Home

ହିମସ୍ଖଳନରୁ ବିପଜ୍ଜନକ ହ୍ରଦ

ଡେରାଡୁନ୍‌, ୧୩।୨ : ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଗ୍ଲେସିୟରର ଏକ ଅଂଶ ଭାଙ୍ଗିପଡ଼ି ଯେଉଁ ସ୍ଥାନରେ ମାଡ଼ ହୋଇଥିଲା ସେଠାରେ ଭୟଙ୍କର ହ୍ରଦ ସୃଷ୍ଟି ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ଦେଖିବାକୁ ମିଳିଛି। ଏହି ହ୍ରଦର ଆକାର ଫୁଟ୍‌ବଲ ଫିଲ୍ଡର ତିନିଗୁଣ ବୋଲି ଚିତ୍ରରୁ…

ବିବାଦରେ ଫେଣ୍ଟି ବ୍ୟୁଟି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଟୁଇଟ୍‌ କରିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଫେଣ୍ଟିଙ୍କ ପିଛା ଛାଡ଼ୁନାହିଁ ବିବାଦ। ରିହାନାଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ୍‌ ‘ଫେଣ୍ଟି ବ୍ୟୁଟି’ ବିରୋଧରେ ଝାଡ଼ଖଣ୍ଡର କେତେଜଣ ବ୍ୟକ୍ତି ନୂଆଦିଲ୍ଲୀସ୍ଥିତ ଡିଏଲ୍‌ଏଫ୍‌ ପ୍ରୋମେନେଡ୍‌ ମଲ୍‌ ବାହାରେ ବିକ୍ଷୋଭ…

ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ କରି ଏକ ନୂଆ ଆଇନ ଅଣାଯାଇଛି। ସମଲିଙ୍ଗୀ ସମ୍ପର୍କକୁ ‘ପ୍ରକୃତି ବିରୋଧରେ ପାପ’ ବିବେଚନା…

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା ବିରୋଧୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର…

୧୯କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩ା୨(ପି.ଟି.): କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଦାଏର ଅଦାଲତ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆନ୍ଧ୍ର ପ୍ରଦେଶକୁ ଜବାବ ତଲବ କରିଛନ୍ତି। ତେବେ ଶନିବାର ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ସର୍ବୋଚ୍ଚ ଅଦାଲତ…

ସାମାନ୍ୟ କଥାରେ ରାଗୁଛନ୍ତି କି? ଏହି ସହଜ ଉପାୟରେ ନିଜକୁ କରନ୍ତୁ ଶାନ୍ତ, ନଚେତ୍‌…

କ୍ରୋଧକୁ ଆୟତ୍ତ କରିବା ସାଧନା ଠାରୁ କିଛି କମ୍‌ ନୁହେଁ। କିଛି ଲୋକଙ୍କ ନାକ ଅଗରେ ରାଗ ଥାଏ। ଏହି ରାଗ ବହୁତ କ୍ଷତିରେ ମଧ୍ୟ ପକାଇଥାଏ। ଏହି ରାଗ ପାଇଁ ଘରର ପରିବେଶ ମଧ୍ୟ ବଦଳିଯାଇଥାଏ। ଏହା ପରିବାରର ସମସ୍ତ…

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…

ଆତ୍ମହତ୍ୟା ପୂର୍ବରୁ ଏଭଳି ଲେଖିଥିଲେ ରେଖାଙ୍କ ସ୍ବାମୀ, ଜାଣିଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ କହିଲେ ରେଖାଙ୍କୁ ବୁଝାଯାଏ। ନିଜର ସୁନ୍ଦରତା ସହ ଅଭିନୟରେ ସେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବୃତ୍ତିଗତ ଜୀବନରେ ଯେତେ ସଫଳ ହେଲେ ହେଁ ବ୍ୟକ୍ତିଗତ ଜୀବନରେ ରେଖା ସେତିକି ଅସଫଳ। କାରଣ ତାଙ୍କ…

ଆଇପିଏଲ୍‌ ଖେଳିବା ଆଶା ମଉଳିଲା: ପ୍ରତିକ୍ରିୟାରେ ଏଭଳି କହିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ଖୁବ୍‌ଶୀଘ୍ର ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ଜଣ ଖେଳାଳି ନାମାଙ୍କନ କରିଥିଲେ। ଏବେ ବିସିସିଆଇ ପକ୍ଷରୁ ନିର୍ଣ୍ଣାୟକ ଖେଳାଳି ତାଲିକା ଜାରି କରାଯାଇଛି। ସେଥିରୁ ଏସ୍‌. ଶ୍ରସନ୍ଥଙ୍କୁ ବାଦ୍‌ ଦିଆଯାଇଥିବା ଦେଖିବାକୁ…

ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ବିରୁଧନଗର,୧୨ ।୨: ତାମିଲନାଡୁର ବିରୁଧନଗରରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦ୍ୱିପ୍ରହରରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନ…

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ-ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଶନିବାର ଖେଳାଯିବ। ଏହା ପୂର୍ବରୁ ଶୁକ୍ରବାର ଇଂଲଣ୍ଡ ଟିମ୍‌ ପକ୍ଷରୁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଟେଷ୍ଟରେ ଖେଳିଥିବା ୪ ଖେଳାଳିଙ୍କୁ ବାହାର…

ଜ୍ୱାଇଁ ସମସ୍ତଙ୍କ ଘରେ ଅଛନ୍ତି, ହେଲେ କଂଗ୍ରେସରେ ଏହା ଏକ ବିଶେଷ ନାମ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୨ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ରାଜ୍ୟ ସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେବାକୁ ଯାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସେ ‘ଦାମାଦ’ ବା ଜ୍ୱାଇଁ ଶବ୍ଦର ବ୍ୟବହାର କରିଛନ୍ତି । ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?