚାଷୀ ଆନ୍ଦୋଳନର ୪ ମାସ...

ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା...

ମୋଦିଙ୍କ ସହ ଯୋଗ କଲେ ମୋଟୁ ପତଲୁ: ଭିଡିଓ ଭାଇରାଲ

ରାଞ୍ଚି,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର ମନ୍ତ୍ରୀ, ବଲିଉଡ୍‌ କଳାକାର...

ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ...

ଓଡ଼ିଶା-ଛତିଶଗଡ-ତେଲେଙ୍ଗାନା ଟ୍ରାଇ ଜଙ୍କଶନରେ ମାଓବାଦୀ ବିରୋଧୀ ଅପରେଶନ, ହିଡମାଙ୍କୁ ଧରିବା ଲକ୍ଷ୍ୟ…

ସୁକମା,୧୨।୧ : ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ଟ୍ରାଇ ଜଙ୍କଶନ ସୁକମା ଠାରେ ସୁରକ୍ଷା ବାହିନୀ ଦ୍ୱାରା ଏକ ବଡ଼ ମାଓବାଦୀ ବିରୋଧୀ ଅପରେଶନ ଆରମ୍ଭ...

Advertisement
Archives

Model This Week